Friday , September 20 2019
Breaking News
Home / କ୍ରୀଡ଼ା

କ୍ରୀଡ଼ା

ଅଲଇଣ୍ଡିଆ ଟ୍ରାଡିସନାଲ ସଟକିନ କରାଟେ ପ୍ରତିଯୋଗୀତା – ତେଲକୋଇ ଆଦିବାସୀ ଯୁବକଙ୍କୁ ୨ ବ୍ରୋଞ୍ଜ

କେନ୍ଦୁଝର, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଅଲଇଣ୍ଡିଆ ଟ୍ରାଡିସନାଲ ସଟକନ କରାଟେ ପ୍ରତିଯୋଗୀତାରେ ତେଲକୋଇ ମୁଖ୍ୟାଳୟର ବାଲିସାହିର ଆଦିବାସୀ ଯୁବକ ବିଜୟ କୁମାର ମୁଣ୍ଡା ୨ଟି ବ୍ରୋଞ୍ଜ ପଦକ ପାଇବାରେ ସଫଳ ହୋଇଛନ୍ତି । ଏଥିରେ କରାଟେ ପ୍ରତିଯୋଗୀତାରେ ୨୫ବର୍ଷ ବର୍ଗର ଜାତୀୟ ସ୍ତରର ପ୍ରତିଯୋଗୀତା ହୋଇଥିଲା । କତା, କୁମତ ଖେଳରେ ୨ଟି ବ୍ରୋଞ୍ଜ ପଦକଜ ବିଜୟ ହାସଲ କରି ଅଂଚଳ ପାଇଁ ଗୈାରବ ଆଣିଛନ୍ତି । ଏନେଇ ଅଂଚଳରେ ଆନନ୍ଦର …

Read More »

ବଲ ବ୍ୟାଡମିଟନ ପ୍ରତିଯୋଗିତାରେ ଭୁବନେଶ୍ୱର ଓ ଖୋର୍ଦ୍ଧା ଚମ୍ପିିୟାନ

କଟକ, ୧୮/୦୯/୨୦୧୯(ଓଡ଼ିଶା ସମାଚାର)-କଟକ ବିଡାନସୀସ୍ଥିତ ଖେଳପଡ଼ିଆ ଠାରେ ୨ଦିନ ଧରି ଚାଲିଥିବା ବଲ ବ୍ୟାଡମିଟନ ଓଡ଼ିଶା ସଙ୍ଘ ଓ କଟକ ବଲ ବ୍ୟାଡମିଟନ ସଙ୍ଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ୨୬ ତମ ସବ ଜୁନିଅର ବାଳକ ଓ ବାଳିକା ରାଜ୍ୟ ବଲ ବ୍ୟାଡମିଟନ ପ୍ରତିଯୋଗିତା ୨୦୧୯ ଉଦଯାପିତ ହୋଇଯାଇଛି  । ଏହି ପ୍ରତିଯୋଗିତାରେ ରାଜ୍ୟର ୧୬ ଟି ବାଳକ ଦଳ ଓ ୧୪ ଟି ବାଳିକା ଦଳ ମୋଟ ୩୦୦ …

Read More »

ସ୍ନେହ ଓ ଏମ୍.ସି.ସି ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଂଟ

ଭୁବନେଶ୍ୱର ,୧୬/୦୯/୨୦୧୯(ଓଡ଼ିଶା ସମାଚାର)-ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍ ନେଚର, ଏଜୁକେସନ ଆଣ୍ଡ ହେଲ୍ଥ (ସ୍ନେହ) ଓ ମେନୋନାଇଟ୍ ସେଂଟ୍ରାଲ୍ କମିଟି (ଏମ୍.ସି.ସି)ର ମିଳିତ ଆନୁକୁଲ୍ୟରେ ସାଲିଆ ସାହିସ୍ଥିତ ନୀଳଚକ୍ର ନଗର ବସ୍ତିରେ ଫୁଟବଲ୍ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଂଟରେ ନିତା ଅମ୍ବାନି ଫୁଟବଲ୍ ଏକାଡେମୀ ଏବଂ କିଟ୍ ବିଶ୍ୱବିଦ୍ୟାଳୟର ମହିଳା ଫୁଟବଲ୍ ଦଳ ମଧ୍ୟରେ ହୋଇଥିବା ମ୍ୟାଚ୍ ଶୂନ୍-ଶୂନ୍ ଗୋଲରେ ଅମୀମାଂସିତ ଭାବେ ସମାପ୍ତି ହୋଇଥିଲା …

Read More »

ଦ୍ୱାଦଶ କନିଷ୍ଠ ରାଜ୍ୟ ନେଟବଲ୍ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର ,୧୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତ ୭ ତାରିଖରୁ କିଶୋର ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉଦ୍ଘାଟିତ ହୋଇଥିବା ଦ୍ୱାଦଶ ରାଜ୍ୟ ନେଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପ୍ରତିଯୋଗିତାରେ ରାଜ୍ୟର ୨୨ଟି ଜିଲ୍ଲା ନେଟବଲ ସଂଘ ପକ୍ଷରୁ ପ୍ରାୟ ଚାରିଶହ ବାଳକ, ବାଳିକା ଖେଳାଳୀ ଓ ଅଫିସିଆଲ ଅଂଶଗ୍ରହଣ କରିଥିଲେ । କଟକ ସଦର ନେଟବଲ୍ ସଂଘ ଦ୍ୱାରା ଆୟୋଜିତ ଏହି ରାଜ୍ୟ ପ୍ରତିଯୋଗିତାରେ ବାଳକ ବିଭାଗରେ କଟକ …

Read More »

ଖେଳପଡିଆରେ ହୃଦ୍ଘାତରେ ଖେଳାଳିଙ୍କ ମୃତ୍ୟୁ

ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଫୁଟବଲ ଟୁର୍ଣ୍ଣାମେସଟ ଚାଲିଥିବା ବେଳେଏକ ଦୁଃଖଦ ଘଟଣା ଘଟିଛି  । ଫୁଟବଲ ଖେଳିବା ବେଳେ ଛାତିରେ ଯନ୍ତ୍ରଣା କାରଣରୁ ଜଣେ ଖେଳାଳିଙ୍କ ମୃତ୍ୟୁଘଟିଛି  । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, କଟକ ବାରବାଟି ଷ୍ଟାଡିୟମରେ ଫାଓ ଫୁଟବଲ ଲିଗରେ ଏସବିଆଇ ଓ ସାଇ ହଷ୍ଟେଲ ମଧ୍ୟରେ ଫୁଟବଲ ମ୍ୟାଚ ଚାଲିଥିଲା  । ଖେଳଚାଲିଥିବା ବେଳେ ଜଣେ ଖେଳାଳି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ  ।ସେଙ୍ଗ ସେଙ୍ଗ ଖେଳାଳିଙ୍କୁ …

Read More »

ସେକ୍ ନଜିର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ : କେରଙ୍ଗ ଅହମଦୀୟା ମୁସଲିମ୍ ଏ କ୍ଲବ ଚାମ୍ପିଅନ

ଖୋର୍ଦ୍ଧା, ୦୯/୦୯/୨୦୧୯(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କେରଙ୍ଗ ଅହମଦୀୟା ମୁସଲିମ ଫୁଟବଲ ଆସୋସିଏସନ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ସେକ ନଜିର ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଫାଇନାଲ ଶରଧାପୁର ସ୍ପୋଟସ୍ କ୍ଲବ ଏବଂ କେରଙ୍ଗ ଅହମଦୀୟା ମୁସଲିମ ଏ କ୍ଲବ ମଧ୍ୟରେ ଖେଳା ଯାଇଛି । ଏହି ଫୁଟବଲ ଟୁର୍ଣ୍ଣାମେଂଟରେ ଆଠଗୋଟି ଦଳ ରାଇଜିଙ୍ଗଷ୍ଟାର ତରତୁଆ, ଜାଗରଣ କ୍ଲବ ପାଇତିଗିରିଆ, କେରଙ୍ଗ ଅହମଦୀୟା ମୁସଲିମ ଏ, ଆରିୟନ୍ସ କ୍ଲବ …

Read More »

ଆନ୍ତର୍ଜାତୀୟ କପ୍ କରାଟେ ଚମ୍ପିଅନ ଯସ୍ମିନ ପି. ମିଶ୍ର ସମ୍ବର୍ଦ୍ଧିତ

ଭୁବନେଶ୍ୱର,୦୮/୦୯/୨୦୧୯(ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ କପ୍ କରାଟେ ଚମ୍ପିଅନ ଯସ୍ମିନ ପି. ମିଶ୍ରଙ୍କୁ  ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ  ପଟ୍ଟନାୟକ ଆନ୍ତର୍ଜାତୀୟ କପ୍ କରାଟେ ଚମ୍ପିିଅନ (ରୌପ୍ୟ ପଦକ ବିଜେତା) ଯସ୍ମିନ ପି. ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

Read More »

ରାଜ୍ୟ କ୍ରୀଡାଛାତ୍ରାବାସରେ ନାମ ଲେଖାଇବାକୁ ଜିଲ୍ଲାରୁ ୨୪ ଜଣ ମନୋନୀତ    

କେନ୍ଦ୍ରାପଡା ୦୭/୦୯/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ କ୍ରୀଡା ଛାତ୍ରାବାସରେ ନାମ ଲେଖାଇବା ପାଇଁ  କେନ୍ଦ୍ରାପଡା ଜିଲ୍ଲାରୁ ୨୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜିଲ୍ଲା କ୍ରୀଡା ଅଧିକାରୀ ସୂଚନା ଦେଇଛନ୍ତି  । ଅଗଷ୍ଟ ମାସ ୨୪ ତାରିଖରେ  ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ଚୟନ ଶିବିର ଅନୁଷ୍ଠିତ ହୋଇଥିଲା  । ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଜିଲ୍ଲାରୁ ୩୬ ଜଣ କ୍ରୀଡା ପ୍ରତିଭା ସେହି  …

Read More »

ପାରାଦ୍ୱୀପରେ  ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତା ଉଦଯାପିତ

ପାରାଦ୍ୱୀପ ୦୪/୦୯/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଜୁଡୋ ଆଶୋସିଏସନ ଓ ଓଡିଶା ରାଜ୍ୟ ଜୁଡୋ ଆଶୋସିଏସନ ମିଳିତ ଆନୁକୁଲ୍ୟରେ ଏକ ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତା ପାରାଦ୍ୱୀପସ୍ଥିତ ମୁନିସିପାଲିଟି  କଲ୍ୟାଣ ମଣ୍ଡପ ଠାରେ  ସେପ୍ଟେମ୍ବର ୧ ତାରିଖ ରବିବାର  ଦିନ ଉଦଯାପିତ ହୋଇଯାଇଅଛି । ଏହି ଉଦଯାପନୀ ଉସôବରେ ଜଗତସିଂହପୁର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ମୁଖ୍ୟ  ଅତିଥି ଭାବେ ଯୋଗଦେଇଥିôବା ବେଳେ ପାରାଦ୍ୱୀପ  ବନ୍ଦର  ଲୋକସମ୍ପର୍କ ଅଧିକାରୀ ପ୍ରକାଶ ମିଶ, ପିପିଏଲ …

Read More »

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନ ପି.ଭି ସିନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୪/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଭାରତୀୟ ବ୍ୟାଡମିଂଟନ ଖେଳାଳୀ ତଥା ବିଶ୍ୱ ବିଜୟିନୀ ପି.ଭି ସିନ୍ଧୁ ଏବଂ ତାଙ୍କ ପିତା ପି.ଭି ରମଣଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପି.ଭି ସିନ୍ଧୁଙ୍କୁ ଦେଶର ଗୌରବ ବୋଲି ଅଭିହିତ କରିବା ସହ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନସିପରେ ସ୍ୱର୍ଣ୍ଣ ହାସଲ କରିବା ପାଇଁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ । …

Read More »