Thursday , August 5 2021
Breaking News
Home / ବିଶେଷ / ଅଗ୍ନି ପ୍ରାଇମ ର ସଫଳ ପରୀକ୍ଷଣ

ଅଗ୍ନି ପ୍ରାଇମ ର ସଫଳ ପରୀକ୍ଷଣ

ବାଲେଶ୍ୱର, ୨୮/୦୬/୨୦୨୧(ଓଡ଼ିଶା ସମାଚାର)- ସୋମବାର ଦିନ ଓଡ଼ିଶା ଉପକୂଳରେ ଅଗ୍ନି କ୍ଷେପଣାସ୍ତ୍ର ପର୍ୟ୍ୟାୟର ଏକ ନୂଆ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମ ର ସଫଳ ପରୀକ୍ଷଣ କରାଯାଇଛି । ପୂର୍ବାହ୍ନ ୧୦.୫୫ରେ ଏହି କ୍ଷେପଣାସ୍ତ୍ରକୁ ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡକ୍ଟର ଏପିଜେ ଅବଦୁଲ କାଲାମ କ୍ଷେପଣାସ୍ତ୍ର ଘାଟିର ୪ ନମ୍ବର ଉତକ୍ଷେପଣ ସ୍ଥଳରୁ ଏହାକୁ ସଫଳତାର ସହିତ ପରୀକ୍ଷା କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *