Wednesday , February 26 2020
Breaking News

Recent Posts

‘କଳା, ସଂସ୍କୃତି ଓ ଐତିହ୍ୟର ବିକାଶରେ ଦେବଗିରି ମାଟିର ଭୂମିକା ଅନନ୍ୟ’ କୁମାରସ୍ୱାମୀ ମହୋତ୍ସବ ଉଦଘାଟିତ

ଭବାନୀପାଟଣା, ୧୧/୧୧/୨୦୧୯(ଓଡ଼ିଶା ସମାଚାର)- ଶୈବ, ଶାକ୍ତ ଓ ବୈଷ୍ଣବ ପରମ୍ପରାର ଅପୂର୍ବ ସମ୍ମନ୍ୱୟ ତଥା ଐତିହାସିକ ଗୌରବଗାଥା ବହନ କରୁଥିବା ଦେବଗିରି ଓ ଏହାର ପାଦଦେଶରେ ଅବସ୍ଥିତ ବୁଢୀପଦର ଗାଁର କଳା, ସଂସ୍କୃତି ଓ ଐତିହ୍ୟ ଆଜି ବି ଜନମାନସକୁ ବିମୋହିତ କରେ । ଏ ମାଟିର ମହନୀୟ ପରମ୍ପରାର ବାର୍ତାବହ କୁମାରସ୍ୱାମୀ ମହୋତ୍ସବ ଆଜି ୨୭ତମ ବର୍ଷରେ ପଦାପର୍ଣ କରିଥିବାବେଳେ ଏହାର ପ୍ରାଣ ପ୍ରତିଷ୍ଠାତା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ …

Read More »

ଯୁବକକୁ ରକ୍ତାକ୍ତ ଆକ୍ରମଣ ଓ ହତ୍ୟା ଧମକ-ଥାନାରେ ଏତାଲା

ସାଲେପୁର, ୧୧/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ବ୍ଲକ୍ ନାନ୍ଦୋଳ ପଂଚାୟତ ନାନ୍ଦୋଳ ଗ୍ରାମର  ଜନୈକ ଯୁବକକୁ  ରକ୍ତାକ୍ତ ଆକ୍ରମଣ କରାଯାଇଥିବା ବେଳେ ହତ୍ୟା ଧମକ ଦିଆଯାଇଛି । ଘଟଣା ବିଷୟରେ ସାଲେପୁର ଥାନାରେ ଏତାଲା ଦାଏର କରାଯାଇଛି । ଏତାଲାରୁ ପ୍ରକାଶ ନାନ୍ଦୋଳ ଗ୍ରାମର ସ୍ୱର୍ଗତ ନିତ୍ୟାନନ୍ଦ ମହାରଣାଙ୍କ ପୁଅ ବୈକୁଣ୍ଠ ମହାରଣା ଗତକାଲି ଅପରାହ୍ନରେ ନାନ୍ଦୋଳ ବଜାର ସନ୍ନିକଟରେ ଥିବା ଏକ ଗ୍ୟାରେଜରେ ବସି କଥାବାର୍ତା ହେଉଥିବା …

Read More »

ଭାରତର ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବେ ସମ୍ବର୍ଦ୍ଧିତ ହୋଇଥିବା ପ୍ରତାପ ଜେନାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ

ସାଲେପୁର, ୧୧/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଭାରତବର୍ଷରେ ନଂ-୧ ତଥା ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିିଧାୟକ ତଥା ରାଜ୍ୟ ଆଇନ୍, ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସମ୍ବର୍ଦ୍ଧିତ ହୋଇଥିବାରୁ ମାହାଙ୍ଗା ଓ ସାଲେପୁର ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଅଭିନନ୍ଦନ ଜଣାଯାଇଛି । ଗତକାଲି ଭାରତର ଅଗ୍ରୀମ ହିନ୍ଦୀ ପତ୍ରିକା ଫେମ୍ ଇଣ୍ଡିଆ ପକ୍ଷରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଭାରତବର୍ଷର ଶ୍ରେଷ୍ଠ …

Read More »