Wednesday , December 11 2019

Recent Posts

ପାଟକୁରା ରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ ୧୭ ରେ

ଭୁବନେଶ୍ୱର, ୧୦/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପାଟକୁରା ଗସ୍ତରେ ଯିବେ । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୭ ତାରିଖ ଦିନ ପାଟକୁରା ଗସ୍ତରେ ଯାଇ ବିଜେଡ଼ି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସାବିତ୍ରୀ ଅଗ୍ରୱାଲାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ …

Read More »

କୁଜଙ୍ଗରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

କୁଜଙ୍ଗ,୧୦/୦୭/୨୦୧୯ (ଓଡ଼ିଶା ସମାଚାର)- କୁଜଙ୍ଗ ବ୍ଲକରେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କ ଅଭିଯୋଗ ଶୁଣାଣି ଶିବିର ସ୍ଥାନୀୟ ସୂଚନା କେନ୍ଦ୍ର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୧୧୭୪ ଅଭିଯୋଗ ପଞ୍ଜୀକରଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂକ୍ରାନ୍ତ ୧୪୯ ରହିଥିଲା । ଯଥା ଇନ୍ଦିରା ଅବାସ, ବିଜୁପକାଘର ସମନ୍ଧୀୟ ୯୨ଟି,ରେଶନକାର୍ଡ଼ ସମ୍ପର୍କୀତ ୮ଟି, ଭତା ସମନ୍ଧୀୟ୯ଟି, ଆଇନ ସହାୟତା ସମନ୍ଧୀୟ୪ଟି,ପାନୀୟ ଜଳ ସମସ୍ୟା ସମ୍ପର୍କୀତ …

Read More »

ପାଟକୁରା ନିର୍ବାଚନ ତଦାରଖରେ ୩ ଫ୍ଲାଇଂ ସ୍କ୍ୱାଡ

କେନ୍ଦ୍ରାପଡା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)-ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟ ତଦାରଖ ପାଇଁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପକ୍ଷରୁ ୩ଟି ଫ୍ଲାଇଙ୍ଗ ସ୍କ୍ୱାଡ ମୁତୟନ କରାଯାଇଛି । ଗରଦପୁର ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ, ଡେରାବିଶ ତହସିଲର ଅତିରିକ୍ତ ତହସିଲଦାର ଭୋଳାନାଥ ସେଠୀ ଓ ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ନେତୃତ୍ୱରେ ୩ଟି ଟିମ୍ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଶରେ ପ୍ରଚାର କାର୍ଯ୍ୟରେ ଲିପ୍ତ …

Read More »