Friday , November 22 2019
Breaking News

Recent Posts

ଦୁର୍ଘଟଣାରେ ଆହତ ଯୁବକଙ୍କ ମୃତ୍ୟ ,ଗ୍ରାମରେ ଶୋକାକୂଳ ପରିବେଶ 

ପାଟକୁରା,୨୧/୧୧/୨୦୧୯(ଓଡ଼ିଶା ସମାଚାର)-ଗତକାଲି ଦିନ ଗୋଟାଏ ସମୟରେ ପାରାଦ୍ୱୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ରାମିଆଗଞ୍ଜ -କ୍ରସିଂ ନିକଟରେ ଏକ ଟ୍ରକ ଧକ୍କାରେ ବାଇକ୍ ଆରୋହୀ ପାଟକୁରା ଥାନା ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମର ଗୋପାଳ ଚରଣ ଦାସଙ୍କ ପୁଅ ,ଅନୂପ ଦାସ(୨୫)ଗୁରୁତର ଆହତ ହୋଇଥିଲେ । ଗୁରୁତର ଭାବରେ ଆହତ ଅନୂପଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନସ୍ ଯୋଗେ ପ୍ରଥମେ କେନ୍ଦ୍ରପଡା ଓ ପରେ କଟକ ମେଡିକାଲକୁ ନିଆଯାଇଥିଲା । ଅନୂପ କଟକ …

Read More »

ପାଟକୁରାରେ ହରେକୃର୍ଷ୍ଣ ମହତାବଙ୍କ ଜୟନ୍ତି ପାଳିତ  

ପାଟକୁରା,୨୧/୧୧/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଠାରେ ଆଜି ଡଃ.ହରେକୃର୍ଷ୍ଣ ମହତାବଙ୍କ ୧୨୦ ତମ ଜୟନ୍ତି ପାଳିତ ହୋଇଯାଇଛି । ଜୟନ୍ତି କମିଟିର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ଖୁଂଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ମୂଖ୍ୟ ଅତିଥି ଭାବରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ରବି ସାମଲ ଯୋଗ ଦେଇ ଡଃ.ହରେକୃର୍ଷ୍ଣ ମହତାବ ଜଣେ ବିଚକ୍ଷଣ ରାଜତୀତିଜ୍ଞ, ପ୍ରବୀଣ ସାମ୍ବାଦିକ, ସୁ-ସାହିତ୍ୟକ, ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଭାବରେ ପରିଚିତ ବୋଲି …

Read More »

ତୁମ ପାଇଁ   (କବିତା) –   ସ୍ୱପ୍ନା ପଟ୍ଟନାୟକ

ମୁଁ ନୁହେଁ କୁହୁଡ଼ିର ମିଛ ପ୍ରହେଳିକା କାକରର ସମ୍ମୋହନରେ ଆୟୁସ୍ମାନ  ମୋ ଇଛାସବୁ.. ସାଇତିଛି ସେଇ କସ୍ତୁରୀ ବାସ୍ନାର ସନ୍ଧାନରେ.. ତମେ ଆସିବ ନିଶ୍ଚୟ ଭାବନାର ଛନ୍ଦରେ ଛନ୍ଦାୟିତ ମୋ ବିଶ୍ୱାସର ପ୍ରତିଟି ମୁହୂର୍ତ୍ତ ଖାସ ତୁମପାଇଁ… ସପ୍ତରଙ୍ଗର ବର୍ଣ୍ଣାଳିରେ ଭରିଦେବ ଅଲେଖା ହୃଦୟରେ ଚୁମ୍ବନର ଚିତ୍ରରେଖା.. ଆଉ ଶବ୍ଦର ସୃଜନୀରେ ଛୁଇଁଯିବ ମୋ ଅଳସ ସକାଳର ପ୍ରତିଟି ମୁହୁର୍ତ୍ତ.. -0- ଦେଉଳ ସାହି , ଢ଼େଙ୍କାନାଳ , ଓଡ଼ିଶା

Read More »