Wednesday , December 11 2019
Breaking News

Recent Posts

କେନ୍ଦ୍ରାପଡା କଲେଜରେ ସଫ୍ଟୱୟାର  ସ୍ପୋକନ ଟ୍ୟୁଟୋରିଆଲ କାର୍ଯ୍ୟକ୍ରମ ଉଦଘାଟିତ

କେନ୍ଦ୍ରାପଡା, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ମିଶନ ପକ୍ଷରୁ ସୂଚନା ଏବଂ ବୈଷୟିକ ଯୋଗାଯୋଗ ମାଧ୍ୟମରେ ବମ୍ବେ ଆଇ.ଆଇ.ଟି.ଓ ଓଡିଶା ସରକାରଙ୍କ  ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୁଲ୍ୟରେ ସଫ୍ଟ ୱୟାର ସ୍ପୋକନ ଟ୍ୟୁଟୋରିଆଲ ପ୍ରୋଗ୍ରାମ ଗୁରୁବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର ଆର.ଆଇ.ଟି.ଏମ.ସି.ଏ.ବିଭାଗର ମୁଖ୍ୟ …

Read More »

ବିଜୟ ପାଟକୁରାର ପୁଅ ଓଡିଶା ରାଜନୀତି ପାଇଁ ତାଙ୍କର ଆବଶ୍ୟକତା ରହିଛି : କେନ୍ଦ୍ରମନ୍ତ୍ରୀ ପ୍ରତାପ

କେନ୍ଦ୍ରାପଡା ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ପାଇଁ ଭାରତୀୟ ଜନତାଦଳର ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ପାଟକୁରାର ପୁଅ ହୋଇପାରନ୍ତି । କିନ୍ତୁ ଓଡିଶା   ବିକାଶରେ  ସେ ସାମିଲ ଥିଲେ ଆଜି ମଧ୍ୟ ଓଡିଶାର ବିକାଶ ତାଙ୍କର ଏକମାତ୍ର ଲକ୍ଷ୍ୟ । ତେବେ ରାଜନୀତିରେ ତାଙ୍କର ଆବଶ୍ୟକତା ବହୁତ ଥିବାବେଳେ ସେ ବିଧାନସଭାକୁ ପଶିଲେ ବିଜେଡି ସରକାରର ମୁଖା ଖୋଲିଯିବ ବୋଲି  ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିକୁ …

Read More »

ବିନୋଦ ବିହାରୀ ମନ୍ଦିର ପରିସରରେ ଶିବ ମନ୍ଦିର ଓ  ବିଗ୍ରହ ପ୍ରତିଷ୍ଠା

କେନ୍ଦ୍ରାପଡା ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ଗଣାମାହାଲସ୍ଥିତ ବିନୋଦ ବିହାରି ମନ୍ଦିର ପ୍ରାଙ୍ଗଣରେ ନୂତନ ଶିବ ମନ୍ଦିର ‘ବାବା ସ୍ୱପ୍ନେଶ୍ୱର’ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ  ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିନୋଦ ବିହାରୀ ମନ୍ଦିର ଟ୍ରଷ୍ଟ ଆନୁକୁଲ୍ୟରେ ଗତ ରବିବାର ଦିନ ଅଙ୍କୁରାରୋପଣ ଓ ଧାନ୍ୟାଧିବାସ କରାଯାଇ ସୋମବାର  ମନ୍ଦିର ପ୍ରତିଷ୍ଠା, ବିଗ୍ରହ ପ୍ରବେଶ,ପାଶ୍ୱ ଦେବତା ପ୍ରତିଷ୍ଠା ଓ ଯଜ୍ଞ ଅନୁଷ୍ଠିତ  ହୋଇଯାଇଛି । ମଙ୍ଗଳବାର  ଶତ …

Read More »