Saturday , December 7 2019

Recent Posts

୩ ମାସ ଧରି ବର୍ଷାଦିନିଆ ରୋଗସଂପର୍କରେ ଚାଲିବ ସଚେତନତା – ବାହାରିଲା ସଚେତନତା ରଥ

  ଭୁବନେଶ୍ୱର, ୧୮/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ଭଳି ଭେକ୍ଟର ଓ ଜଳବାହିତ ରୋଗ ସଂପର୍କରେ ସୋକଙ୍କୁ ସଚେତନ କରିବା ନିମନ୍ତେ ସୋମବାର ସଚେତନତା ରଥ ବାହାରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଡାଃ ମେହେର୍ଦ୍ଦା ଜନସଚେତନତା ପାଇଁ …

Read More »

ପଟ୍ଟାମୁଣ୍ଡାଇ ଧୋୟାଚଂଳରେ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା

  କେନ୍ଦ୍ରାପଡା,୧୮/୦୬/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୈାୟାଂଚଳରେ ରବିବାର ସାଂସଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ପେଣ୍ଠପାଳ ଠାରେ ଅନୁଷ୍ଠିତ ଉତ୍ସବରେ ସାଂସଦ ଅନୁଭବ ମହାନ୍ତି,ବିଧାୟକ ଶଶୀଭୂଷଣ ବେହେରା,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଜିଲ୍ଲା ବିଜେଡି କାର୍ଯ୍ୟକାରି ସଭାପତି ଦୁର୍ଗାଶିଷ ମହାନ୍ତି,କଟକ …

Read More »

ଯୁବ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ମହମବତୀ ଶୋଭାଯାତ୍ରା

  କେନ୍ଦ୍ରାପଡା, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଯୁବ ବିଜେଡି ସଂଖ୍ୟାଳଘୁ ସେଲ ପକ୍ଷରୁ ଟ୍ୟୁଙ୍କିଲ ଶର୍ମାଙ୍କ ମୃତ୍ୟୁରେ  ଓ ଏୟାରକ୍ରାଫ୍ଟରେ ମୃତ୍ୟୁ ବରଣ କରିଥିବା ୧୪ଜଣ ସୈନିକଙ୍କ ସ୍ମୃତିରେ ଯୁବ ବିଜେଡି ସଂଖ୍ୟାଳଘୁ ସେଲ ସଭାପତି ମୀର ମହମ୍ମଦ ଅମୀରଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା ନଜୱାନ ୟୁନିଅନ କାର୍ଯ୍ୟାଳୟ ନିକଟରୁ ବାହାରି ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଥିଲା । ସେଠାରେ ମୃତକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ …

Read More »