Wednesday , December 11 2019

Recent Posts

ପୁରୁଣା ଭୁବନେଶ୍ୱରରେ ୩ଟି ସ୍ଥାନରେ ରଥଯାତ୍ରା

ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ପୁରୁଣା ଭୁବନେଶ୍ୱର ୩ଟି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜମେଶ୍ୱର ପାଟଣାର ଶ୍ରୀଜଗନ୍ନାଥ କମିଟି ପକ୍ଷରୁ ଛୋଟ ପିଲାଙ୍କ ରଥ ଯାତ୍ରାର ରଥ ଯାତ୍ରାରେ କୁନିକୁନି ପିଲାମାନେ ନାରାୟଣୀ ମନ୍ଦିରରୁ ଶ୍ରୀଜିଉଙ୍କୁ ପହଣ୍ଡି ଓ ରଥରେ ପୂଜା ପରେ ରଥ ଟଣା ହୋଇଥିଲା । ଅପରାହ୍ଣ ୫ଟାରେ ରଥ ଜମେଶ୍ୱର ପାଟଣାରୁ ଛୋଟ ଛୋଟ ପିଲାମାନେ ରଥ ଟାଣି ଟାଣି ଶ୍ରୀଲିଙ୍ଗରାଜ ମନ୍ଦିର …

Read More »

ସଂକ୍ଷେପରେ ତାଜା ଖବର :  ରଥ ଟଣା ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ୨ ମୃତ, ୭ ଆହତ

ଯାଜପୁର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ରଥ ଟଣା ବେଳେ ଅଘଟଣ ଘଟିଛି । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ୭ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ କାଳିଆପାଣି ହସପିଟାଲରେ ଭର୍ତି କରାଯାଇଛି । ଦୁଇ ମୃତକ ହେଉଛନ୍ତି ଭରତ ରାଉତରାୟ ଓ ସୁଚିତ୍ର ଲେଙ୍କା । ଭରତ ଏକ କମ୍ପାନୀ(ଅଟୱାଲ) ର କର୍ମଚାରୀ ହୋଇଥô୍ବାବେଳେ ସୁଚିତ୍ରଙ୍କ ଘର କାମାକ୍ଷାନଗର …

Read More »

ସଂକ୍ଷେପରେ ତାଜା ଖବର : ଆସନ୍ତା ୨୦  ରେ ପାଟକୁରା ବିଧାନସଭା ନିର୍ବାଚନ, ୨୪ ରେ ଭୋଟ ଗଣତି

ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଆସନ୍ତା ଜୁଲାଇ ୨୦ ତାରିଖ ରେ ପାଟକୁରା ବିଧାନସଭା ନିର୍ବାଚନ ହେବ । ଜୁଲାଇ ୨୪ତାରିଖ ରେ ଭୋଟ ଗଣତି ହେବ । ଗତ ସାଧାରଣ ନିର୍ବାଚନ ବେଳେ ପାଟକୁରା ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିଥିବା ପାଟକୁରା ର ପୂର୍ବତନ ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କର ଦେହାନ୍ତ ଘଟିବାରୁ ପାଟକୁରା ବିଧାନସଭା ନିର୍ବାଚନ ବନ୍ଦ ରହିଥିଲା …

Read More »