Saturday , February 29 2020
Breaking News

Recent Posts

ଲଉଡ଼ି ଓ ରାମତାଳିକୁ ଆଧୁନିକୀକରଣ

        ଭୁବନେଶ୍ୱର,୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ଓଡ଼ିଶାର ପ୍ରାଚୀନ ଆଧ୍ୟାତ୍ମିକ ଲୋକକଳା ଲଉଡ଼ିବାଡ଼ି ବା ରାମତାଳିର ପ୍ରଚାର, ପ୍ରସାର ଓ ପ୍ରୋତ୍ସାହନ ପାଇଁ ଏହି କଳାକୁ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମହୋତ୍ସବ ମାନଙ୍କରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଷଣ କରାଯାଉଛି  । ଲୁପ୍ତ ପ୍ରାୟ ଲୋକକଳା ସଂରକ୍ଷଣ ନିମନ୍ତେ ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର କଲିକତାଙ୍କ ଗୁରୁଶିଷ୍ୟ ପରମ୍ପରା ଯୋଜନାରେ ୨୦୦୯-୧୦ ମସିହାରୁ ଲଉଡ଼ି ନୃତ୍ୟକୁ ସାମିଲ୍ କରାଯାଇଛି  । …

Read More »

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ

 ଭୁବନେଶ୍ୱର, ୨୭/୦୬/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟର ୫ଗୋଟି ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟ ରେକର୍ଡ ଗୁଡ଼ିକର ସ୍କାନିଂ ଏବଂ ଡିଜିଟାଲାଇଜେସନ୍ କରିବା ପାଇଁ ପ୍ରସ୍ତାବ ଅଛି ଓ ତଦନୁଯାୟୀ ବିଧିବଦ୍ଧ ପଦକ୍ଷେପ ନିଆଯାଉଛି  । ରାଜ୍ୟର ସମସ୍ତ ଖତିଆନ୍କୁ କମ୍ପ୍ୟୁଟରୀକରଣ କରାଯାଇ ଭୂଲେଖ ୱେବ୍ସାଇଟ୍ ମାଧ୍ୟମରେ ଜନସାଧାରଣଙ୍କ ଅବଗତି ପାଇଁ ଉପଲବ୍ଧ କରାଯାଉଅଛି ବୋଲି  ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ବିଧାନସଭାରେ ଆଗତ ୫୮ ନମ୍ବର ପ୍ରଶ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ …

Read More »

କିନ୍ନର ସଂଘ ପକ୍ଷରୁ ମଶାରୀ ଓ ଛତା ବଂଟନ 

ରଘୁନାଥପୁର,୨୭/୬/୨୦୧୯(ଓଡ଼ିଶା ସମାଚାର) – ରଘୁନାଥପୁର ବ୍ଲକ୍ ଛପଡ଼ା ଓ ଏରଡ଼ଙ୍ଗା ପଂଚାୟତର ଗରୀବ, ଅସହାୟ , ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କୁ ଜଗତସିଂହପୁର ପାରାଦୀପ କିନ୍ନର ସଂଘ ପକ୍ଷରୁ ଛତା ଓ ମଶୁରୀ ବଂଟନ କରାଯାଇଛି ।  ବ୍ରାହ୍ମଣବାଡ଼ିସ୍ଥିତ ଷ୍ଟାର ମଣ୍ଡପରେ ସଂଘର ସଭାନେତ୍ରୀ ରାଧାମା , ସମ୍ବାଦିକା ରଙ୍ଗବତୀ ମା ଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଏସବୁ ବଂଟନ କରିଥିଲେ । ସ୍ଥାନୀୟ ଅଂଚଳର …

Read More »