Wednesday , December 11 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି (page 4)

ପର୍ଯ୍ୟଟନ ଓ ସଂସ୍କୃତି

ସଂକ୍ଷେପରେ ତାଜା ଖବର : ନନ୍ଦନକାନନ ରେ ମହାବଳ ବାଘ ର ମୃତ୍ୟୁ       

 ଭୁବନେଶ୍ୱର,୧୫/୧୦/୨୦୧୯ ( ଓଡ଼ିଶା ସମାଚାର)- ନନ୍ଦନକାନନ ରେ ଧଳା ମହାବଳ ବାଘ ସୁଭ୍ରାଂଶୁ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ଶନିବାର ହଠାତ ସେ ପଡ଼ିଯାଇଥିଲା । ସେହିଦିନ ଠାରୁ ସେ ଖାଦ୍ୟ ଗ୍ରହଣ କରୁନଥିଲା ।  ରୋଗରେ ପିଡ଼ିତ ସୁଭ୍ରାଂଶୁ ର ଚିକିତ୍ସା କରୁଥିଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ । ତେବେ ସେ ଆଜି ୧୦ଟା ୧୫ ରେ ମୃତ୍ୟୁ ବରଣ …

Read More »

ଚତୁର୍ଥ “ପର୍ଯ୍ୟଟନ ପର୍ବ” ଉଦଘାଟନ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଦେଶର ପର୍ଯ୍ୟଟନକୁ ନୂଆ ପରିଚୟ ଦେବ “ପର୍ଯ୍ୟଟନ ପର୍ବ”-ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)-ଦେଶର ପ୍ରତି ଜିଲ୍ଲାରେ ଭିନ୍ନ ସଂସ୍କୃତି, ପର୍ଯ୍ୟଟନଙ୍କୁ ଆକର୍ଷିତ କରିବା ପାଇଁ ପର୍ଯ୍ୟଟନ ସ୍ଥଳ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ରହିଛି । ଆଜି ଉଦଘାଟିତ ହୋଇଯାଇଥିବା ୪ର୍ଥ ପର୍ଯ୍ୟଟନ ପର୍ବ ଦେଶର ପର୍ଯ୍ୟଟନକୁ ନୂତନ ପରିଚୟ ଦେବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଏହି କାର୍ଯ୍ୟକ୍ରମର ଉଦଘାଟନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି …

Read More »

ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଜଗତସିଂହପୁର, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲା ସଦର ମହକୁମାଠାରେ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାକୁ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ ଉଦଘାଟନ କରିଥିଲେ  । ଏକ ଶୋଭାଯାତ୍ରା କଲେଜଛକ ଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଏସଭିଏମ କଲେଜ ଓ ଶ୍ରୀକୃଷ୍ଣ ଏକାଡେମୀର ଛାତ୍ରଛାତ୍ରୀ, ଏନସିସି …

Read More »

ବିଶ୍ୱ ପର୍ଯ୍ୟଟନ ଦିବସରେ ଚିଲିକା ସୁରକ୍ଷା ପାଇଁ ୧୦୦ ଗୀ୍ରନ୍ କମାଣ୍ଡା ଶପଥ ନେଲେ

ନିରାକାରପୁର/ଟାଙ୍ଗୀ,୨୭/୦୯/୨୦୧୯ ( ଓଡ଼ିଶା ସମାଚାର)-ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପ୍ରେରଣା ଇରନ୍ୟାସନାଲ ଗ୍ରୀନ ଆର୍ମି ଓ ର୍ମଙ୍ଗଳା ଯୋଡି ଉକୋ ଟୁରିଜିମ ଟ୍ରଷ୍ଟ ତଥା ଭାରତ ଗା୍ରମୀଣ ବିକାଶ ସଂସ୍ଥାନର ମିଳିତ ସହଯାଗରେ ଚିଲିକା କୂଳସ୍ଥ ମଂଗଳା ଯୋଡି ଠାରେ ସଭା ଶୋଭାଯାତ୍ରା ଶପଥ ପାଠ ଓ ସଂବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିଶୁ ସାହିତ୍ୟକ …

Read More »

କୁଦାନଗରୀରେ ବିଶ୍ୱପର୍ଯ୍ୟଟନ ଦିବସ ପାଳନ

ଗରଦପୁର,୨୭/୦୯/୨୦୧୯ ( ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଶ୍ରୀଶ୍ରୀ ଶୁକ ପରିକ୍ଷୀତଙ୍କ ପୀଠରେ ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇ ଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା କୁଦାନଗରୀ ପୀଠରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପାଳିତ ହୋଇଥିବା ଏହି ଉତ୍ସବ ଅବସରରେ କୁଦାନଗରୀ ହାଇସ୍କୁଲର ଛାତ୍ରଛାତ୍ରୀମାନେ ହାଇସ୍କୁଲ ପରିସରରୁ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଶୁକ ପରିକ୍ଷୀତଙ୍କ …

Read More »

ଯାତ୍ରୀବାହୀ ବସ୍ରୁ ଖସିପଡି ପର୍ଯ୍ୟଟକ ଙ୍କ ମୃତ୍ୟୁ

କୋଣାର୍କ,୨୨/୦୯/୨୦୧୯(ଓଡ଼ିଶା ସମାଚାର)- କୋଣାର୍କ-ପିପିଲି ରାସ୍ତାର ଦଶବାଟିଆ ଛକ ନିକଟରେ ଏକ ଯାତ୍ରୀବାହୀ ବସ ଛାତରୁ ଖସିପଡି ଜଣେ ପର୍ଯ୍ୟଟକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ରାଜସ୍ଥାନର ଅନୁସ୍କା ନାମକ ଏକ ଯାତ୍ରୀବାହୀ ବସ(ଆରଜେ୨୩-ପିଏ-୩୩୮୧)ରେ ୫୦ରୁ ଅଧିକ ପର୍ଯ୍ୟଟକ ଓଡିଶା ଭ୍ରମଣରେ ଆସିଥିଲେ ।ଧଉଳି ବୁଲି ସାରିବା ପରେ କୋଣାର୍କର ସୂର୍ଯ୍ୟ ମନ୍ଦିର ବୁଲି ଦେଖିବା ପାଇଁ ଆସୁଥିବା ସମୟରେ ଦୁଇଜଣ ପର୍ଯ୍ୟଟକ ବସ ଛାତ ଉପରେ ବସିଥିଲେ …

Read More »

ନନ୍ଦନକାନନରେ ହାତୀ ମଡ଼କ – ପୁଣି ଏକ ମାଈ ଛୁଆ ହାତୀ ଗୌରୀ ର ମୃତ୍ୟୁ

ଭୁବନେଶ୍ୱର,୨୦/୦୯/୨୦୧୯(ଓଡ଼ିଶା ସମାଚାର)- ନନ୍ଦନକାନନ ରେ ହରପିସ ଭୁତାଣୁ ଭୟ । ନିକଟରେ ଏହି ଭୁତାଣୁ ରେ ସଙ୍କ୍ରମିତ ହୋଇ ଗୋଟିକ ପରେ ଗୋଟିଏ ହାତୀଙ୍କର ମୃତ୍ୟୁ ହେଉଛି । ଗତକାଲି ଠାରୁ ଅସୁସ୍ଥ ଥିବା ମାଈ ଶିଶୁ ହାତୀ ଗୌରୀ ଆଜି ଆଖି ବୁଜିଛି । ସେ ଗତକାଲି ଠାରୁ ଅସୁସ୍ଥ ଥିଲା । ଗତକାଲି ଏକ ମାଈ ହାତୀ କମଳାର ମୃତ୍ୟୁ ହୋଇଥିଲା । ବୁଧବାର ଠାରୁ ସେ …

Read More »

ନନ୍ଦନକାନନରେ ହାତୀ ମଡ଼କ – ହରପିସ ରେ ପୁଣି ଏକ ମାଈ ହାତୀର ମୃତ୍ୟୁ

ଭୁବନେଶ୍ୱର ,୨୦/୦୯/୨୦୧୯(ଓଡ଼ିଶା ସମାଚାର)- ନନ୍ଦନକାନନ ରେ ହରପିସ ଭୟ । ନିକଟରେ ଏହି ଭୁତାଣୁ ରେ ସଙ୍କ୍ରମିତ ହୋଇ ଗୋଟିକ ପରେ ଗୋଟିଏ ହାତୀଙ୍କର ମୃତ୍ୟୁ ହେଉଛି । ଗତକାଲି ଏକ ମାଈ ହାତୀ କମଳାର ମୃତ୍ୟୁ ହୋଇଛି । ବୁଧବାର ଠାରୁ ସେ ଖାଇନଥିଲା । ତାର ଚିକିତ୍ସା କରାଯାଉଥିଲା । ଏହି ମାଈ ହାତୀ କମଳା ର ବୟସ ମାତ୍ର ୭ ବର୍ଷ ହୋଇଥିଲା । ଏହା …

Read More »

ଭିତରକନିକାରେ ପକ୍ଷୀ ଗଣନା

ଭୁବନେଶ୍ୱର, ୨୦/୦୯/୨୦୧୯(ଓଡ଼ିଶା ସମାଚାର)- ଭିତରକନିକାରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ୨ ଟିମ୍ ନିୟୋଜିତ କରାଯାଇଛି । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର

Read More »

ସଂକ୍ଷେପରେ ତାଜା ଖବର : ନନ୍ଦନକାନନରେ ଗୋଟିଏ ହାତୀ ମୃତ

ଭୁବନେଶ୍ୱର,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ନନ୍ଦନକାନନରେ ଗୋଟିଏ ହାତୀ ର ମୃତ୍ୟୁ ହୋଇଛି । ପୁରୁଷ ହାତୀ ଚନ୍ଦନ ର ଭୁତାଣୁ ଜନିତ ରୋଗରେ ୧୦ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଚନ୍ଦନର ମୃତ୍ୟୁ ପରେ ନନ୍ଦନକାନନ ରେ ପୁରୁଷ ହାତୀ ସଂଖ୍ୟା ୬ କୁ ଖସି ଆସିଛି । ଓଡ଼ିଶା ସମାଚାର

Read More »