Wednesday , December 11 2019
Breaking News

Recent Posts

ନୂତନ ଫାର୍ମାସିଷ୍ଟକୁସ୍ଥାନୀୟଲୋକଙ୍କବିରୋଧ ଦାବିରେରାସ୍ତାରୋକ

ନାଉଗାଁ / ଜଗତସିଂହପୁର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର/ ଲିଲନପ୍ରଭା ପାଢ଼ୀ)- ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଭାବେ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟଙ୍କୁ ସ୍ଥାନୀୟ ଲୋକ ବିରୋଧ କରି ଗୁରୁବାର ରାସ୍ତାରୋକ କରିଥିଲେ । ପୂର୍ବରୁ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟି ଙ୍କୁଏହି ମେଡିକାଲରେ କାର୍ଯ୍ୟ କରିବାକୁ ଦିଆଯାଉ ଓ ନୂତନ ଭାବେ ଆସିଥିବା ଫାର୍ମାସିଷ୍ଟଙ୍କ ବଦଳି ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଥିଲେ । ସ୍ଥାନୀୟ ପୋଲିସଙ୍କ ହସ୍ତପେକ୍ଷ ପରେ …

Read More »

ଜନବିଷ୍ଫୋରଣ ଦେଶର ବିକାଶରେ ମୁଖ୍ୟ ବାଧକ

ଜଗତସିଂହପୁର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଆଜି ବିଶ୍ୱଜନସଂଖ୍ୟା ଦିବସ ଓ ଆଲୋଚନା ଚକ୍ର ତରଡାପଡା ସ୍ଥିତ ଆଇ.ଟି.ଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି । ‘ଜନବିଷ୍ଫୋରଣ ଓ ଜନ ବିକାଶ’-ଶୀର୍ଷକ ଆଲୋଚନାଚକ୍ରରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରି ଜନବିଷ୍ଫୋରଣ ଦେଶର ବିକାଶରେ ମୁଖ୍ୟବାଧକ ବୋଲି କହିଥିଲେ । ଏôତରେ ମୁଖ୍ୟ ଆଲୋଚକ ଭାବେ ଶିକ୍ଷାବିତ୍ ନିକୁଞ୍ଜକିଶୋର ବେହେରା ଯୋଗଦେଇ …

Read More »

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ନିମନ୍ତେ ପେନ୍ସନ୍ ଅଦାଲତ

ଜଗତସିଂହପୁର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର/ ଲିଲନପ୍ରଭା ପାଢ଼ୀ)- ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗର ଅବସର ପ୍ରାପ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିମନ୍ତେ ଏକ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ପେନ୍ସନ୍ ଅଦାଲତରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଏହି ପେନ୍ସନ୍ ଅଦାଲତ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି …

Read More »