Friday , October 18 2019
Breaking News

Recent Posts

ମାସର ୪ର୍ଥ ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ

ଭୁବନେଶ୍ୱର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ସରକାରୀ କାର୍ଯ୍ୟାଳୟ ର ଅଫିସ ଟାଇମ ରେ ପରିବର୍ତନ କରାଯିବା ବାଇଁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଏଣିକି ସକାଳ ୧୦ ଟାରୁ ସାଢ଼େ ୫ ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଚାଲିବ । ଏହି ସମୟ ମଧ୍ୟରେ ମଧ୍ୟାହ୍ନ ସାଢ଼େ ଗୋଟାଏ ରୁ ୨ ଟା ପର୍ଯ୍ୟନ୍ତ ଲଂଚ ବ୍ରେକ୍ । ଏଥିସହିତ ମାସର ପ୍ରତି ୪ର୍ଥ ଶନିବାର …

Read More »

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅନିୟମିତତା , ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ପାଇଁ ଦାବି

ପାଟକୁରା, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତାରେ ଅନିୟମିତତା ହୋଇଥିବାର ସ୍ଥାନିୟ ଅଂଚରୁ ଅଭିଯୋଗ ହୋଇଛି । ରାସ୍ତା ନିର୍ମାଣର ଦୁଇ ମାସ ପରେ ଦୁଇଟି ସ୍ଥାନରେ ଢଳେଇ ଫାଟିଯାଇଥିବାର ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ, କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ନଛିପଡା-ପାଇଲୋ ୬କି.ମି.ରାସ୍ତାକୁ ୨କୋଟି ୭୮ ଲକ୍ଷ ୯୯ ଜହାର ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭଗରେ …

Read More »

ଧାଡ଼ିରେ ନଆସି ଚିକିତ୍ସା ପାଇଁ ପାଟକୁରା ଡ଼ାକ୍ତରଖାନାରେ ଗଣ୍ଡଗୋଳ

ପାଟକୁରା,୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ଧାଡ଼ିରେ ଛିଡ଼ା ନହୋଇ ଆଗ ଡ଼ାକ୍ତରଙ୍କ ନିକଟରେ ପହଂଚି ଚିକିତ୍ସା ପାଇଁ ଯିବା ଘଟଣାକୁ କେନ୍ଦ୍ର କରି ଆଜି ପାଟକୁରା ଡ଼ାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ ଆଜି ପୂର୍ବାହ୍ନ ୧୧ ଟା ୧୫ ମିନିଟ୍ ରେ ପାଟକୁରା ଡ଼ାକ୍ତରଖାନାରେ ରୋଗୀ ସେବା ଚାଲିଥିଲା । ବହୁ ସଂଖ୍ୟକ ରୋଗୀ ଥିବାରୁ ଧାଡ଼ିରେ ଛିଡ଼ାହୋଇ ଡ଼ାକ୍ତରଙ୍କ ନିକଟକୁ ଯାଇ ପରାମର୍ଶ …

Read More »