Wednesday , December 11 2019
Breaking News

Recent Posts

ସଂକ୍ଷେପରେ ତାଜା ଖବର : କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ – ଜଣେ ବ୍ୟବସାୟୀ ଗୁରୁତର ଆହତ

ଭୁବନେଶ୍ୱର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାରେ ପୁଣି ଗୁଳିକାଣ୍ଡ ଘଟିଛି । ଗୁଳି କାଣ୍ଡରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ବ୍ୟବସାୟୀ ବିବେକାନନ୍ଦ ମହାରଣା ଆଲିଆସ ବାବୁଲି ମହାରଣା ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଗୁଲନଗର ଛକ ନିକଟରେ ଏକ ମୋଟରସାଇକେଲ ରେ ୨ ଜଣ ଦୁର୍ବୃତ ଆସି ତାଙ୍କୁ ଗୁଳିକରି ଫେରାର ହୋଇଯାଇଥିଲେ । ଗୁଳି ଟି …

Read More »

ଅପରାଜିତା ଷଢଙ୍ଗି,ବିଜୟ ମହାପାତ୍ର ଓ ଦାମୋଦର ରାଉତଙ୍କ ରୋଡ ସୋ ,ବିଚଣାରେ ପଥପ୍ରାନ୍ତ ସଭା

ପାଟକୁରା, ୧୩/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)-ଯୋଗ୍ୟ ଓ ଅଭିଜ୍ଞ ପ୍ରାର୍ଥୀଙ୍କୁ ପ୍ରତିନିଧି କରି ପଠାଇଲେ,ଗୃହରେ ଅଂଚଳର ସମସ୍ୟା କଥା ଉତ୍ଥାପନ କରିବା ସହିତ ସମସ୍ୟାର ସମାଧାନ କରିବା ପାଇଁ ବାଟ ବାହାର କରି ପାରିବେ ବୋଲି ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗି ପ୍ରକାଶ କରିଛନ୍ତି । ଶନିବାର ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା ଦୂର୍ଗା ମଣ୍ଡପ ଠାରେ ବିଜେପି …

Read More »

ଶଶୀଭୂଷଣଙ୍କ ନେତୃତ୍ୱରେ ପାଟକୁରାରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡା ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ନବ ନିର୍ବାଚିତ  ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ନେତୃତ୍ୱରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭଗବାନପୁର ପଂଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଧାୟକ ଶ୍ରୀ ବେହେରାଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ଅତାବିରାର ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଜିଲ୍ଲା ବିଜେଡି ଉପସଭାପତି  ପ୍ରଦୀପ୍ତ ମହାନ୍ତି, …

Read More »