Friday , September 20 2019
Breaking News

Recent Posts

ଭାରତରେ ଇ- ସିଗାରେଟ୍ ବ୍ୟାନ୍ , କିଣିଲେ ବା ବିକ୍ରି କଲେ ଜୋରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ / ଭୁବନେଶ୍ୱର ,୨୦/୦୯/୨୦୧୯(ଓଡ଼ିଶା ସମାଚାର)- ଦେଶରେ ଇ-ସିଗାରେଟକୁ ନିଷିଦ୍ଧ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । କ୍ୟାବିନେଟ ବୈଠକ ପରେ ଏ ସଂପର୍କରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଘୋଷଣା କରି କହିଛନ୍ତି ଯେ ଦେଶର ଲୋକମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି । ସରକାର ଖୁବଶୀଘ୍ର …

Read More »

ଧାମରାରେ ତଟ ସୁରକ୍ଷା ସାଗର କବଚ : ଶେଷ ପର୍ଯ୍ୟାୟରେ ଧରା ପଡିଲେ ୪ ଆତଙ୍କବାଦୀ

ଭଦ୍ରକ, ୨୦/୦୯/୨୦୧୯(ଓଡ଼ିଶା ସମାଚାର)-ସମୁଦ୍ର ତଟ୍ଟ ଅଂଚଳରେ ଆତଙ୍କବାଦୀ ଙ୍କୁ କଡା ମୁକାବିଲା କରିବା ପାଇଁ ଆରମ୍ଭ ହୋଇଛି ତଟ ସୁରକ୍ଷା ସାଗର କବଚ । ଭାରତୀୟ ତଟରକ୍ଷୀ ବାହିନୀ,ରାଜ୍ୟ ପୁଲିସ,ଭାରତୀୟ ନେଭି ର ସହଯୋଗିତାରେ ଏହି ସୁରକ୍ଷା କାର୍ଯ୍ୟ୍ରକ୍ରମ ଅନୁଷ୍ଠିତ ହୋଇଛି ।ଓଡିଶା ସରକାରଙ୍କ ତରଫରୁ ୨୦୧୯-୨୦ମସିହା ପାଇଁ ଉପକୂଳବର୍ତୀ ଅଂଚଳ ଯଥା- ଧାମରା, କସିଆ, ଚୁଡାମଣୀ, ଚାନ୍ଦିପୁର ,ପାରାଦ୍ୱୀପ, ପୁରୀ ଏବଂ ଗୋପାଳପୁର ଠାରେ ହୋଇଛି ଉପକୂଳ ସୁରକ୍ଷାଭ୍ୟାସ …

Read More »

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ୨୧ରେ ଓଡିଶା ଆସିବେ

ଭୁବନେଶ୍ୱର, ୨୦/୦୯/୨୦୧୯(ଓଡ଼ିଶା ସମାଚାର)-  ଆସନ୍ତା ୨୧ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଶ୍ରୀ ଶେଖାୱତ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ହୋଟେଲ ନିୟୁ ମ୍ୟାରିଅନଠାରେ ସକାଳ ୧୦.୩୦ରେ ଏକ ସମ୍ମିଳନୀରେ ଅନୁଛେଦ ୩୭୦ ଓ ୩୫ (ଏ) ସଂର୍ପକରେ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର …

Read More »