Wednesday , December 11 2019

Recent Posts

ସାଲେପୁରରେ କ୍ଷୟକ୍ଷତି ଆକଳନରେ ଅନିୟମିତତା ନେଇ ପୂର୍ବତନ ବିଧାୟକ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ

ସାଲେପୁର,୧୨/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା)-ସାଲେପୁର ଅଂଚଳରେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହିତାଧିକାରୀ ଚୟନ ଏବଂ ଖାଉଟୀ ସାମଗ୍ରୀ ବଂଟନରେ ବ୍ୟାପକ ଅନିୟମିତତା ନେଇ ସାଲେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଗତ ଫନି ବାତ୍ୟାରେ ସାଲେପୁର ନିର୍ବାଚନ ମଣ୍ଡଳୀର ଟାଙ୍ଗୀ-ଚୌଦ୍ୱାର ଓ ସାଲେପୁର ବ୍ଲକ୍ର ବହୁ ଚାଷୀ  ବିପୁଳ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ …

Read More »

ଦୁର୍ଗମ ଅଂଚଳକୁ ପାଦରେ ଚାଲିଚାଲି ଗଲେ ଥୁଆମୂଳରାମପୁର ବି.ଡିଓ.

ଜୟପାଟଣା,୧୨/୦୭/୨୦୧୯ (ଓଡ଼ିଶା ସମାଚାର/ସଂଜୟ ସିଂ)- ରାଜ୍ୟ ଓ କେନ୍ଦ୍ର ସରକାର ବିକାଶର ନାରା ଦେଉଥିବାବେଲେ ଆଜିବି ପହଂଚି ପାରିନାହିଁ ଗମନାଗମନ, ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ଅଧିକାର । ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଘୁମେରଗୁଡା ଗ୍ରାମରେ । ବିରିକୋଟ ଗ୍ରାମପଂଚାୟତ ଠାରୁ ମାତ୍ର ୭ କି.ମି. ଦୂରରେ ଅବସ୍ଥିତ ଏହି ଗାଁରେ ମାତ୍ର ୧୩ ପରିବାର ବସବାସ …

Read More »

ସମନ୍ୱିତ ସାମାଜିକ ସୁରକ୍ଷା ପ୍ଲାଟ୍ଫର୍ମ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-ସରକାରୀ ସୁବିଧାଗୁଡ଼ିକୁ ଅଧିକ ବ୍ୟବସ୍ଥିତ ଭାବରେ ଜନସାଧାରଣଙ୍କୁ ଯୋଗାଇଦେବା କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପସ୍ୱରୂପ ସାମାଜିକ ରେଜେଷ୍ଟ୍ରି ଏବଂ ସମନ୍ୱିତ ସାମାଜିକ ସୁରକ୍ଷା ପ୍ଲାଟ୍ଫର୍ମ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ଅନୁଷ୍ଠିତ ଏକ ଜାତୀୟ କର୍ମଶାଳାରେ ବିଶ୍ୱବ୍ୟାଙ୍କର ବିଶେଷଜ୍ଞ, ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ସମନ୍ୱିତ ସାମାଜିକ ସୁରକ୍ଷା ପ୍ଲାଟ୍ଫର୍ମ ସମ୍ବନ୍ଧିତ ନିଜ …

Read More »