Wednesday , January 22 2020

Recent Posts

ନାବାଳିକା ବିବାହକୁ ରୋକୁଛି ବାଲ୍ୟ ବିବାହ ସୁରକ୍ଷା କମିଟି

କଳିଙ୍ଗନଗର, ୧୯/୦୧/୨୦୨୦ (ଓଡ଼ିଶା ସମାଚାର)- ବାସନ୍ତୀ ହେମ୍ବ୍ରମ୍ ଶୁଣିବାକୁ ପାଇଥିଲେ ଯେ, ମଞ୍ଜୁଲତା ବାରିକ ତାଙ୍କ ଝିଅ ବାସନ୍ତୀର ବିବାହ କରିବାକୁ ଯୋଜନା କରୁଛନ୍ତି । ସେ ମଞ୍ଜୁଲତାଙ୍କ ସହିତ ଏହି ବିଷୟରେ ଆଲୋଚନା କରିଥିଲେ । ଏହାପରେ ଯାହା ହୋଇଥିଲା ତାହା ସ୍ୱାଗତଯୋଗ୍ୟ ହୋଇଥିଲେ ହେଁ ଅସୁବିଧାଜନକ ଥିଲା । ସେମାନେ,ପିତାମାତା ଖୁବ କମ୍ ବୟସରେ ନିଜ ଝିଅଙ୍କ ବିବାହ କରିବା ଓ ବାଳିକାମାନଙ୍କ ଶିକ୍ଷା ଜାରି ରଖିବାର …

Read More »

ଏନଡିଆରଏଫର ପ୍ରାକୃତିକ ବିପର୍ଯ୍ୟୟ ସଚେତନତା କାର୍ଯ୍ୟକ୍ରମ

କୋଣାର୍କ, ୧୯/୦୧/୨୦୨୦ (ଓଡ଼ିଶା ସମାଚାର)- ଜିଲ୍ଲା ପ୍ରଶାସନ ସହାୟତରେ ଏନଡିଆରଏଫ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ସେ ସମ୍ପର୍କରେ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଗତ ୯ତାରିଖଠାରୁ ୧୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କୁ ସାମିଲି କରାଯାଇ ସଚେତନ କରାଯାଇଥିଲା । ଉଦଯାପନୀ ଦିବସ ପୂର୍ବାହ୍ନ ୧୦ଟାରେ କୋଣାର୍କ …

Read More »

ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତଙ୍କ ଖୋଲା ଚିଠି : ସିଏଏ ଓ ଏନପିଆର୍ ପ୍ରତ୍ୟାହାର କର

ଭୁବନେଶ୍ୱର ,୧୯/୦୧/୨୦୨୦ (ଓଡ଼ିଶା ସମାଚାର)-  ନାଗରିକ ସଂଶୋଧନ ଆଇନ୍ (ସିଏଏ) ଓ ଜାତୀୟ ଜନସଂଖ୍ୟା ରେଜିଷ୍ଟାର (ଏନପିଆର୍‌)କୁ ରାଜ୍ୟ ସରକାର ଦେଇଥିବା ସମର୍ଥନ ପ୍ରତ୍ୟାହାର କରିନେବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଆପଣଙ୍କ ଦଳ ବିଜେଡି ସିଏଏ ଓ ଏନପିଆର୍ କୁ ସମର୍ଥନ ଦେଇଛନ୍ତି । ଏନଆରସିର …

Read More »