Friday , November 22 2019
Breaking News
Home / ନିର୍ବାଚନ

ନିର୍ବାଚନ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ପଂଚାୟତ ର  ଉପନିର୍ଵାଚ  ପାଇଁ ପ୍ରଚାର. ଜୋରଦାର

ସାଲେପୁର , ୧୧/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା ) -ନିଶ୍ଚିନ୍ତକୋଇଲି ବ୍ଲକ କୋଲଣପୁର ଗ୍ରାମପଂଚାୟତ ସରପଞ୍ଚ ପ୍ରଭାତୀ ଜେନା ଙ୍କ ଗତ ୧୬.୦୩.୨୦୧୮ ରେ ଦେହାନ୍ତ ପରେ ଚଳିତ ମାସ  ୨୭ ତାରିଖ ରେ  ଉପନିର୍ବାଚନ ହେବା କୁ ଯାଉଛି. ଏହି ନିର୍ବାଚନ ରେ   ଚାରିଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି. ସେମାନଙ୍କ ମଧ୍ୟ ରୁ ରୁପାଲୀନ ନାୟକ ବିଜୁଜନତା ଦଳ ସମର୍ଥିତ ପାର୍ଥୀ ଭାବରେ ଓ  ନିରୁପମା ସାହୁ ପ୍ରତିଦ୍ୱନ୍ଦୀ ତା …

Read More »

ଅଣ୍ଢରା ଓ ଶ୍ରୀରାମପୁର ପଂଚାୟତ ଉପନିର୍ବାଚନ ; ୫ ପ୍ରାର୍ଥିପତ୍ର ଦାଖଲ

ପଟ୍ଟାମୁଣ୍ଡାଇ,୦୬/୧୧/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ପଂଚାୟତ ସରପଂଚ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉପନିର୍ବାଚନରେ ସରପଂଚ ପଦବୀ ନିମନ୍ତେ ବର୍ତମାନର ନାଏବ ସରପଂଚ ରସ୍ମିତା ନାୟକ, ପୂର୍ବତନ ସମିତିସଭ୍ୟ ଅଭୟ ସ୍ୱାଇଁ, ନାରୀନେତ୍ରୀ ଅନ୍ନପୂର୍ଣ୍ଣା ମଲ୍ଲିକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅଶୋକ ମଲ୍ଲିକ ଓ ପ୍ରଭାକର ଜେନା ପ୍ରମୁଖ ୫ଜଣ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କ ସହିତ ଆସି ପଟ୍ଟାମୁଣ୍ଡାଇ ବ୍ଲକ ବିଡିଓ …

Read More »

୯୭ ହଜାର ୯୯୦ ଭୋଟ ବ୍ୟବଧାନରେ ବିଜୟ ଲାଭ କରି ରୀତା ସାହୁ ରେକର୍ଡ଼ ଭ।ଙ୍ଗିଲେ

ଭୁବନେଶ୍ୱର,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ବିଜେପୁର ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି । ରେକର୍ଡ଼ ସଂଖ୍ୟକ ଭୋଟ ପାଇ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଛନ୍ତି । ରୀତା ସାହୁ ଙ୍କୁ ୧ ଲକ୍ଷ ୩୫ ହଜାର ୯୫୭ ଟି ଭୋଟ ମିଳିଥିବାବେଳେ ତାଙ୍କ ନିକଟତମ ବିଜେପି ର ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୩୭ ହଜାର ୯୬୭ ଟି ଭୋଟ୍ ମିଳିଥିବାବେଳେ କଂଗ୍ରେସ ଦଳର ପ୍ରାର୍ଥୀ …

Read More »

ବିଜେପୁର ନିର୍ବାଚନ : ୪ର୍ଥ ରାଉଣ୍ଡରେ ବିଜେଡ଼ି ର ରୀତା ସାହୁ ଆଗୁଆ

ବରଗଡ଼,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ଆଜି ବିଜେପୁର ନିର୍ବାଚନ ର ଭୋଟ ଗଣତି ଆରମ୍ଭ ହୋଇଛି । ଶାସକ ବିଜେଡ଼ି ର ରୀତା ସାହୁ, ବିଜେପି ର ଦନତ ଗଡ଼ତିଆ ଓ କଂଗ୍ରେସ ର ଦିଲିପ ପଣ୍ଡା ନିର୍ବାଚନ ମଇଦାନ ରେ ଅବତୀର୍ଣ୍ଣ ହୋଇଛନ୍ତି । ବର୍ତମାନ ହସ୍ତଗତ ହୋଇଥିବା ୪ର୍ଥ ରାଉଣ୍ଡ ଗଣତି ଶେଷ ରେ ଶାସକ ବିଜେଡ଼ିକୁ ୩୧,୨୮୬ ଟି ଭୋଟ ମିଳିଥିବାବେଳେ ବିଜେପି କୁ ୭,୯୨୧ ଟି ଓ …

Read More »

ବିଜେପୁର ବିଧାନସଭା ନିର୍ବାଚନ – ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଜାରି , ଦିନ ୩ ଟା ସୁଦ୍ଧା ୫୬.୫ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୧/୧୦/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଆଜି ସକାଳ ୭ ଟାରୁ ୨୮୫ ଟି ମତଦାନ କେନ୍ଦ୍ରରେ ବିଜେପୁର ବିଧାନସଭା ନିର୍ବାଚନ ଚାଲିଛି । ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ ଚାଲିବାର କାର୍ଯ୍ୟକ୍ରମ ରହିଥିବାବେଳେ କେତେକ ମତଦାନ କେନ୍ଦ୍ରରେ ବର୍ତମାନ ସୁଦ୍ଧା ମତଦାତାଙ୍କ ଭିଡ଼ ରହିଥିବା ଦେଖାଯାଇଛି । ଆଉ ମାତ୍ର ୧୦ ମିନିଟ୍ ସମୟ ଥିବାବେଳେ ଯେଉଁମାନେ ମତଦାନ କେନ୍ଦ୍ରରେ ଥିବେ ସେମାନଙ୍କୁ ଚିରିକୁଟ ଦିଆଯାଇ ମତଦାନ …

Read More »

୨୮୫ ଟି ମତଦାନ କେନ୍ଦ୍ରରେ ବିଜେପୁର ବିଧାନସଭା ନିର୍ବାଚନ ଚାଲିଛି – ସକାଳ ୯ ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୧/୧୦/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଆଜି ସକାଳ ୭ ଟାରୁ ୨୮୫ ଟି ମତଦାନ କେନ୍ଦ୍ରରେ ବିଜେପୁର ବିଧାନସଭା ନିର୍ବାଚନ ଚାଲିଛି । ସକାଳ ୯ ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ରୁ ସୂଚନା ମିଳିଛି । ଏହି ଉପ ନିର୍ବାଚନରେ ମୋଟ ୫ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ପ୍ରକୃତ ପକ୍ଷେ ଶାସକ ବିଜେଡ଼ି, ବିଜେପି ଓ କଂଗ୍ରେସ …

Read More »

ବିଜେପୁରରେ କେନ୍ଦ୍ରମନ୍ତ୍ରୀ ଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର/ବିଜେପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ବେିଜପୁରର ଦାୟିତ୍ୱ ନେବା କହି ଅଂଚଳବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଛନ୍ତି ବୋଲି ଶୁକ୍ରବାର ବିଜେପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେପୁର ନିର୍ବାଚନ ମଣ୍ଡଳିର ଗାଇସିଲଟ୍ ବ୍ଲକର ତାଲପାଲି ଓ ଆଗଲପୁର ଠାରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପୁରରେ କଣ ପାଇଁ …

Read More »

କଳାବୁଦା ଦୂର୍ଗାପୂଜା ଶାନ୍ତି କମିଟି ବୈଠକ

ଗରଦପୁର,୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ  ୯ ଟି ସ୍ଥାନରେ  ଦୁର୍ଗତୀ ନାଶିନୀ ମା ଦୂର୍ଗାଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହେଉଅଛି । ଏହି ପୂଜା ଓ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମାହିତ କରିବା ପାଇଁ  ଗତକାଲି କଳାବୁଦା ପଂଚାୟତ  କାର୍ଯ୍ୟାଳୟରେ  ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  କଳାବୁଦା ସରପଂଚ …

Read More »

ସନତ ଗଡ଼ତିଆ ବିଜେପି ର ପ୍ରାର୍ଥୀ ହେଲେ

ଭୁବନେଶ୍ୱର,୨୯/୦୯/୨୦୧୯ ( ଓଡ଼ିଶା ସମାଚାର)- ବିଜେପୁର ଉପ ନିର୍ବାଚନ ପାଇଁ ଆଜି ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ସନତ ଗଡ଼ତିଆଙ୍କୁ ବିଜେପୁର ଉପ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଭାବେ ଦଳର ଦୀଲୀ ସଂସଦୀୟ ବୋର୍ଡ଼ କମିଟି ମୋହର ମାରିଛି । ଗତ ସାଧାରଣ ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହୋଇଥିଲେ । ଆସନ୍ତା କାଲି ସୋମବାର ସେ ପ୍ରାର୍ଥୀପତ୍ର …

Read More »

କଂଗ୍ରେସ ପ୍ରାର୍ଥୀଙ୍କୁ ଜନସାଧାରଣଙ୍କ ଆର୍ଥିକ ସହାୟତା

ଭୁବନେଶ୍ୱର,୨୯/୦୯/୨୦୧୯ (ଓଡ଼ିଶା ସମାଚାର)- ବିଜେପୁର ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଏଆଇସିସି ଆର୍ଥିକ ସହାୟତା ଦେଉନଥିବାରୁ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଜନସାଧାରଣଙ୍କୁ ଏଥିପାଇଁ ସହାୟତା କରିବାକୁ ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ରକ୍ଷା କରି ଜନସାଧାରଣଙ୍କ ପକ୍ଷରୁ ପ୍ରଥମେ ୧୦ ହଜାର ଟଙ୍କା ମିଳିଥିବା ବେଳେ ପରେ ୭୫ ହଜାର ଟଙ୍କା ମିଳିବାର ଆଶା ରହିଛି ବୋଲି …

Read More »