Wednesday , February 26 2020
Breaking News

Recent Posts

ଜିଏସଟି – ଆନୁଆଲ ରିଟର୍ଣ୍ଣ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର, ୧୩/୦୯/୨୦୧୯(ଓଡ଼ିଶା ସମାଚାର)-ଦି ଇନଷ୍ଟିଚୁ୍ୟଟ୍ ଅଫ୍ କଷ୍ଟ୍ ଆକାଉଂଟାଟ୍ସ୍ ଅଫ୍ ଇଣ୍ଡିଆ(ଆଇ.ସି.ଏ.ଆଇ)ଭୁବନେଶ୍ୱର ଚାପ୍ଟର, ଟ୍ୟାକ୍ସ ରିସର୍ଚ୍ଚ ବିଭାଗ ଓ ସିଜିଏସ୍ଟି ଭୁବନେଶ୍ୱର ଜୋନ ମାନଙ୍କର ମିଳିତ ଉଦ୍ୟମରେ ସିଏମ୍ଏ ଭବନରେ “ଜିଏସଟି – ଆନୁଆଲ ରିଟର୍ଣ୍ଣ”ଶୀର୍ଷକଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ୨୦୦ ରୁ ଊଦ୍ଧ୍ୱର୍ କଷ୍ଟ୍ ଆକାଉଂଟାଂଟ ଓ ଅଂଶୀଦାରମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଆଲୋଚନାଚକ୍ରଟିକୁ ବିଜୟ କୁମାର କର ଉଦଘାଟନ କରିବା …

Read More »

ଓଡ଼ିଶାକୁ ପ୍ରଶଂସା କଲେ ବ୍ରିଟିଶ୍ ଡେପୁଟି ହାଇକମିଶନର

ଭୁବନେଶ୍ୱର ,୧୩/୦୯/୨୦୧୯(ଓଡ଼ିଶା ସମାଚାର)-ଭାରତରେ ଅବସ୍ଥାପିତ ବି୍ରଟିଶ ଡେପୁଟି ହାଇକମିଶନର ଶ୍ରୀ ବ୍ରୁସ୍ ବକ୍ନେଲ୍ ସଂସ୍କୃତିବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ସୌଜ୍ୟମୂଳକ ସାକ୍ଷାତ କରିଛନ୍ତି । ଭୁବନେଶ୍ୱରସ୍ଥିତ ଡ.ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ କାର୍ଯ୍ୟ କରୁଥିବା ବି୍ରଟିଶ ସୂଚନା କେନ୍ଦ୍ରର କାର୍ଯ୍ୟାବଳୀ ତଥା ଉନ୍ନତିକରଣ ସମ୍ପର୍କରେ ଶ୍ରୀ ବକନେଲ ଆଲୋଚନା କରିଥିଲେ । ଏହି ସୂଚନା କେନ୍ଦ୍ର ବି୍ରଟ୍ରେନରେ ଉଚ୍ଚଶିକ୍ଷା,ବୃତିଗତ ତାଲିମ ଓ ସାଂସ୍କୃତିକ ବିନିମୟ ଉପରେ …

Read More »

ମା’କୁ ହତ୍ୟାକଲା ପୁଅ – ଅଭିଯୁକ୍ତ ପୁଅ ଗିରଫ

କୋରାପୁଟ, ୧୩/୦୯/୨୦୧୯(ଓଡ଼ିଶା ସମାଚାର)-କୋରାପୁଟ ଟାଉନ୍ ଥାନା ସୁନାପୁର୍ ଅଂଚଳରେ ପସନ୍ଦର ଖାଦ୍ୟ ନଦେବାରୁଉତ୍ୟକ୍ତ ହୋଇ ମଦ୍ୟପ ପୁଅ ନିଜ ମା କୁ ହତ୍ୟା କରିଛି । ବୁଧବାର ବିଳମ୍ବିତ ରାତିରେ ଘରକୁ ଫେରି ମନ ପସନ୍ଦର ଖାଦ୍ୟ ନମିଳିବାରୁ ବାପା ମା’କୁଗାଳିଗୁଳଜ କରିବା ସହ ନିଜ ମା’କୁ କୋଦାଳରେ ବାଡେଇ ବାଡେଇ ହତ୍ୟାକରିଛି ମନୋଜ ପରଜା(୨୫ବର୍ଷ) ।ପୁଅର ଉନ୍ନତ କାଣ୍ଡ ଦେଖି ବାପା ଶୁକ୍ରୁ ପରଜା ଭୟରେ ଘରୁ ଚାଲିଯାଇଥିଲେ …

Read More »