Wednesday , December 11 2019
Breaking News

Recent Posts

ଜାତୀୟ କୃମିନାଶକ ଦିବସ ପାଇଁ ସମନ୍ୱୟ ସମିତି ବୈଠକ

                 ଅଗଷ୍ଟ ୮ରେ କୋଟିଏ ୪୨ଲକ୍ଷରୁ ଅଧିକ ପିଲାଙ୍କୁ ଔଷଧ ଖୁଆଯିବ ଭୁବନେଶ୍ୱର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ଶିଶୁଙ୍କ ଶରୀରରୁ କୃମି ନାଶ ପାଇଁ ଆସନ୍ତା ଅଗଷ୍ଟ ୮ ତାରିଖ ଦିନ ରାଜ୍ୟର ଏକ କୋଟି ୪୨ଲକ୍ଷରୁ ଅଧିକ ପିଲାଙ୍କୁ ଗୋଟିଏ ଦିନରେ କୃମିନାଶକ ଔଷଧ ଖୁଆଯିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର …

Read More »

ଶ୍ରୀ ଶ୍ରୀ ବଳଦେବଜୀୟୁଙ୍କ ବାହୁଡାଯାତ୍ରା ଅନୁଷ୍ଠିତ

ଜଗତସିଂହପୁର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ସଦର ବ୍ଲକର ସିଦ୍ଧଳ ଠାରେ ଥିବା ଶ୍ରୀଶ୍ରୀ ବଳଦେବ ଜୀୟୁ ଙ୍କର ବାହୁଡାଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା । ବାହୁଡାଯାତ୍ରା ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଆସି ସମାଗମ ହୋଇଥିଲା । ଅପରାହ୍ନରେ ପହଣ୍ଡି ପରେ ପୂଜାବିଧି କରାଯାଇ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା  । ଶ୍ରଦ୍ଧାଳୁ ମାନେ ହରିବୋଲ ହୁଳହୁଳିଧ୍ୱନିରେ ରଥକୁ …

Read More »

ଶ୍ରୀ ଶ୍ରୀ ଶିରିଡି ସାଇ ବାବାଙ୍କ ବିଗ୍ରହ ପ୍ରତିଷ୍ଠାର ଷଷ୍ଠ ବାର୍ଷିକ ଓ ହନୁମାନଜୀଙ୍କ ବାର୍ଷିକ ଉତ୍ସବ ଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା

ଜଗତସିଂହପୁର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଗୋପାଳସାଗର ଠାରେ ଥିବା ଶ୍ରୀ ଶ୍ରୀ ଶିରିଡ ସାଇମନ୍ଦିରର ବିଗ୍ରହ ପ୍ରତିଷ୍ଠାର ଷଷ୍ଠ ବାର୍ଷିକ ଉତ୍ସବ ଏବଂ ହନୁମାନଜୀଙ୍କ ତୃତୀୟ ବାର୍ଷିକ ଉତ୍ସବ ଯଜ୍ଞ ନିମନ୍ତେ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଶୋଭା ଯାତ୍ରାରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସାଇ ଶ୍ରଦ୍ଧାଳୁ ଯୋଗଦେଇ କଳସ ଶୋଭାଯାତ୍ରାରେ ସାମିଲ ହୋଇ ସହର …

Read More »