Wednesday , December 11 2019

Recent Posts

ପୁଲିସ ହାତରୁ ଅଭିଯୁକ୍ତ ଚମ୍ପଟ୍ ଘଟଣାରେ ଦୁଇ କନଷ୍ଟେବଲ ନିଲମ୍ବିତ

ଜଗତସିଂହପୁର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ଗତ ଶନିବାର ଅପରାହ୍ଣରେ ଜଣେ ଅଭିଯୁକ୍ତ କୋର୍ଟ ହାଜତ ନିକଟରୁ ପୁଲିସକୁ ଚକ୍ମା ଦେଖାଇ ଚମ୍ପଟ ମାରିବା ଘଟଣାରେ ଜଗତସିଂହପୁର ଏସ୍ପି ସୁଧା ସିଂ ୨ ଜଣ କନଷ୍ଟେବଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ନିଲମ୍ବିତ କନଷ୍ଟେବଲ ଦ୍ୱୟ ହେଲେ, ସଦର ଥାନାରେ କାର୍ଯ୍ୟରତ ଗୌରାଙ୍ଗ ରାଉଳ ଓ ସଂଗ୍ରାମ ରାଉତ । ପାରିବାରିକ ବିବାଦକୁ ନେଇ ସଦର ଥାନା ଅନ୍ତର୍ଗତ ସିଂହାରପୁର ଗ୍ରାମର …

Read More »

ବାଇକ ଚଢ଼ଉ : ୭୨ ଟି ହାଇ ହାଇସ୍ପିଡ଼ ସାଇଲେନ୍ସର୍ ଜବତ, ୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ , ୫ ଶହରୁ ଅଧିକ ନମ୍ବରପ୍ଲେଟ ଜବତ

ବାଲେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ବାଲେଶ୍ୱର ଟ୍ରାଫିକ ଥାନା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବାଇକ୍ ଉପରେ ଚଢ଼ଉ କରାଯାଇ ୭୨ଟି ହାଇସ୍ପିଡ୍ ସାଇଲେନ୍ସର୍ ପାଇପ୍କୁ ଜବତ କରାଯାଇଛି । ଏହାସହ ଅତିରଞ୍ଜିତ ଭାବେ ଲେଖା ହୋଇଥିବା ୫ଶହରୁ ଅଧିକ ନମ୍ବରପ୍ଲେଟ୍କୁ ମଧ୍ୟ ଜବତ କରାଯାଇଛି ବୋଲି ଟ୍ରାଫିକ ଥାନା ଅଧିକାରୀ ପ୍ରଶାନ୍ତ କୁମାର ରଣସିଂ ସୂଚନା ଦେଇଛନ୍ତି । ସହର ମଧ୍ୟରୁ ୧୦ରୁ ଅଧିକ ହାଇସାଉଣ୍ଡ ସାଇଲେନ୍ସର୍ ଲାଗିଥିବା …

Read More »

ରାଜ୍ୟ ସଡ଼କ ନିରାପତା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ଏଣିକି ଅଜଣା ଗାଡ଼ି ଧକ୍କାରେ ଆହତ ଓ ମୃତକଙ୍କୁ ସରକାରୀ ସହାୟତା ମିଳିବ । ଗାଡ଼ି ଧକ୍କାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଓ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦିଆଯିବ । ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ସଡ଼କ ନିରାପତା ପରିଷଦର ପ୍ରଥମ ବୈଠକ ପରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ …

Read More »