Tuesday , July 16 2019
Home / ବିଶେଷ

ବିଶେଷ

କଟକ ଷ୍ଟେସନରୁ ନାବାଳିକା ଉଦ୍ଧାର

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ଦେବାଶିଷ ରଥ)-ରେଳବାଇ ସୁରକ୍ଷା ବଳ ଷ୍ଟେସନରୁ ଜଣେ ନାବାଳିକାକୁ ଉଦ୍ଧାର କରିଛି । ସୋମବାର ଉଦ୍ଧାର ସମ୍ପୃକ୍ତ ନାବାଳିକାକୁ ବସୁନ୍ଧରାରେ ଥଇଥାନ କରାଯାଇଛି ବୋଲି ଆରପିଏଫ ଥାନାଧିକାରୀ ସୂଚନା ଦେଇଛନ୍ତି । କଟକ ଷ୍ଟେସନରେ ଏସ୍ଆଇ ଆର ସି ବିଶ୍ୱାଳ କାର୍ଯ୍ୟରତ ଥିବାବେଳେ ଜଣେ ୧୭ ବର୍ଷର ଜଣେ ନାବାଳିକା ଏକାକୀ ଅସହାୟ ଭାବେ ଏକ୍ସପ୍ରେସରେ ଆସୁଥିବା ସୂଚନା ପାଇଥିଲେ । ଏସ୍ଆଇ …

Read More »

ପୁରୁଣା ଭୁବନେଶ୍ୱରରେ ଛୋଟ ପିଲାଙ୍କ ନିଳାଦ୍ରୀବିଜେ

ଭୁବନେଶ୍ୱର, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ଶ୍ରୀଗୁଣ୍ଡିଚା ଠାରୁ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ନୀତିପରେ ଯାତ୍ରା ଶେଷ କରି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରାଙ୍କ ନିଳାଦ୍ରୀବିଜେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଏକ ବିଶ୍ୱାଳ ଶୋଭାଯାତ୍ରା ପୁରୁଣା ଭୁବନେଶ୍ୱର ଜମେଶ୍ୱର ପାଟଣାରୁ ବାହାରି ତିନିମୁଣ୍ଡିଆ ଛକ ଭ୍ରମଣ କରି, ଲିଙ୍ଗରାଜ ମନ୍ଦିର ନିକଟ ପରିଭ୍ରମଣ କରି ନାରାୟଣୀ ମନ୍ଦିର ପାଟଣାସାହି ଓ ପରକରଣସାହି ନିକଟ ନାରାୟଣୀ ମନ୍ଦିର …

Read More »

ଉକ୍ରଳ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସଭା

  ନକ୍ସଲ ଦମନ କ୍ଷେତ୍ରରେ ଦୃଷ୍ଟି ଦେଉଛନ୍ତି ସରକାର: କେନ୍ଦ୍ରମନ୍ତ୍ରୀ କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)- ବହୁ ନକ୍ସଲପନ୍ଥୀ ଅତୀତରେ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇଛନ୍ତି ଏବଂ ଏବେ ମଧ୍ୟ ହେଉଛନ୍ତି । ସରକାରଙ୍କଠାରୁ ସେମାନଙ୍କୁ ଏଥିପାଇଁ ବହୁ ସହାୟତା ମିଳୁଛି । ନକ୍ସଲ ପାଲଟିଥିବା ଲୋକଙ୍କ ହୃଦୟ ପରିବର୍ତନ କରି ସାଧାରଣ ମଣିଷ ଭାବେ ସେମାନଙ୍କୁ ଛିଡ଼ା କରାଇବା କେନ୍ଦ୍ର ସରକାରଙ୍କର …

Read More »

ରୋଟାରୀ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)-ମର୍କତ ନଗର ସିଡିଏ ୬ ନମ୍ବର ସେକ୍ଟରରେ ଥିବା କାଠଯୋଡି ବିହାରରେ ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ଶାଗୁଆନ, ଶିଶୁ, ରାଧାଚୂଡା, ଆକାଶିଆ, ଓଉ, ବେଲ, ଜାମୁକୋଳି, ଡାଳିମ୍ବ, ଫାଶୀ ପ୍ରଭୃତି ଗଛ ରୋପଣ କରାଯାଇଥିଲା । କାଠଯୋଡି ବିହାର ଅଭିରାମ ପରମହଂସ ଆଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଭିନେତା ସବ୍ୟସାଚୀ ମହାପାତ୍ର, କ୍ଲବର ସଭାପତି ବିଦୁ୍ୟତ୍ କୁମାରୀ ଲାଲ୍, …

Read More »

ସାଲେପୁରରେ ପରିବାଦର ଆକାଶଛୁଆଁ

                                                ହାଣ୍ଡିଶାଳକୁ ମହଙ୍ଗାମାଡ଼ ସାଲେପୁର,୧୫/୦୭/୨୦୧୯ ଓଡ଼ିଶା ସମାଚାର /ଅଭୟ ଜେନା) : ସାମୁଦ୍ରିକ ଝଡ଼ ଫନିର ପ୍ରଭାବରେ ପରିବା ଫସଲର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅଧୁନା ଜନସାଧାରଣଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କଂଚା ପନିପରିବାର ଦାମ୍ ଅହେତୁକ ମୂଲ୍ୟବୃଦ୍ଧି ହୋଇଥିବାରୁ ଖାଉଟିମାନେ ପରିବା କିଣିବାକୁ ସକ୍ଷମ ହୋଇପାରୁନାହାନ୍ତି । ବର୍ଷା ଦିନେ ପନିପରିବା ଶସ୍ତା ହୋଇଥାଏ । ମାତ୍ର ଚଳିତ ବର୍ଷ ଏହାର ବିପରୀତ ଅବସ୍ଥା …

Read More »

ଗ୍ରୀନ୍ଭିଜନ ପକ୍ଷରୁ ବନୋମହୋତ୍ସବ

ସାଲେପୁର,୧୫/୦୭/୨୦୧୯ ଓଡ଼ିଶା ସମାଚାର /ଅଭୟ ଜେନା) : ଗ୍ରୀନଭିଜନ ପକ୍ଷରୁ ସାଲେପୁର ବ୍ଳକ୍ ପୁରୁଣାହାଟ ପଂଚାୟତ ବୋଇଲୋ ଠାରେ ଥିବା ସ୍ୱପ୍ନେଶ୍ୱର ବାଳାଶ୍ରମ ଠାରେ ବନୋମହୋତ୍ସବ ଗ୍ରୀନଭିଜନର ନିର୍ଦ୍ଦେଶକ ବଳରାମ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରଶାନ୍ତ କୁମାର ଭୂୟାଁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସ୍ମୃତିରଂଜନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ରବୀନ୍ଦ୍ରନାଥ ପଣ୍ଡା, ଚିତ୍ତରଂଜନ ପଣ୍ଡା, ରାଜେଶ କୁମାର ସାହୁ …

Read More »

ସଂପର୍କ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ସାଲେପୁର,୧୫/୦୭/୨୦୧୯ ଓଡ଼ିଶା ସମାଚାର /ଅଭୟ ଜେନା) : ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ସଂପର୍କ ସାହିତ୍ୟ ସଂସଦ ପକ୍ଷରୁ ୧୬ତମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ଉପଦେଷ୍ଟା ପ୍ରାଧ୍ୟାପକ ଡ଼ଃ ପୂଣ୍ଣଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ବହୁଗ୍ରାମସ୍ଥିତ ଖରାଖିଆ ମହାଦେବଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନୂଆଖାଇ ଦିନ ସଂପର୍କ ସାହିତ୍ୟ ଅନୁଷ୍ଠାନ ୧୬ତମ ବାର୍ଷିକ ଉତ୍ସବ ପାଇଁ କାର୍ଯ୍ୟକର୍ତ୍ତା ଓ ସଭ୍ୟସଭ୍ୟାମାନେ ଏହି ବୈଠକରେ ଉପସ୍ଥିତ …

Read More »

କେନ୍ଦ୍ରାପଡା ସହରରେ ଗୁଳିକାଣ୍ଡକୁ ନେଇ ଉତେଜନା ଓ ରାସ୍ତାରୋକ

କେନ୍ଦ୍ରାପଡା ୧୫/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରରେ ଶନିବାର ରାତିରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଚାପା ଉତେଜନା ପ୍ରକାଶ ପାଇଥିବା ବେଳେ ରବିମାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିବା ଦେଖିବାକୁ ମିଳଥବଲା । ଧର୍ମରକ୍ଷା ସେନାର ସଭାପତି ବିବେକାନନ୍ଦ ମହାରଣା(ବାବୁଲି)କୁ ଶନିବାର ରାତି ପ୍ରାୟ ସାଢେ ୮ଟା ସମୟରେ ରାମନଗରପାଟଣାସ୍ଥିତ ଘରୁ ଏକ ବାଇକରେ ତିନିମୁହାଣିସ୍ଥିତ ରାମ ମନ୍ଦିରକୁ ଆସୁଥିବା ବେଳେ ଗୁଲନଗର ଦଣ୍ଡାମୁଣ୍ଡଛକ ନିକଟରେ ଅନ୍ୟଏକ ବାଇକରେ ଆସିଥିବା ୨ …

Read More »

ପାରାଦ୍ୱୀପ ଗଡ ବିଜୁପଟ୍ଟନାୟକ ମାକେଟ ପରିଷରରେ ପାରାଦ୍ୱୀପ ତୈଳ ବିଶୋଧନାଗାରର ସ୍ୱଚ୍ଛତା ଅଭିଯାନ

ପାରାଦ୍ୱୀପ ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ତୈଳ ବିଶୋଧନଗାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟି.ଡି.ଭି.ଏସ୍ ଗୋପାଳକିଷ୍ଣଙ୍କ ତତ୍ୱାବଧାନରେ ବିଷୋଧନାଗାର ଅଧିକାରୀଙ୍କ ଦ୍ୱାରା  ପାରାଦ୍ୱୀପ ଗଡର ବିଜୁ ପଟ୍ଟନାୟକ ମାର୍କେଟ କମ୍ପେକ୍ସ ଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ରାଷ୍ଟୀୟ ମିଶନ ଭାବେ ପରିଗଣୀତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ସରପଂଚ ଯୋଗଦେଇଥିଲେ । ସ୍ୱଚ୍ଛତା ପଖୱାଡା ୨୦୧୯ କାର୍ଯ୍ୟକ୍ରମରେ ପାରାଦ୍ୱୀପ ତୈଳ ବିଶୋଧନାଗାର ପକ୍ଷରୁ …

Read More »

ପାରାଦ୍ୱୀପ ବନ୍ଦରରେ ଓଡିଶାର ପ୍ରଥମ ଲବଣ ମୁକ୍ତ ପାନୀୟ ଜଳ ପ୍ରକଳ୍ପର ଏମ୍ଓୟୁ ସ୍ୱାକ୍ଷର

ପାରାଦ୍ୱୀପ ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଓଡିଶାର ପ୍ରଥମ ୧୦ ଏମ୍.ଏଲ୍.ଡି (ମିଲିୟନ ଲିଟରସ୍ ପର୍ଡେ) କ୍ଷମତା ସମ୍ପର୍ଣ୍ଣ  ଏକ ଲବଣ ଅପସାରଣ ପାନୀୟ ଜଳ ପ୍ରକଳ୍ପ ର ପ୍ରତିଷ୍ଠା ହେବାକୁ ଯାଉଅଛି । ଏହି ପରିପ୍ରେକ୍ଷୀରେ  ଜୁଲାଇ ୧୫ ତାରିଖ ସୋମବାର ଦିନ ପାରାଦ୍ୱୀପ ବନ୍ଦର ଓ ଚେନାଇସ୍ଥିତ  (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସେନ  ଟେକ୍ନୋଲୋଜି) ଭାରତ ସରକାର ପୃଥିବୀ ବିଜ୍ଞାନ ମଧ୍ୟରେ ଏକ ବୁଝାମଣା ବା ଏମ୍ଓୟୁ ସ୍ୱାକ୍ଷରିତ …

Read More »