Wednesday , December 11 2019

Recent Posts

ବିନୋଦ ବିହାରୀ ମନ୍ଦିର ପରିସରରେ ଶିବ ମନ୍ଦିର ଓ  ବିଗ୍ରହ ପ୍ରତିଷ୍ଠା

କେନ୍ଦ୍ରାପଡା ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ଗଣାମାହାଲସ୍ଥିତ ବିନୋଦ ବିହାରି ମନ୍ଦିର ପ୍ରାଙ୍ଗଣରେ ନୂତନ ଶିବ ମନ୍ଦିର ‘ବାବା ସ୍ୱପ୍ନେଶ୍ୱର’ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ  ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିନୋଦ ବିହାରୀ ମନ୍ଦିର ଟ୍ରଷ୍ଟ ଆନୁକୁଲ୍ୟରେ ଗତ ରବିବାର ଦିନ ଅଙ୍କୁରାରୋପଣ ଓ ଧାନ୍ୟାଧିବାସ କରାଯାଇ ସୋମବାର  ମନ୍ଦିର ପ୍ରତିଷ୍ଠା, ବିଗ୍ରହ ପ୍ରବେଶ,ପାଶ୍ୱ ଦେବତା ପ୍ରତିଷ୍ଠା ଓ ଯଜ୍ଞ ଅନୁଷ୍ଠିତ  ହୋଇଯାଇଛି । ମଙ୍ଗଳବାର  ଶତ …

Read More »

ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗର ସମୀକ୍ଷା ବୈଠକ

କେନ୍ଦ୍ରାପଡା ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।  ଏହି ଉପଲକ୍ଷେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ  ଗୁଣାତ୍ମକ ଶିକ୍ଷା ପ୍ରଦାନ, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦୈନିକ ଉପସ୍ଥାନ ଯାଂଚ ହେବା, ଶିକ୍ଷା ପ୍ରଦାନ ପ୍ରଣାଳିରେ ଉନ୍ନତି ଏବଂ ବିଦ୍ୟାଳୟର ପାରିପାଶ୍ୱର୍ିକ ବ୍ୟବସ୍ଥାର ଉନ୍ନତି …

Read More »

ସଂକ୍ଷେପରେ ତାଜା ଖବର : ୨୦ ହଜାର ଟଙ୍କା ଲଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଅତିରିକ୍ତ ତହସିଲଦାର ଗିରଫ

ଦେଓଗାଁ, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ୨୦ ହଜାର ଟଙ୍କା ଲଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଅତିରିକ୍ତ ତହସିଲଦାର ଗିରଫ । ମିଳିଥିବା ତାଜା ସୂଚନା ଅନୁସାରେ ଦେଓଗାଁ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀ ବାଲି ଟ୍ରାନଜିଟ ପାସ କରାଇ ଦେବାକୁ ୨୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବରଗଡ଼, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ମିଳିତ ଭାବେ ଚଢ଼ାଉ କରିଥିଲେ । ଏହାପରେ …

Read More »