Wednesday , August 4 2021
Breaking News
Home / ସ୍ୱାସ୍ଥ୍ୟ / ଅକ୍ସିଜେନ କନସେନଟ୍ରେଟର ଲୋକାର୍ପିତ

ଅକ୍ସିଜେନ କନସେନଟ୍ରେଟର ଲୋକାର୍ପିତ

ଭୁବନ ୦୫/୦୬/୨୦୨୧(ଓଡ଼ିଶା ସମାଚାର)- ଭୁବନରେ ଅକ୍ସିଜେନର ଆବଶ୍ୟକତାକୁ ଉପଲବ୍ଧି କରି ସେବା ଭାରତୀ,ଓଡିଶା ପୂର୍ବ ପ୍ରାନ୍ତ ଆନୁକୂଲ୍ୟରେ ଓଏନଜିସି ଦ୍ୱାରା ଏକ ଅକ୍ସିଜେନେରେଟର ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଭୁବନ ଖଣ୍ଡ କାର୍ଯ୍ୟବାହ ରୂପକ କୁମାର ମିଶ୍ର,ସଂଘ ଚାଳକ ହୃଷିକେଶ ସାହୁ,ଏବିଭିପି ନଗର ସମ୍ପାଦିକା ସାଗରିକା ସାହୁ ପ୍ରମୁଖ ଏବିଭିପି କାର୍ଯ୍ୟାଳୟ ଠାରେ ଏହାକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ । ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହାୟତାରେ ରୋଗୀ ମାନଙ୍କୁ ଏହି ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୪୧ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା,୦୧/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୪୧ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା …

Leave a Reply

Your email address will not be published. Required fields are marked *