Thursday , September 19 2019
Breaking News

Recent Posts

ଜାଗୁଆର ଲ୍ୟାଣ୍ଡ ରୋଭରର ଭାରତରେ ପ୍ରଥମ ବୋଟିକ୍ ଶୋ’ରୁମ୍ ଏବେ ବେଙ୍ଗାଲୁର୍ରେ

ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଏହାର ଭାରତରେ ପ୍ରଥମ ବୋଟିକ୍ ଶୋ’ରୁମ୍ ବେଙ୍ଗାଲୁର୍ରେ ଖୋଲାଯାଇଛି । ବେଙ୍ଗାଲୁର୍ ଜିଲ୍ଳାର କନିଙ୍ଗ୍ହାମ୍ ରୋଡ୍ ସ୍ଥିତ ମାରକ୍ୟୁଲାଣ୍ଡ୍ଠାରେ ଏହି ଶୋ’ ରୁମ୍ ରହିଛି । ଏଠାରେ ଉଭୟ ଜାଗୁଆର୍ ଏବଂ ଲ୍ୟାଣ୍ଡ ରୋଭର ପ୍ରଦର୍ଶନ ପାଇଁ ୪୪୬ ବର୍ଗ ମିଟର ସ୍ଥାନ ରହିଛି । ଏହାଦ୍ୱାରା ଭାରତର ୨୪ଟି ପ୍ରମୁଖ ସହରରେ ଜାଗୁଆର ଲ୍ୟାଣ୍ଡ ରୋଭର …

Read More »

ରୟାଲ୍ ଷ୍ଟାଗ୍ ବାରେଲ୍ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ଅନ୍ତର୍ଗତ ତରୁଣ ଜୈନଙ୍କ ଚଳଚ୍ଚିତ୍ର ‘ ଆମ୍ମା ମେରୀ’ର ଶୁଭମୁକ୍ତି କରାଯିବ

ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ପକ୍ଷରୁ ନିର୍ଦ୍ଦେଶକ ତରୁଣ ଜୈନଙ୍କ ଦ୍ୱାରା ହୋଇଥିବା କ୍ଷୁଦ ଚଳଚ୍ଚିତ୍ର ‘ଆମ୍ମା ମେରୀ’ର ଶୁଭମୁକ୍ତି ସମ୍ପନ୍ନ ହେବ । ଏହି ଚଳଚ୍ଚିତ୍ରରେ ଅନୁରାଗ ଆରୋରା ମୁଖ୍ୟ ଭୂମିକାରେ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ରଘୁବୀର ମାନ୍ ଏବଂ ଦୀକ୍ଷା ଲାମ୍ବା ଅଭିନୟ କରିଛନ୍ତି । ଫିଲ୍ମରେ ଗାଁରେ ବାସ କରୁଥିବା ଜଣେ ପୁଅ କିଭଳି ମା’ଙ୍କ ମୃତ୍ୟୁ ପରେ ତାଙ୍କର …

Read More »

ପାଟକୁରା: ଦିନ ୧୧ ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ

ପାଟକୁରା /ଭୁବନେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଜାରି ରହିଛି । ସକାଳ ୬ ଟାରୁ ମକ୍ ପୋଲ କରାଯାଇଥିବାବେଳେ ସକାଳ ୭ ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇ ଜାରି ରହିଛି । ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଚାଲୁ ରହିବ । ତେବେ ୬ ଟା ସୁଦ୍ଧା ଯେଉଁମାନେ …

Read More »