Sunday , January 26 2020
Breaking News

Recent Posts

  ପାଟକୁରା : ନିର୍ବାଚନ ପରବର୍ତୀ ହଂସା ବଢୁଛି ,  ୨୫ରୁ ଉଦ୍ଧ୍ୱର୍ ମାମଲା ରୁଜୁ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ପାଟକୁରା ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-ପାଟକୁରାରେ  ନିର୍ବାଚନ ଓ ନିର୍ବାଚନ ପରବର୍ତୀ ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ଏହି ଥାନା ଅର୍ନ୍ତଗତ ବିଭିନ୍ନ ସ୍ଥାନମାନଙ୍କରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ସମର୍ଥକମାନଙ୍କ ମଧ୍ୟରେ ବାକ୍, ବିତଣ୍ଡା, ଯୁକ୍ତିତର୍କ, ଧମକଚମକ ଓ ମାର୍ପିଟ୍ ଆଦି ଘଟଣାମାନ ଘଟିବାରେ ଲାଗିଛି  । ଗତକାଲି ପାଟକୁରା ଥାନାରେ ୫ ଗୋଟି ନିର୍ବାଚନୀ ହିଂସା ମାମଲା ରୁଜୁ …

Read More »

ଭାଗବତ ସ୍ୱାଇଁଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡା, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଂଚାୟତର ଦୁତିଆଳ ଗ୍ରାମରେ ଭାଗବତ ସ୍ୱାଇଁଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ପଣ୍ଡିତ ପ୍ରତାପ କୁମାର ପତି ପ୍ରଥମେ ଗୀତାପାଠ କରିଥିଲେ ।  ଏହାପରେ ଚିତରଂଜନ ସେନାପତି, ସୁରେନ୍ଦ୍ରନାଥ ବେହେରା, ଶାରଦା ପ୍ରସନ୍ନ ରାଉତ, ଶଚ୍ଚିଦାନନ୍ଦ ରାଉତ, ରାଜକିଶୋର ନାୟକ, ହାଇସ୍କୁଲର …

Read More »

ପାଟକୁରାରେ ମତଦାନ ଶେଷ,ସବୁ ପ୍ରାର୍ଥୀଙ୍କ ଭବିଷ୍ୟତ ଇଭିଏମରେ ବନ୍ଦ୍

କେନ୍ଦ୍ରାପଡା, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ଜିଲ୍ଲାର ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନର ମତଦାନ ଶନିବାର  ଶେଷ ହୋଇଥିବା ବେଳେ ପ୍ରତିଦ୍ୱନ୍ଦିତା କରିଥିବା ସମସ୍ତ ପ୍ରାର୍ଥୀଙ୍କ ଭବିଷ୍ୟତ ଇଭିଏମ ମେସିନ ଭିତରେ ଲକ ହୋଇଯାଇଛି  । ଭାରତୀୟ ଜନତା ପାର୍ଟିରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ରାଷ୍ଟ୍ରୀୟ  କାର୍ଯ୍ୟକାରିଣି ସଦସ୍ୟ  ବିଜୟ ମହାପାତ୍ର ପ୍ରତିଦ୍ୱନ୍ଦିତା କରୁଥିବା ବେଳେ କଂଗ୍ରେସରୁ ଜୟନ୍ତ ମହାନ୍ତି ଓ ବିଜେଡିରୁ ପୂର୍ବତନ …

Read More »