Tuesday , July 16 2019

Recent Posts

ସଂପର୍କ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ସାଲେପୁର,୧୫/୦୭/୨୦୧୯ ଓଡ଼ିଶା ସମାଚାର /ଅଭୟ ଜେନା) : ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ସଂପର୍କ ସାହିତ୍ୟ ସଂସଦ ପକ୍ଷରୁ ୧୬ତମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ଉପଦେଷ୍ଟା ପ୍ରାଧ୍ୟାପକ ଡ଼ଃ ପୂଣ୍ଣଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ବହୁଗ୍ରାମସ୍ଥିତ ଖରାଖିଆ ମହାଦେବଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନୂଆଖାଇ ଦିନ ସଂପର୍କ ସାହିତ୍ୟ ଅନୁଷ୍ଠାନ ୧୬ତମ ବାର୍ଷିକ ଉତ୍ସବ ପାଇଁ କାର୍ଯ୍ୟକର୍ତ୍ତା ଓ ସଭ୍ୟସଭ୍ୟାମାନେ ଏହି ବୈଠକରେ ଉପସ୍ଥିତ …

Read More »

ପଟ୍ଟାମୁଣ୍ଡାଇ ମହିଳା କଲେଜରେ ଆର୍ଥିକ ଅନିୟମିତତା ଘଟଣା: ଏଡିଏମଙ୍କ ଅଧ୍ୟକ୍ଷାଙ୍କୁ କୈଫିୟତ ତଲବ:କନିଷ୍ଠ କିରାଣୀ ଛଟେଇ

କେନ୍ଦ୍ରାପଡା ୧୫/୦୭/୨୦୧୯ (ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଆର୍ଥିକ ଅନିୟମିତତା ଓ କଲେଜ ପାଣ୍ଠିରୁ ବେଆଇନ ଭାବେ ଅର୍ଥ କାରବାର ହୋଇଥିବା ଘଟଣାରେ କଲେଜ ପରିଚାଳନା ସମିତି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜର  ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀଙ୍କୁ କୈଫିୟତ ତଲବ କରିଥିବା ଜଣାପଡିଛି । ଅତିରିକ୍ତ ଜିଲ୍ଲାପାଳଙ୍କ  କଲେଜ ଅଧ୍ୟକ୍ଷାଙ୍କୁ ଲିଖିତ ତା ୧୦.୦୭.୨୦୧୯ରିଖର ପତ୍ର ସଂଖ୍ୟା ୭୫୭୧  …

Read More »

୫୦ରୁ ଉଦ୍ଧ୍ୱର୍ ବିଜେଡି କର୍ମୀ ବିଜେପିରେ ସାମିଲ

କେନ୍ଦ୍ରାପଡା ୧୫/୦୭/୨୦୧୯ (ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ପଂଚାୟତର ୫୦ରୁ ଉଦ୍ଧ୍ୱର୍ ବିଜେଡି କର୍ମୀ ପୂର୍ବତନ ସମିତିସଭ୍ୟ ମୃତ୍ୟୁଞ୍ଜୟ ମହାନ୍ତିଙ୍କ ନେତୃତ୍ୱରେ ଭାରତୀୟ ଜକନତା ପାର୍ଟିରେ ସାମିଲ ହୋଇଛନ୍ତି । ଦଳର ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଏହି ବିଜେଡି କର୍ମୀମାନଙ୍କୁ ବିଜେପି ଦଳରେ ସାମିଲ କରିଥିଲେ । କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ଏହି ମିଶ୍ରଣ ସମାରୋହରେ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ …

Read More »