Friday , June 18 2021
Breaking News
Home / ବିଶେଷ / ଅଗ୍ନି ବିପନ୍ନ ପରିବାରକୁ ଇଫକୋର ସହାୟତା

ଅଗ୍ନି ବିପନ୍ନ ପରିବାରକୁ ଇଫକୋର ସହାୟତା

ପାରାଦ୍ୱୀପ ୦୩/୦୩/୨୦୨୧(ଓଡ଼ିଶା ସମାଚାର)-ପାରିପାଶ୍ୱିକ ଉନ୍ନୟନ ଓ ସିଏସଆର୍ କାର୍ଯ୍ୟ କ୍ଷେତ୍ରରେ ପାରାଦ୍ୱୀପ ଇଫକୋ ସର୍ବଦା ଆଗରେ ରହିଛି । ବିଭିନ୍ନ ଦୈବି ଦୁର୍ବିପାକ ସମୟରେ ସର୍ବଦା ସାଧାରଣରେ ସହାୟତାର ହାତ ବଢାଇଥିବାର ନଜିର ରହିଛି । ସେହିପରି ପାରାଦ୍ୱୀପଗଡ ଗ୍ରାମ ପଂଚାୟତରେ ଅଗ୍ନି ବିପନ୍ନ ପରିବାର ଙ୍କୁ ଇଫକୋ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା ଓ ଇଫକୋ କର୍ମଚାରୀ ସଙ୍ଘର ସଭାପତି ସୁଭେନ୍ଦୁ ମାଝି ପାରାଦ୍ୱୀପଗଡ ଗ୍ରାମପଂଚାୟତ ସରପଂଚଙ୍କ ଉପସ୍ଥିତିରେ ଇଫକୋ ପକ୍ଷରୁ ଜରୁରୀକାଳିନ ସାମଗ୍ରୀ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପୂର୍ତ ବିଭାଗ ଡ଼ାକ ବଙ୍ଗଳା ପାଲଟିଛି ସର୍ବସାଧାରଣଙ୍କ ରୋଷ ଶାଳା 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ପୁର୍ତ ବିଭାଗ ଅଧିନରେ ଥିବା ଜଇପୁର ଡ଼ାକ ବଙ୍ଗଳା ଏବେ ସର୍ବ ସାଧାରଣଙ୍କର ରୋଷଶାଳା ପାଲଟିଛି । …

Leave a Reply

Your email address will not be published. Required fields are marked *