Wednesday , June 23 2021
Breaking News
Home / ବିଶେଷ / ଅଖଣ୍ଡଜ୍ୟୋତି ଜ୍ଞାନରଥ କାର୍ଯ୍ୟକ୍ରମ

ଅଖଣ୍ଡଜ୍ୟୋତି ଜ୍ଞାନରଥ କାର୍ଯ୍ୟକ୍ରମ

କଟକ, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଓ ଚହଟାଘାଟର ଗାୟତ୍ରୀ ଶକ୍ତିପୀଠ ପକ୍ଷରୁ ଅଖଣ୍ଡଜ୍ୟୋତି ଜ୍ଞାନରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ପରମପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଆଚାର୍ଯ୍ୟଙ୍କ ବିଚାରକୁ ଘରେ ଘରେ ପହଞ୍ଚାଇ ବେଦତ୍ୱର ପରିପ୍ରକାଶ କରିବା ବୋଲି ବକ୍ତାମାନେ କହିଥିଲେ । ଏହି ଅଖଣ୍ଡଜ୍ୟୋତି ଜ୍ଞାନରଥକୁ ଗାୟତ୍ରୀ ଶକ୍ତିପୀଠର ସର୍ବ ବରିଷ୍ଠ କର୍ମକର୍ତା ତଥା ପ୍ରଫେସର ସୁଦର୍ଶନ ରଥ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଗାଧୁ ଚରଣ ପ୍ରଧାନ, ଗୋବର୍ଦ୍ଧନ କଳସୀ, ଦେବପ୍ରସାଦ ସିଂ, ଲକ୍ଷ୍ମୀଧର ପ୍ରଧାନ, ଦେବରାଜ କଳସୀ ପ୍ରମୁଖ ଟ୍ରଷ୍ଟିମାନଙ୍କ ସହ ଅନ୍ୟ କର୍ମକର୍ତାମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *