ବଲାଙ୍ଗୀର,୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ପାଟଣାଗଡ଼ ବିଧାୟକ ସରୋଜ ମେହେର ଗିରଫ । ଗତ ଜୁନ୍ ୬ ତାରିଖରେ ଏକ ରାସ୍ତାର କାର୍ଯ୍ୟ ନିମ୍ନ ମାନର ହୋଇଥିବା ଜନସାଧାରଣଙ୍କ ଅଭିଯୋଗରେ ଆଇନ କୁ ହାତକୁ ନେଇ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ରାସ୍ତାରେ ୧୦୦ ଥର ଆଣ୍ଠେଇବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଆସନ୍ତା ୨୫ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ୨୬ …
Read More »ସଂକ୍ଷେପରେ ତାଜା ଖବର : ପାଟଣାଗଡ଼ ବିଧାୟକ ସରୋଜ ମେହେର ଅଟକ
ବଲାଙ୍ଗୀର, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ପାଟଣାଗଡ଼ ବିଧାୟକ ସରୋଜ ମେହେର ଅଟକ । ଗତ ଜୁନ୍ ୬ ତାରିଖରେ ଏକ ରାସ୍ତାର କାର୍ଯ୍ୟ ନିମ୍ନ ମାନର ହୋଇଥିବା ଜନସାଧାରଣଙ୍କ ଅଭିଯୋଗରେ ଆଇନ କୁ ହାତକୁ ନେଇ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ରାସ୍ତାରେ ୧୦୦ ଥର ଆଣ୍ଠେଇବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଆସନ୍ତା ୨୫ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ …
Read More »ଗୋପ ଛକରେ ଟ୍ରକ ଦୁର୍ଘଟଣା
କେନ୍ଦ୍ରାପଡା, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ୫ନମ୍ବର (କ) ଜାତୀୟ ରାଜପଥରେ ଗୋପଛକ ପାଖରେ ଏକ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡା ହୋଇଥିବା ଗୋଟିଏ ଟ୍ରକକୁ ପଛରୁ ଅନ୍ୟଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବା ଫଳରେ ପଛ ଟ୍ରକର ବିଶେଷଭାବେ କ୍ଷତି ହୋଇଛି । କକ୍ରାବିନ ଭିତରୁ ଡ୍ରାଇଭର ବାହାରି ନ ପାରିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ କଟର ଯୋଗେ କେବିନ କଟାଯାଇ ଡ୍ରାଇଭରକୁ ବାହାର କରାଯାଇଥିବା ବେଳେ …
Read More »ଚେନ୍ ଲୁଟେରା ଗ୍ୟାଙ୍ଗର ୪ ଗିରଫ
ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)-ବଡ଼ଗଡ଼ ଥାନା ପୁଲିସ ଏକ ଚେନ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି । ଗ୍ୟାଙ୍ଗର ୪ଜଣ ସଦସ୍ୟକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁ୍କ୍ତମାନେ ହେଲେ ବଡ଼ଗଡ଼ ହରିଜନସାହିର ଜିତେନ୍ଦ୍ର ପ୍ରଧାନ(୨୨), କିରଣ କୁମାର(୨୨), ଗଦାଧର ନାୟକ(୨୦) ଓ ମଇଁଷିଖାଲ ବସ୍ତିର ଡି.ରାଜା(୨୦) । ଏମାନଙ୍କଠାରୁ ପୁଲିସ ଗୋଟିଏ ୧୫ ଗ୍ରାମର ସୁନାଚେନ୍, ୮ ଗ୍ରାମର ସୁନା କଏନ ଏବଂ ଗୋଟିଏ ଲାପ୍ଟପ୍ ଜବତ …
Read More »ଗଞ୍ଜେଇଭର୍ତିି ଟ୍ରକ୍ ଓ କାର୍ ଜବତ , ୪ ଗିରଫ
ମାଲକାନଗିରି, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଶନିବାର ପୃଥକ୍ ପୃଥକ୍ ଘଟଣାରେ ୧୦ କ୍ୱିଂଟାଲ ୬୨ କିଲୋଗ୍ରାମ ଗଞ୍ଜେଇ ସହ ଏକ ଟ୍ରକ ଓ କାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି । ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠୀଙ୍କ ନେତୃତ୍ୱରେ ପଦ୍ମଗିରିରୁ ଦିଲ୍ଲୀ ଯାଉଥିବା ଏକ ଟ୍ରକକୁ ସୀମାନ୍ତ ଛତିଶଗଡ଼ ଟିଟିବେରିଠାରେ ଅଟକାଇ ଯାଂଚ କଲାବେଳେ ସେଥିରେ …
Read More »ସଂକ୍ଷେପରେ ତାଜା ଖବର : ନିଖୋଜ କରଂଜିଆ ଜେଲ ୱାର୍ଡ଼ରଙ୍କ ଝୁଲନ୍ତା ମୃତ ଦେହ ଜଙ୍ଗଲରୁ ଉଦ୍ଧାର
କରଂଜିଆ, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- କରଂଜିଆ ସବଜେଲ ରୁ ଜଣେ କଏଦୀ ୧୬ ତାରିଖ ଦିନ ଚମ୍ପଟ ମାରିବା ପରେ ଗତ ୧୮ ତାରିଖରୁ ୱାର୍ଡ଼ର ସୁଶାନ୍ତ ବେହେରା ନିଖୋଜ ଥିଲେ । ତାଙ୍କର କୌଣସି ପତା ମିଳୁନଥିବାବେଳେ ଆଜି ଜଙ୍ଗଲ ମଧରେ ଝୁଲନ୍ତା ଅବସ୍ଥାରେ ତାଙ୍କର ଗଳିତ ମୃତ ଦେହ ମିଳିଛି ଓ ପାଖରୁ ମଧ୍ୟ ତାଙ୍କ ସାଇକେଲ ମିଳିଛି । ତେବେ ତାଙ୍କ ପକେଟରୁ ଏକ ହାତଲେଖା …
Read More »ସଂକ୍ଷେପରେ ତାଜା ଖବର : ଯୁବକଙ୍କ ଉତ୍ପାତ ଯୋଗୁ ହାଇଦ୍ରାବାଦ – ଗୌହାଟୀ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
ଭୁବନେଶ୍ୱର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ଜଣେ ଯୁବକଙ୍କ ଉତ୍ପାତ ଯୋଗୁ ଆଜି ହାଇଦ୍ରାବାଦ – ଗୌହାଟୀ ଇଣ୍ଡିଗୋ ବିମାନ ଟି ଭୁବନେଶ୍ୱର ଠାରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା । ମିଳିଥିବା ତାଜା ସୂଚନା ଅନୁସାରେ ହାଇଦ୍ରାବାଦ – ଗୌହାଟୀ ଇଣ୍ଡିଗୋ ବିମାନରେ ଇରସାଦ ଅଲ୍ଲୀ ନାମକ ଜଣେ ଯୁବକ ବିମାନ ମଧ୍ୟରେ ଉତ୍ପାତ କରିଥିଲେ । ସେ ଚଳନ୍ତା ବିମାନରେ ଏଣେ ତେଣେ ବୁଲିବା ସହ ଚିକ୍ରାର କରୁଥିଲା …
Read More »ଦୁର୍ଘଟଣାରେ ଗୁରୁତର ଆହତ ଯୁବକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ସାଲେପୁର,୨୨/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – ଗତକାଲି ରାତିରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଯୁବକର ଆଜି ମୃତ୍ୟୁ ଘଟିଥିବା ଜଣାଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବରରୁ ପ୍ରକାଶ ଯେ ଗତ କାଲି ରାତି ପ୍ରାୟ ୯.୩୦ମି. ସମୟରେ ସାଲେପୁର-ଜଗତପୁର ରାସ୍ତାର ମାଛୁଆତି ଦୁର୍ଗାଛକ ନିକଟରେ ଏକ …
Read More »ଧାଡ଼ିରେ ନଆସି ଚିକିତ୍ସା ପାଇଁ ପାଟକୁରା ଡ଼ାକ୍ତରଖାନାରେ ଗଣ୍ଡଗୋଳ
ପାଟକୁରା,୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ଧାଡ଼ିରେ ଛିଡ଼ା ନହୋଇ ଆଗ ଡ଼ାକ୍ତରଙ୍କ ନିକଟରେ ପହଂଚି ଚିକିତ୍ସା ପାଇଁ ଯିବା ଘଟଣାକୁ କେନ୍ଦ୍ର କରି ଆଜି ପାଟକୁରା ଡ଼ାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ ଆଜି ପୂର୍ବାହ୍ନ ୧୧ ଟା ୧୫ ମିନିଟ୍ ରେ ପାଟକୁରା ଡ଼ାକ୍ତରଖାନାରେ ରୋଗୀ ସେବା ଚାଲିଥିଲା । ବହୁ ସଂଖ୍ୟକ ରୋଗୀ ଥିବାରୁ ଧାଡ଼ିରେ ଛିଡ଼ାହୋଇ ଡ଼ାକ୍ତରଙ୍କ ନିକଟକୁ ଯାଇ ପରାମର୍ଶ …
Read More »୪ ଲକ୍ଷ ୮୪ ହଜାର ଲୁଟ୍
ବଲାଙ୍ଗିର, ୨୨/୦୬/୨୦୧୯ (ଓଡ଼ିଶା ସମାଚାର)- ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁର୍ବୃତ ଝାମ୍ପିନେଲେ ୪ ଲକ୍ଷ ୮୪ ହଜାର ଟଙ୍କା । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାର କଂଟାବାଞ୍ଜି ଅଂଚଳରେ । କଂଟାବାଞ୍ଜି ସହରର ପ୍ରତିଷ୍ଠିତ ବ୍ୟବସାୟୀ କିଶୋର ଅଗ୍ରୱାଲଙ୍କ ମ୍ୟାନେଜର ସୁନିଲ ଶର୍ମା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଶାଖାରୁ ଏହି ଟଙ୍କା ଉଠାଇ ଏକ ସ୍କୁଟି ଯୋଗେ ଫେରୁଥିଲେ । ଓଡ଼ିଶା ସମାଚାର
Read More »