Wednesday , December 11 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି (page 3)

ପର୍ଯ୍ୟଟନ ଓ ସଂସ୍କୃତି

ସୋମବାର ଉଦଘାଟନ ହେବ ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା -୨୦୧୯

 ଯୁଦ୍ଧକାଳନୀ ଭିିିିରେ ଚାଲିଛି ପ୍ରସ୍ତୁତି ପାରାଦ୍ୱୀପ ୧୦/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ବେଳାଭୂମୀ ବିଜୁ ମଇଦାନ ଠାରେ ସୋମବାର ସଂନ୍ଧ୍ୟାରେ ଉଦଘାଟନ ହେବ କଳିଙ୍ଗ ବାଲିଯାତ୍ରା ମହୋସôବ-୨୦୧୯ । ଏହି ମହୋସôବ ନଭେମ୍ବର ୧୧ ତାରିଖ ଠାରୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପି ଅନୁଷ୍ଠିତ ହେବ । ଶେଷ ପର୍ଯ୍ୟାୟ ପ୍ରସ୍ତୁତିରେ ଶନିବାର ଦିନ ବୁଲବୁଲ୍ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ଥ ହୋଇ ଏଥିରେ ବ୍ୟାଘାତ ସୃଷ୍ଟି ସତ୍ୱେ, ବାଲିଯାତ୍ରା କମିଟି …

Read More »

ବ୍ଲକସ୍ତରୀୟ ‘ପରବ” ୨୦୧୯ ଉଦଘାଟିତ

ଜୟପୁର, ୦୪/୧୧/୨୦୧୯(ଓଡ଼ିଶା ସମାଚାର)-ଜୟପୁରରେ ବ୍ଲକ ସ୍ତରୀୟ ପରବ ୨୦୧୯ ଉଦଘାଟିତ ହୋଇଯାଇଛି । ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଝାଙ୍କର ଦେବୀ ମନ୍ଦିର ପୂଜା ଅର୍ଚନା କରି ଏହି ପରବର ଶୁଭ ଉଦଘାଟ କରିଥିଲେ । ମନ୍ଦିରରୁ ଏକ ମଶାଲ ନେଇ ବ୍ଲକ କାର୍ଯ୍ୟାଳୟରେ ପହସଚି ଥିଲେ । ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଡିଓ ଏସ୍ …

Read More »

ଐତିହାସିକ କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟ ସ୍ତରୀୟ ମହୋତ୍ସବ ମାନ୍ୟତା : ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର,୦୨/୧୧/୨୦୧୯(ଓଡ଼ିଶା ସମାଚାର)-ପ୍ରତିବର୍ଷ ପାଳିତ ହେଉଥିବା କଟକର ଐତିହାସିକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ମିଳିବ । ଏଥି ସହିତ ଏହି ସର୍ବବୃହତ ମୁକ୍ତାକାଶ ମେଳା ଯେଭଳି ଜାତୀୟ ସ୍ତରରେ ମାନ୍ୟତା ପାଇବ ସେଥିପାଇଁ ଉଦ୍ୟମ କରାଯିବ ବୋଲି ପଂଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଶୁକ୍ରବାର ଲୋକସେବାଭବନ ଠାରେ କଟକ ବାଲିଯାତ୍ରା ସଂକ୍ରାନ୍ତରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ …

Read More »

ଜିଲ୍ଲା ସ୍ତରୀୟ ବାଲିଯାତ୍ରା ମହୋତ୍ସବ ପାଇଁ  ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୦୧/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ବାଲିଯାତ୍ରା ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କମିଟି ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ସଞ୍ଜୟ କୁମାର ଜେନା ବାଲିଯାତ୍ରା ମହୋତ୍ସବ ନିମନ୍ତେ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ବୀବରଣୀ ଉପସ୍ଥାପନ କରିଥିଲେ । ବାଲିଯାତ୍ରା ମହୋତ୍ସବର ବିଭିନ୍ନ ଦିବସରେ ହେବାକୁଥିବା  …

Read More »

ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଖୋଲିଲା

ଭୁବନେଶ୍ୱର,୦୧/୧୧/୨୦୧୯(ଓଡ଼ିଶା ସମାଚାର)- ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଖୋଲିଲା । ଆଜି ସକାଳ ୬ ଟାରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ କାଉଂଟର ଖୋଲିଛି । ଦୈନିକ ସର୍ବାଧିକ ପ୍ରଥମେ ଆସିଥିବା ଯଶିପୁର କାଳିଆଣି ଫାଟକ ଦେଇ ୩୫ ଟି ଗାଡ଼ି ଓ ପିଠାବଟା ଫାଟକ ଦେଇ ୨୫ ଟି ଗାଡ଼ି ଯିବା ପାଇଁ ଅନୁମତି ଦିଆଯିବ । ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ଟିକଟ ଦିଆଯିବ …

Read More »

୩ ରେ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ବୃନ୍ଦାବନ ମହୋତ୍ସବ – ଗୋଟିଏ ମଂଚରେ ହରିପ୍ରସାଦ, ରସିଦ ଓ ଶୁଭଙ୍କର

ଭୁବନେଶ୍ୱର,୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ୩ ତାରିଖ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ବୃନ୍ଦାବନ ମହୋତ୍ସବର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ସୌଭାଗ୍ୟର କଥା ଗୋଟିଏ ମଂଚରେ ଶାସ୍ତ୍ରୀୟ ସଙ୍ଗୀତ ଜଗତର ବିଶିଷ୍ଟ ପ୍ରତିଭା ଏକାଠି ନଜର ଆସିବେ । ସେମାନଙ୍କ ମଧ୍ୟରେ ରହିଛନ୍ତି, ବିଶିଷ୍ଟ ବଂଶୀ ବାଦକ ପଦ୍ମ୍ମବିଭୂଷଣ ପଣ୍ଡିତ ଡ. ହରି ପ୍ରସାଦ ଚୌରାସିଆ, ଯିଏ ସେହି ସନ୍ଧ୍ୟାରେ ଉପସ୍ଥିତ ରହି ବଂଶୀ …

Read More »

ନନ୍ଦପୁର ଜୋନସ୍ତରୀୟ ପରବ ଉଦଘାଟିତ – ଢେମସା,ନାଚ,ଗିତରେ ଦୁଲୁକିଲା ପରବ ପଡିଆ

ନନ୍ଦପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- କୋରାପୁଟ ଲୋକ ମହୋତ୍ସବ ପରବ ୨୦୧୯ ର ଶୁଭ ଉଦଘାଟନୀ ଉତ୍ସବ ନନ୍ଦପୁର ବ୍ଲକସ୍ତରୀୟ ଗ୍ରାମ ପଂଚାୟତ ମିଳିତ ଭାବେ ଆୟୋଜିତ ପରବ ୨୦୧୯ର ଜୋନ ସ୍ତରୀୟ ପରବ ଉଦଘାଟିତ ହୋଇଯାଇଛି । ଜୋନସ୍ତରୀୟ ପରବରେ ନନ୍ଦପୁର ବିଡିଓ କୈଳାସଚନ୍ଦ୍ର ସିଅଳ   ଜୋନ ସ୍ତରୀୟ ପରବ ଉଦଘାଟନ କରିଛନ୍ତି । ପ୍ରଥମେ ୧୩ଟି ପଂଚାୟତର ସରପଂଚ, ସମିତି ସଭ୍ୟ/ ସଭ୍ୟା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ନନ୍ଦପୁର …

Read More »

ରାଜ୍ୟ ପର୍ଯ୍ୟଟନକୁ ସହଯୋଗ କରିବେ ଜାତୀୟ ଟୁର୍ ଅପରେଟର

ଭୁବନେଶ୍ୱର,୨୨/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶିଳ୍ପ ଓ ବଣିକ ମହାସଂଘ(ଫିକି) ସହଯୋଗରେ ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ ବଜାର (ଓଟିବି)ର ତୃତୀୟ ସଂସ୍କରଣ ଉଦ୍ୟାପିତ ହୋଇଛି । ଏହି ଆନ୍ତର୍ଜାତୀୟ ମେଗା ଟ୍ରାଭେଲ ବଜାରରେ ଚଳିତ ବର୍ଷ ମୋଟ୍ ୧୬ଟି ରାଷ୍ଟ୍ରରୁ ୨୫ଜଣ ଆଗଧାଡ଼ିର ବିଦେଶୀ ଟୁର୍ ଅପରେଟର୍ ଙ୍କ ସହ ଭାରତର ୧୯ଟି ରାଜ୍ୟରୁ ୬୦ ଟୁର୍ ଅପରେଟର୍ ଯୋଗ ଦେଇଥିଲେ । ତେବେ ରାଜ୍ୟରେ ଥିବା …

Read More »

ଭଦ୍ରକରେ ପର୍ଯ୍ୟଟନ ପର୍ବ ପାଳିତ

ଭଦ୍ରକ, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସଂସ୍କୃତିଭବନ ପରିସରରେ ପର୍ଯ୍ୟଟନ ପର୍ବ ପାଳିତ ହୋଇଯାଇଅଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମର୧୫୦ବର୍ଷ ପୂର୍ତୀ ଉପଲକ୍ଷେ ଆୟୋଜିତ ଏହି ପର୍ଯ୍ୟଟନ ପର୍ବକୁ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ରୁପେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ସାହୁ ଯୋଗ ଦେଇ ପର୍ଯ୍ୟଟନର …

Read More »

ଦଶନ୍ତପୁରରେ ପରବର ପ୍ରସ୍ତୁତି ବୈଠକ

ଦଶମନ୍ତପୁର, ୨୧/୧୦/୨୦୧୯(ଓଡ଼ିଶା ସମାଚାର)-ଦଶମନ୍ତପୁର ବ୍ଲକ ସଭାଗୃହରେ ବ୍ଲକ ଉପଦେଷ୍ଟା ନାରାୟଣ ବିଷୋୟୀଙ୍କ ଅଧ୍ୟକ୍ଷତାରେ ପରବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ଜିପିଇଓ ସଭାପତିତ୍ୱ କରିଥିଲେ । ତହସିଲଦାର ଅଜୟ ପ୍ରକାଶ ତିର୍କୀ, ଏଇ ଦାଶରଥି ମୂର୍ମୁ, ଜିଲା ପରିଷଦ ସଭ୍ୟା ମମତା କୁଳଦୀପ, ସିଡିପିଓ ନମିତା ପଣ୍ଡା, ତାପୟ ରାୟ, ବେଣୁଧର ପାତ୍ର, ଅତୁଲ ନାୟକ, ସମିତି ସଭ୍ୟ, ସରପଂଚ,ଜେଇ, ଜିଆରଏସଙ୍କ ସହ ସମସ୍ତ …

Read More »