Wednesday , December 11 2019

Recent Posts

‘ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତି’ ଆଲୋଚନାଚକ୍ର

କଟକ, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଦେଶର ସାଂପ୍ରତିକ ରାଜନୈତିକ ପରିସ୍ଥିତି ସଂପର୍କରେ   କଟକ ଗାନ୍ଧୀ ଭବନରେ ଏସ୍ୟୁସିଆଇ(ସି) ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କମିଟିର ସଦସ୍ୟ ଖଗେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିଲ୍ଲା କମିଟି ସମ୍ପାଦକ ବିଶ୍ୱାବସୁ ଦାସ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଚିତରଞ୍ଜନ ମହାନ୍ତି, ବରିଷ୍ଠ ଆଇନଜୀବୀ ସୁକାନ୍ତ ନାୟକ, ବିଜୟ ରାଉତରାୟ, ସମାଜସେବୀ ଯୁଗୋଳ …

Read More »

ଜାତୀୟ ଲୋକଅଦାଲତ, ସାଢ଼େ ୮କୋଟି ଜୋରିମାନା ଆଦାୟ

କଟକ, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ଜାତୀୟ ଲୋକ ଅଦାଲତରେ ଚେକ୍ ବାଉନ୍ସ, ଶ୍ରମ ବିବାଦ, ବିଦ୍ୟୁତ୍, ବୈବାହିକ, କମ୍ପାଉଣ୍ଡେବୁଲ୍ ଏବଂ ଦେୱାନୀ ଭଳି ୫୦୨୦୧ଟି ପ୍ରାକ୍ ବିବାଦ ମାମଲାର ଫଇସଲା ହୋଇଛି । ଫଇସଲା ବାବଦକୁ ୮,୩୭,୭୯,୬୩୭ଟଙ୍କା ଜୋରିମାନା ଆଦାୟ ହୋଇଛି । ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ଅନୁଷ୍ଠିତ ଜାତୀୟ ଲୋକ ଅଦାଲତରେ ବିଚାର ପାଇଁ ଗ୍ରହଣ ହୋଇଥିବା ୮୪୧ ମାମଲା …

Read More »

ରାଜ୍ୟରେ ୯୪ ଲକ୍ଷ ବିଦୁ୍ୟତ୍ ଉପଭୋକ୍ତା

ଭୁବନେଶ୍ୱର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ୧୯୯୬-୯୭ ଆର୍ଥିକ ବର୍ଷରେ ରାଜ୍ୟରେ ବିଦୁ୍ୟତ ଚାହିଦା ଓ ଯୋଗାଣ ୯ ହଜାର ୬୫୦ ମେଗା ୟୁନିଟ ଥିବାବେଳେ ୨୦୧୮-୧୯ରେ ଏହା ବୃଦ୍ଧି ପାଇ ୨୭ ହଜାର ୧୬୫ ମେଗା ୟୁନିଟରେ ପହଂଚିଛି । ଏହି ତିନି ଗୁଣା ବୃଦ୍ଧି ବିଦୁ୍ୟତ ସଂସ୍କାର ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ବିଧାୟକ …

Read More »