Friday , November 22 2019
Breaking News

Recent Posts

ସଂକ୍ଷେପରେ ତାଜା ଖବର : ବନ୍ଦ କୋଠରୀ ରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା ର ପର୍ଦ୍ଦାଫାଶ

ସମ୍ବଲପୁର ,୧୭/୧୧/୨୦୧୯(ଓଡ଼ିଶା ସମାଚାର)- ମୁଦିପଡ଼ାର ଏକ ବନ୍ଦ କୋଠରୀ ରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା ର ପର୍ଦ୍ଦାଫାଶ ହୋଇଛି । ପାରିବାରିକ କଳହରୁ ସ୍ୱାମୀ ହିଁ ହତ୍ୟା କରିଛି ସମ୍ପୃକ୍ତ ମହିଳାଙ୍କୁ । ଜୁଜୁମରା ଥାନା ଅନ୍ତର୍ଗତ କଅଁସର ଗ୍ରାମର ଜ୍ୟୋତିଷ ଟପ୍ନୋ ହେଉଛନ୍ତି ଅଭିଯୁକ୍ତ ସ୍ୱାମୀ । କଳହ ରୁ ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ପୋଲିସ୍ ଆଗରେ ସ୍ୱିକାର କରିଛନ୍ତି । ଅଭିଯୁକ୍ତ …

Read More »

ସଂକ୍ଷେପରେ ତାଜା ଖବର : ନକଲି ସିମେଂଟ କାରଖାନା ଠାବ, ଜଣେ ଅଟକ

କଟକ,୧୭/୧୧/୨୦୧୯(ଓଡ଼ିଶା ସମାଚାର)- କଟକ ଜିଲା ଜଗତପୁର ଅଂଚଳର ମଙ୍ଗୁଳି ଠାରେ ଥିବା ବାଲାଜି ଡ଼ିପୋ ନିକଟରେ ଥିବା ଏକ ଘରେ ବିଭିନ୍ନ ବ୍ରାଣ୍ଡ ର ସିମେଂଟ ବ୍ୟାଗ ରେ ଅନ୍ୟ କମ୍ ମୂଲ୍ୟର ସିମେଂଟ ପ୍ୟାକିଙ୍ଗ କରାଯାଉଥିବା ଖବର ପାଇ ଟାଙ୍ଗି ଥାନା ପୋଲିସ୍ ଚଢ଼ାଉ କରି ସିମେଂଟ ପ୍ରସ୍ତୁତ ଯନ୍ତ୍ରାଂଶ, ୨୦୦ ବ୍ୟାଗ ସିମେଂଟ ଓ ଏକ ପିକଅପ ଭ୍ୟାନ ଜବତ କରିବା ସହିତ ଜଣକୁ ଅଟକ ରଖି …

Read More »

ସୋଆ ବିଶ୍ୱବିଦ୍ୟାଳୟର ଷଷ୍ଠ ସମାବର୍ତନ ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆପିଢିର ନୂଆ ଆଇଡିଆ ହିଁ ଦେଶକୁ ଆଗେଇ ନେବ: ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ,୧୭/୧୧/୨୦୧୯(ଓଡ଼ିଶା ସମାଚାର)-ଦେଶ ଆଗରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ନୂଆପିଢିଙ୍କୁ ହିଁ ବାଟ ଖୋଜିବାକୁ ପଡିବ । ନୂଆପିଢିର ନୂଆ ଆଇଡିଆ ହିଁ ରାଜ୍ୟ ଓ ଦେଶକୁ ଆଗେଇ ନେବ ବୋଲି ଶନିବାର ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ଷଷ୍ଠ ସମାବର୍ତନ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ …

Read More »