Wednesday , December 11 2019
Breaking News

Recent Posts

ବିପଜ୍ଜନକ ଅବସ୍ଥାରେ ପୋଲ, ମରାମତି ଦାବି

ବାମେବାରୀ, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ବାମେବାରୀ ଜରୋଳି ମୁଖ୍ୟ ରାସ୍ତାର ଜରୋଳି ହାଟ ନିକଟରେ ଥିବା ପୋଲ ବିପଜ୍ଜନକ ଅବସ୍ଥାରେ ଥିବା ଅଭିଯୋଗ ହେଉଛି । ଦୀର୍ଘ ଦିନ ହେଲା ପୋଲର ଉପଯୁକ୍ତ ମରାମତି କରାଯାଉ ନଥିବାରୁ ତାହା ଜରାଜୀର୍ଣ୍ଣ ହୋଇପଡିଛି । ଏହି ପୋଲ ଉପରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ହାଲୁକା ଓ ଖଣିଜ ପଥର ବହନକାରୀ ଭାରିଯାନ ଚଳପ୍ରଚଳ ହେଉଛି । ଫଳରେ ପୋଲ ଉପର …

Read More »

ସମସ୍ୟାରେ ଗିରିଗାଁ ଅନ୍ନପୂର୍ଣ୍ଣା ଉଚ୍ଚ ବାଳିକା ବିଦ୍ୟାଳୟ

କେନ୍ଦୁଝର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ସରକାର ଶିକ୍ଷାଦାନ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରି ଉନ୍ନତ ମାନର ଶିକ୍ଷା ଦେବା ପାଇଁ ପ୍ରୟାସ କରିବା ସହିତ ଶିକ୍ଷାଦାନ ପାଇଁ ଆବଶ୍ରକୀୟ ସମସ୍ତ ସାମଗ୍ରୀ ଓ ଗୃହ ଯୋଗାଇ ଦିଆଯାଉଛି । ଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେଇ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମୁଖ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ କେନ୍ଦୁଝର ଜିଲା ହାଟଡିହି ବ୍ଳକର ଏକ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ …

Read More »

ଡିଏମଏଫ ସ୍କଲାରଶିପ ପାଇଁ ପ୍ରଧାନଶିକ୍ଷକଙ୍କ ସମ୍ମିଳନୀ

କେନ୍ଦୁଝର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲା ହାଟଡିହି ବ୍ଳକ ହାଟଡିହି ହାଇସ୍କୁଲରେ ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଇଓ କପିଳେନ୍ଦ୍ର ମିଶ୍ର, ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ, ତହସିଲଦାର ଗାୟତ୍ରୀ ସୋରେନ, ବିଇଓ ଶରତ କୁମାର ରାଉତ, ଏବିଇଓ ବିନୋଦ କୁମାର ରାଉତ, ଏବିଇଓ ସୁରଥ ଚନ୍ଦ୍ର ସାହୁ ଓ ସୁରେଶ ଜେନା, ଜନଜାତି ସଂଯୋଜକ ଦୁର୍ଗା …

Read More »