Wednesday , December 11 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି (page 6)

ପର୍ଯ୍ୟଟନ ଓ ସଂସ୍କୃତି

ରବୀନ୍ଦ୍ର ମଣ୍ଡପରେ ‘ଆମ ଲୋକକଳା, ଆମ ସଂସ୍କୃତି’

ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପ୍ରତି ମାସରେ ଅନୁଷ୍ଠିତ  ନିୟମିତ କାର୍ଯ୍ୟକ୍ରମ ‘ଆମ ଲୋକକଳା, ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦୁଝରର ବିଶ୍ୱପ୍ରସିଦ୍ଧ ‘କଣ୍ଢେଇନାଚ’ ଓ ଭଦ୍ରକର ‘ମୋଗଲ ତାମସା’ ପରିବେଷିତ ହୋଇଥିଲା ।   ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ ଚରଣରେ କେନ୍ଦୁଝରର ବିଶ୍ୱପ୍ରସିଦ୍ଧ କଣ୍ଢେଇନାଚ ପରିବେଷିତ ହୋଇଥିଲା । …

Read More »

ଖୁବଶୀଘ୍ର ଟୁରିଷ୍ଟ ପୁଲିସ – ୮ ଟୁରିଷ୍ଟ ଥାନାରେ ରହିବେ ୭୨ କର୍ମଚାରୀ

ଭୁବନେଶ୍ୱର ,୨୩/୦୭/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଆରମ୍ଭ ହେବ ଟୁରିଷ୍ଟ ପୁଲସ ସେବା । ରାଜ୍ୟରେ ଥିବା ୮ଟି ଟୁରିଷ୍ଟ ପୁଲିସ ଷ୍ଟେସନର ୭୨ ଜଣ ପୁଲିସ କର୍ମଚାରୀଙ୍କୁ ଏଥିପାଇଁ ସୋମବାର ଠାରୁ ଟ୍ରେନିଂ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଆସନ୍ତା ୨ ସପ୍ତାହଧରି ପର୍ଯ୍ୟାୟକ୍ରମେ ଚାଲିବ । ପୁଲିସ କର୍ମଚାରୀମାନେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କର …

Read More »

ଦେଶର  ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଓଡ଼ିଶାର କୋଣାର୍କ ଓ ପୁରୀକୁ ସ୍ଥାନିତ କରାଯାଉ: ମନ୍ତ୍ରୀ

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ) –  ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀ ଜଗନ୍ନାଥଧାମ ପୁରୀକୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଐତିହ୍ୟସ୍ଥଳ ତାଲିକାରେ ଅନ୍ତର୍ଭୁକ୍ତ କରା ନ ଯିବା ଦୁର୍ଭାଗ୍ୟଜନକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଉ ପରୋକ୍ତ ଦୁଇଟି ସ୍ଥାନକୁ କେନ୍ଦ୍ର ସରକାର ତୁରନ୍ତ ଏହି ତାଲିକାରେ …

Read More »

ଓଡିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

  ଜଗତସିଂହପୁର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲା ସଂସ୍କୃତିବିଭାଗପକ୍ଷରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଓଡିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନିଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ,କବିତାଆବୃତି,ବକ୍ତୃତା,ସାହିତ୍ୟ ସଂପର୍କିତ ସାଧାରଣ ଜ୍ଞାନ ଓ ଅନୁବାଦ ପ୍ରତିଯୋଗିତା ହୋଇଯାଇଛି । ଏହି ପ୍ରତିଯୋଗିତା ଦୁଇଟି ବିଭାଗ ଯଥା …

Read More »

ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବ-୨୦୧୯ ଉଦ୍ଘାଟିତ

ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବ-୨୦୧୯ (ଇଣ୍ଡିଆ ଇଂଟର୍ନ୍ୟାସ୍ନାଲ୍ ଡ୍ୟାନ୍ସ ଫେଷ୍ଟିଭାଲ୍ – ୨୦୧୯, ଆଇଆଇଏଫ୍ଡି) ଶନିବାର ସ୍ଥାନୀୟ ଭଞ୍ଜକଳାମଣ୍ଡପରେ ଉଦ୍ଘାଟିତ ହୋଇଯାଇଛି । ଏହି ଦୁଇଦିନିଆ ଉତ୍ସବର ପ୍ରଥମ ଦିନର ପ୍ରଥମ ପର୍ଯ୍ୟାୟରେ ଫ୍ୟୁଚର ଫେସେସ୍ ଟେଷ୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦ବର୍ଷରୁ କମ୍ ବୟସର ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ । ପ୍ରଥମେ କଟକର ଆଶି ସ୍ୱୟାଂଶି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । …

Read More »

ବର୍ଷାପାଣିର ନିଷ୍କାସନ ବ୍ୟବସ୍ଥା ନଥିବାରୁ ସାଲେପୁର ସହର ବର୍ଷାଦିନେ ଉବୁଟୁବୁ ହେବା ନେଇ ଆଶଙ୍କା!

ସାଲେପୁର,୨୨/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – ସାଲେପୁରରେ ଡ୍ରେନେଜ୍ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇନଥିବାରୁ ବର୍ଷାଦିନେ ସାଲେପୁର ସହର ବର୍ଷା ପାଣିରେ ଉବୁଟୁବୁ ହେବାର ଆଶଙ୍କା ଉପୁଜିଛି । ଡ୍ରେନେଜ୍ ବିଭାଗ ପକ୍ଷରୁ ସାଲେପୁର କଂଟାସାହି ଠାରୁ ୟୁକୋ ବ୍ୟାଙ୍କ୍ ପର୍ଯ୍ୟନ୍ତ ଓ କଳାଗ୍ନୀ ଛକ ନିକଟରୁ ଫ୍ରେଣ୍ଡ୍ସ କଲୋନୀ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ମୁଖ୍ୟତଃ ସାଲେପୁର ବଜାରରେ ଡ୍ରେନେଜ୍ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ …

Read More »

ରାପିଡ୍ ରେସପନ୍ସ୍ ପକ୍ଷରୁ ଓଡିଶାରେ ଫନୀ ମହାବାତ୍ୟା ପ୍ରଭାବିତ ଗୋଷ୍ଠୀମାନଙ୍କୁ ସହାୟତା ନିମନ୍ତେ କଳାମିତ୍ର ଡଲ୍ ନାମକ ଜୀବନଜୀବିକା ପରିଯୋଜନାର ଶୁଭାରମ୍ଭ

  ପୁରୀ, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ସାରା ଭାରତ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଦ୍ଦଶାର ସଫଳ ପ୍ରତିକ୍ରିୟା ପ୍ରକାଶ କରୁଥିବା ନାନାଦି ପୁରସ୍କାର ପ୍ରାପ୍ତ ରାପିଡ୍ ରେସପନ୍ସ୍ ପକ୍ଷରୁ ଓଡିଶାରେ ଫନୀ ମହାବାତ୍ୟା ପ୍ରଭାବିତ ଗୋଷ୍ଠୀମାନଙ୍କୁ ସହାୟତା ନିମନ୍ତେ କଳାମିତ୍ର ଡଲ୍ ନାମକ ଜୀବନଜୀବିକା ପରିଯୋଜନାର ଶୁଭାରମ୍ଭ ଚଳିତ ମାସ ୧୭ ତାରିଖ ଦିନ ରଘୁରାଜପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ପ୍ରଳୟଙ୍କରୀ ମହାବାତ୍ୟା ଫନୀର କରାଳ ପରେ ରାପିଡ୍ ରେସପନ୍ସ୍ …

Read More »

ଭିତରକନିକାରେ ନୂଆ ପକ୍ଷୀ ‘ୟେଲୋ ଲେଗଡ ବଟନ କ୍ୱେଲ’

ରାଜନଗର, ୧୭/୦୬/୨୦୧୯ (ଓଡ଼ିଶା ସମାଚାର)-ଭିତରକନିକା ଜାତୀୟ ଉଦ୍ୟାନରେ ପୁନର୍ବାର ଏକ ବିରଳ ପକ୍ଷୀ ଦେଖିବାକୁ ମିଳିଛି । ଏହାର ନାମ ୟେଲୋ ଲେଗଡ ବଟନ କ୍ୱେଲ । ଏହାର ବୈଜ୍ଞାନିକ ନାମ ହେଲା ଟର୍ଣ୍ଣିକ୍ସ ଟାଙ୍କି । ଏହି ପକ୍ଷୀ ଆଫ୍ରିକା, ୟୁରୋପ, ଅଷ୍ଟ୍ରେଲିଆ, ଏସିଆ ମହାଦେଶ, ବିଶେଷକରି ଏହା ଭାରତର ଦକ୍ଷିଣ, ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ଅଞ୍ଚଳରେ ଦେଖାଯାଏ । ଏହା ସ୍ୱଭାବତଃ ଡରୁଆ ପକ୍ଷୀ ହୋଇଥିବାରୁ ବହୁତ …

Read More »

ଜ୍ଞାନଲକ୍ଷ୍ମୀ କଳା ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ

  ଜଗତସିଂହପୁର, ୧୭/୦୬/୨୦୧୯ (ଓଡ଼ିଶା ସମାଚାର)-ଜଗତସିଂହପୁର ଆଳିପିଙ୍ଗଳ ଠାରେ ଥିବା ଜ୍ଞାନଲକ୍ଷ୍ମୀ କଳା ଅନୁଷ୍ଠାନ ପକ୍ଷରୁ ଆମ ଗାଁ ରଜ ପରବ ଶ୍ରୀ ଶ୍ରୀ ଗୋପାଳଜୀଉ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ପହିଲି ରଜରେ ଅନୁଷ୍ଠାନର ନିର୍ଦେଶିକା ସୁଶ୍ରୀ ଭାଗ୍ୟଶ୍ରୀ କାନୁନଗୋଙ୍କ ନେତୃତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ ଶଶିଭୂଷଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ଶର୍ମିଷ୍ଠା ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନୃସିଂହ ଚରଣ ପ୍ରଧାନ, …

Read More »

ପର୍ଯ୍ୟଟକଙ୍କ ପାଇଁ ଶିମିଳିାଳ ଅଭୟାରଣ୍ୟ ବନ୍ଦ୍ – ନଭେମ୍ବର ୧ରେ ଖୋଲିବ

  ବାରିପଦା, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ମୟୂରଭଞ୍ଜ ଜିଲ୍ଲାର ପ୍ରସ୍ତାବିତ ଜାତୀୟ ଉଦ୍ୟାନ ତଥା ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ,ସରିସୃପ,ବିରଳ ପକ୍ଷୀ ଓ ଜୈବ ବିବିଧତା ପାଇଁ ସାରା ବିଶ୍ୱରେ ବିଖ୍ୟାତ । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରକୃତିର ମନଲୋଭା ଦୃଶ୍ୟ ସାଙ୍ଗକୁ ଅତି ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି । ଫଳରେ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ରତା ରହିଛି । ତେବେ ଏହା ରବିବାର ଠାରୁ …

Read More »