Wednesday , December 11 2019
Home / ପର୍ଯ୍ୟଟନ ଓ ସଂସ୍କୃତି (page 5)

ପର୍ଯ୍ୟଟନ ଓ ସଂସ୍କୃତି

ଓଡ଼ିଶାକୁ ପ୍ରଶଂସା କଲେ ବ୍ରିଟିଶ୍ ଡେପୁଟି ହାଇକମିଶନର

ଭୁବନେଶ୍ୱର ,୧୩/୦୯/୨୦୧୯(ଓଡ଼ିଶା ସମାଚାର)-ଭାରତରେ ଅବସ୍ଥାପିତ ବି୍ରଟିଶ ଡେପୁଟି ହାଇକମିଶନର ଶ୍ରୀ ବ୍ରୁସ୍ ବକ୍ନେଲ୍ ସଂସ୍କୃତିବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ସୌଜ୍ୟମୂଳକ ସାକ୍ଷାତ କରିଛନ୍ତି । ଭୁବନେଶ୍ୱରସ୍ଥିତ ଡ.ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ କାର୍ଯ୍ୟ କରୁଥିବା ବି୍ରଟିଶ ସୂଚନା କେନ୍ଦ୍ରର କାର୍ଯ୍ୟାବଳୀ ତଥା ଉନ୍ନତିକରଣ ସମ୍ପର୍କରେ ଶ୍ରୀ ବକନେଲ ଆଲୋଚନା କରିଥିଲେ । ଏହି ସୂଚନା କେନ୍ଦ୍ର ବି୍ରଟ୍ରେନରେ ଉଚ୍ଚଶିକ୍ଷା,ବୃତିଗତ ତାଲିମ ଓ ସାଂସ୍କୃତିକ ବିନିମୟ ଉପରେ …

Read More »

ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କର ସମୀକ୍ଷା ବୈଠକ

ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ସଂସ୍କୃତି ଅଧିକାରୀମାନେ ନେତୃତ୍ୱ ନିଅନ୍ତୁ:ସଂସ୍କୃତି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଭୁବନେଶ୍ୱର ,୧୨/୦୯/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ହେଉଛି ଓଡ଼ିଶାର ପ୍ରମୁଖ ପରିଚୟ ଓ ଏହି କ୍ଷେତ୍ରରେ ନେତୃତ୍ୱ ନେବା ନିମନ୍ତେ ସଂସ୍କୃତି ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି । ଜିଲ୍ଲା …

Read More »

କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୦୧/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବ ନିମନ୍ତେ ରବିବାର ସ୍ଥାନୀୟ ଓଳାଶୁଣି ପୀଠରେ ଏକ ପ୍ରସ୍ତୁତି ବୈଠକ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବାଲିଯାତ୍ରା ମହୋତ୍ସବ ମହାସମାରୋହରେ ପାଳିତ ହେବା ସହିତ ଏହା ୭ଦିନ ଧରି ଅନୁଷ୍ଠିତ ହେବାକୁ ନିଷ୍ପତି ଗ୍ରହଣ କରାଯିବା ସହ ପ୍ରତ୍ୟେହ ସନ୍ଧ୍ୟାରେ …

Read More »

ଦେଶର ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ପାଇବ ଓଡ଼ିଶା

ଭୁବନେଶ୍ୱର , ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ଦେଶର ଆଇକନିକ ପର୍ଯ୍ୟଟନ ସ୍ଥଳୀ ତାଲିକାରେ ସ୍ଥାନ ପାଇବ ଓଡ଼ିଶା । ଏନେଇ ଦିଲ୍ଲୀରେ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଓଡ଼ିଶାକୁ ଆଇକନିକ ହେରିଟେଜର ମାନ୍ୟତା ମିଳିବ । ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ବି ସ୍ଥାନ ସାମିଲ ହୋଇପାରି ନଥିଲା …

Read More »

ସୂର୍ଯ୍ୟମନ୍ଦିର ସ୍ଥିତି ପରଖିଲେ ଆମିକସକ୍ୟୁରି

କୋଣାର୍କ, ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରରେ ପାଣି ଜମିବା ତଥା ସଂରକ୍ଷଣଜନିତ ବହୁବିଧ ସମସ୍ୟାର ତଦାରଖ ନିମନ୍ତେ ଓଡିଶା ହାଇକୋର୍ଟ ପକ୍ଷରୁ ଆମିକସ କ୍ୟୁରି ଭାବେ ନିଯୁକ୍ତ ବରିଷ୍ଟ ଆଇନଜୀବୀ ଏନ୍.କେ. ମହାନ୍ତି ସୋମବାର ଅପରାହ୍ନ ସାଢ଼େ ୪ ଟା ରେ କୋଣାର୍କ ସୂର୍ଯ୍ୟମନ୍ଦିରର ସ୍ଥିତି ପରଖିଛନ୍ତି । ବର୍ଷା ସମୟରେ ମନ୍ଦିର ପରିସରରେ ପାଣି ଜମିରହିବା, ମନ୍ଦିରର ମୁଖ୍ୟ ଆକର୍ଷଣ ଜଗମୋହନର ଚାରିପଟେ ଘେରିଥିବା ଲୁହାପାଇପ ଭାରା, …

Read More »

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଅଣ୍ଡାରୁ ଫୁଟିଲେ ଛୁଆ

ରାଜନଗର,୧୦/୦୮/୨୦୧୯(ଓଡ଼ିଶା ସମାଚାର)-ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରର ଅନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱରେ ପରିଚିତ । ଚଳିତ ବର୍ଷ ମା କୁମ୍ଭୀର ଦେଇଥିବା ଅଣ୍ଡାରୁଛୁଆ ଫୁଟିବା ଆରମ୍ଭ ହୋଇଛି । ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୪୧ଟି ଛୁଆ ଫୁଟିଥିବା ଦେଖିବାକୁ ମିଳିଛି । ମହାକାଳପଡା ରେଂଜର ରାମଚଣ୍ଡୀ ନିକଟ ନାଳରୁ ଗୋଟିଏ କୁମ୍ଭୀର ବସାରୁ ୫୪ଟି ଅଣ୍ଡା ସଂଗ୍ରହ କରାଯାଇ ହ୍ୟାଚେରୀରେ ପ୍ରଥମ ପର୍ଯ୍ୟାୟରେ ରଖାଯାଇଥିଲା । ସେଥିରୁ …

Read More »

ସଂକ୍ଷେପରେ ଖବର: ଭିତର କନିକା ଜାତୀୟ ଉଦ୍ୟାନ ଖୋଲିଲା

ରାଜନଗର,୦୧/୦୮/୨୦୧୯ (ଓଡ଼ିଶା ସମାଚାର)- ଭିତର କନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକ ମାନଙ୍କ ପାଇଁ ଆଜି ଖୋଲିଲା । କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଗତ ମଇଁ ପହିଲାରୁ ପର୍ଯ୍ୟଟକ ମାନଙ୍କପାଇଁ ଏହା ବନ୍ଦ ରହିଥିଲା । ଏହି ସମୟରେ କୁମ୍ଭୀରମାନେ ଅଣ୍ଡା ଦେଉଥିବାରୁ ହ୍ରିଂସ ହୋଇଥାନ୍ତି । ତେଣୁ ଏହି ସମୟରେ ପର୍ଯ୍ୟଟକମାନଙ୍କ ପାଇଁ ଏହାକୁ ବନ୍ଦ ରଖାଯାଇଥାଏ । ଆଜି ସକାଳୁ ଏହି ଭିତର କନିକା ଜାତୀୟ ଉଦ୍ୟାନ …

Read More »

ସଂକ୍ଷେପରେ ଖବର: ଚିତାଲାଗି ଲାଗି ନୀତି ପାଇଁ ୪ ଘଂଟା ଶ୍ରୀ ଜୀଉଙ୍କ ଦର୍ଶନ ବନ୍ଦ ରହିବ

ପୁରୀ, ୦୧/୦୮/୨୦୧୯ ( ଓଡ଼ିଶା ସମାଚାର)- ଶ୍ରୀ ମନ୍ଦିରରେ ଆଜି ଚିତାଲାଗି ନୀତି ପାଳନ କରାଯିବ । ଏହି ଉପଲକ୍ଷେ ଅପରାହ୍ନ ୨ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୪ ଘଂଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ୪ ଘଂଟା ମଧ୍ୟରେ ଶ୍ରୀ ଜୀଉଙ୍କ ଚିତାଲାଗି ନୀତି ପାଳନ କରାଯିବ । ଚିତାଲାଗି ପାଳନ ପାଇଁ ଶ୍ରଦ୍ଧାଳୁ ମାନେ ଏହି ସମୟରେ ଶ୍ରୀ ଜୀଉଙ୍କୁ …

Read More »

ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଋାଜନଗର, ୨୯/୭/୨୦୧୯(ଓଡ଼ିଶା ସମାଚାର)-ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖ ଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ । କୁମ୍ଭୀର ପ୍ରଜନନ ଋତୁ ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ମଇଁ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ଦୀର୍ଘ ୩ମାସ ଧରି ବନ୍ଦ ରଖାଯାଇଥିଲା । ବଉଳା କୁମ୍ଭୀର ମାନେ ପ୍ରଜନନ ସମୟରେ ଅଧିକ ହିଂସ୍ର ହୋଇଥାନ୍ତି । ଏହି ସମୟରେ ସେମାନଙ୍କଠାରୁ ଆକ୍ରମଣର …

Read More »

ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରକୁ ସାମିଲ କରିବାକୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୬/୦୭/୨୦୧୯(ଓଡ଼ିଶା ସମାଚାର)-ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକା ସହ ଏହି ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯିବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୯-୨୦ ଆର୍ଥିକ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟଟନ …

Read More »