Tuesday , July 16 2019

Recent Posts

କର୍ତବ୍ୟରତ ବନଅଧିକାରୀଙ୍କୁ ମାଡ଼ ର ପ୍ରତିବାଦ କରିଛି ଆଠଗଡ ବନଖଣ୍ଡ ଅଣଗେଜେଟେଡ ବନକର୍ମଚାରୀ ସଂଘ

ଆଠଗଡ ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- କାର୍ଯ୍ୟକ୍ଷେତ୍ରରେ କର୍ତବ୍ୟରତ ଥିବା ବେଳେ ଆଠଗଡ ବନାଂଚଳ ଅନ୍ତର୍ଗତ ତିଗିରିଆର ହରିଡାପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁକୁ କେନ୍ଦ୍ର କରି ବନଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ୟକ୍ତ ଜନତା ଆଇନକୁ ହାତକୁ ନେଇ ନିସ୍ତୁକ ମାଡ ମାରିଥିଲେ । ଏହି ଘଟଣାରେ ବନବିଭାଗପକ୍ଷରୁ ଏତଲା ରୁଜୁ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇ ନାହିଁ । ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଆଠଗଡ …

Read More »

ଅସୁରେଶ୍ୱର ଦଧିବାମନ ଜୀଉଙ୍କ ପୀଠରେ ସ୍ନାନପୂର୍ଣ୍ଣିମା

  ନିଶ୍ଚିନ୍ତକୋଇଲି, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଂଚାୟତ କୋଇଲୋସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀଦଧିବାମନଜୀଉଙ୍କ ପୀଠରେ ସୋମବାର ସ୍ନାନପୂର୍ଣ୍ଣିମା ସମାରୋବରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଦେଖିବା ନିମନ୍ତେ ଆଖପାଖର ଶତାଧିକ ଭକ୍ତଙ୍କ ଗହଳିରେ ମନ୍ଦିର ପରିସର ଚଳଚଂଚଳ ହୋଇଉଠିଥିଲା । ପ୍ରାତଃରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ପୂଜାନୀତି ସମାପନ ପରେ ସେନା ଲାଗି କରାଯାଇଥିଲା । ମହାପ୍ରଭୁଙ୍କ ନିଯୋଗୀ ସେବାୟତ ତଥା ପରିଚ୍ଛା …

Read More »

ସଂକ୍ଷେପରେ ତାଜା ଖବର : ଫୁଲୱାମାରେ  ଓଡ଼ିଆ ଯବାନ ସହିଦ

  ଭୁବନେଶ୍ୱର, ୧୮/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଜମ୍ମୁ – କାଶ୍ମିର ର ଫୁଲୱାମା ଠାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଗତକାଲି ଫୁଲୱାମା ଅନନ୍ତନାଗ ଠାରେ ଆତଙ୍କବାଦିଙ୍କ ଗୁଳିରେ ୪ ଜଣ ସହିଦ ହୋଇଥିବାବେଳେ ତନ୍ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି । ସହିଦ ଓଡ଼ିଆ ଯବାନ ହେଉଛନ୍ତି ଢ଼େଙ୍କାନାଳ ଜିଲା କାମାକ୍ଷାନଗର ଅଂଚଳର ବଡ଼ସୁଆଳ ଗ୍ରାମର ଅଜିତ କୁମାର ସାହୁ । ପୁଅ …

Read More »