Wednesday , December 11 2019
Home / ତାଜା ଖବର (page 5)

ତାଜା ଖବର

ବାଲି ଚୋରା ଚାଲାଣ ବେଳେ ଅତିରିକ୍ତ ତହସିଲଦାର ଙ୍କ ଚଢ଼ାଉ, ୩୦ ହଜାର ଟଙ୍କା ଜୋରିମାନା ଆଦାୟ

ଗରଦପୁର,୨୬/୧୧/୨୦୧୯(ଓଡ଼ିଶା ସମାଚାର)-ତେଣ୍ଡାକୁଡ଼ା ପଂଚାୟତର ସାନନୟନପୁର ଠାରେ ବେଆଇନଭାବେ ବାଲି ଚାଲଣ ହେଉଥିବା ଖବର ପାଇ ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ ଚଢ଼ାଉ କରି ୩ ଗୋଟି ଟ୍ରାକ୍ଟର ଜବତ କରିଥିଲେ । ପ୍ରତି ଟ୍ରାକ୍ଟର ଠାରୁ ୧୦ ହଜାର ଟଙ୍କା ଲେଖା ମୋଟ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ତେଣ୍ଡାକୁଡ଼ା ରାଜସ୍ୱ ସର୍କଲ ରାଜସ୍ୱ ନିରିକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଠାରୁ ଜଣାପଡ଼ିଛି । ଓଡ଼ିଶା ସମାଚାର

Read More »

ସଂକ୍ଷେପରେ ତାଜା ଖବର :  ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ପୂର୍ବତନ ସମ୍ପାଦକ  ଆଶିର୍ବାଦ ବେହେରାଙ୍କୁ ହାଇକୋର୍ଟ ରୁ ସର୍ତମୂଳକ ଜାମିନ

କଟକ ,୨୬/୧୧/୨୦୧୯(ଓଡ଼ିଶା ସମାଚାର )- ଗତ ସେପ୍ଟେମ୍ବର ୧୯ ତାରିଖରେ ସିବିଆଇ ର ଜାମିନ ବିହିନ ଗିରଫ ପରୱାନା ବଳରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ପୂର୍ବତନ ସମ୍ପାଦକ  ଆଶିର୍ବାଦ ବେହେରାଙ୍କୁ ହାଇକୋର୍ଟ ରୁ ସର୍ତମୂଳକ ଜାମିନ ମିଳିଛି । ଦେଢ଼ ଲକ୍ଷ ଟଙ୍କା ଲେଖାର ଦୁଇ ଜଣ ଜାମିନଦାର ବଳରେ ତାଙ୍କୁ ଜାମିନ ମିଳିବ । ସେ ନିଜର ପାସପୋଟ ଜମା କରିବାକୁ କୋର୍ଟ ନିର୍ଦ୍ଧେଶ …

Read More »

ଗାଁସାଥୀଙ୍କ ଆନ୍ଦୋଳନ ବେଳେ ଅଭାବନୀୟ ଘଟଣା – ବଲାଙ୍ଗୀର ଜିଲ୍ଲାର ମଧୁ ଛତ୍ରି୍ରଆଙ୍କ ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର ,୨୫/୧୧/୨୦୧୯(ଓଡ଼ିଶା ସମାଚାର)-ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ ତରଫରୁ ରାଜ୍ୟ ପଂଚାୟତିରାଜ ବିଭାଗରେ ପର୍ଯ୍ୟାୟକ୍ରମେ ସ୍ଥାୟୀ ନିଯୁକ୍ତି ଓ ମାସିକ ୬ ହଜାରରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ସମେତ ୫ଦଫା ଦାବିରେ ଚଳିତ ନଭେମ୍ବର ୪ ତାରିଖରୁ ଅଦ୍ୟାବଧି ବିଧାନସଭା ଆଗରେ ଧାରଣା ଅବ୍ୟାହତ ରହିଛି । ଆନ୍ଦୋଳନକୁ ୨୨ ଦିନ ପୁରିଲା । ପଂଚାୟତିରାଜ ମନ୍ତ୍ରୀଙ୍କ ସହିତ ଦୁଇଥର ଆଲୋଚନା ହୋଇସାରିଛି । …

Read More »

ସତ୍ୟଭାମାପୁର ଗ୍ରାମରେ କୁକୁଡ଼ା ଫାର୍ମରେ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ୬ବର୍ଷର ବାଳକ ମୃତ

ସାଲେପୁର, ୨୫/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) – ନିଜ କୁକୁଡ଼ା ଫାର୍ମରେ ବିଦୁ୍ୟତ୍ ତାର’ ବାପା ଲଗାଇଥିବାବେଳେ ଏହି ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଏକମାତ୍ର ପୁତ୍ରର ମୃତୁ୍ୟ ଘଟିବା ଘଟଣା ଏହି ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ଖବରରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମର କେଶବ ମହାରଣାଙ୍କ ୬ବର୍ଷର ପୁଅ ଦୀପକ ମହାରଣା ଆଜି ସକାଳେ ସାଇକେଲ୍ ଚଳାଉଥିବା ସମୟରେ ନିଜ କୁକୁଡ଼ା …

Read More »

ସଂକ୍ଷେପରେ ତାଜା ଖବର : ବ୍ୟବସାୟୀକ ଶତୃତାରୁ ଗୁଳିକାଣ୍ଡ , ଜଣେ ଗୁରୁତର ଆହତ

ଅନୁଗୁଳ ,୨୫/୧୧/୨୦୧୯(ଓଡ଼ିଶା ସମାଚାର)- ବ୍ୟବସାୟୀକ ଶତୃତାରୁ ଗୁଳିକାଣ୍ଡ ଘଟିଛି । ମିଳିଥିବା ତାଜା ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡ଼ାରେ ଗତକାଲି ରାତି ସାଢ଼େ ୧୧ ଟାରୁ ୧୨ ଟା ମଧ୍ୟରେ ଦୁଇଟି କାର ରେ ୭ ରୁ ଆଠ ଜଣ ଦୁର୍ବୃତ ଆସି ଧରଣୀଧର ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଧରଣୀଧରଙ୍କ ଜଂଘରେ ଗୁଳି ବାଜିଛି …

Read More »

ସଂକ୍ଷେପରେ ତାଜା ଖବର : ଏନକାଉଂଟର ରେ ଦୁର୍ଦ୍ଧାନ୍ତ ଅପରାଧୀ ଶିବା ଆହତ

ରାୟଗଡ଼ା ,୨୫/୧୧/୨୦୧୯(ଓଡ଼ିଶା ସମାଚାର)- ଅପହରଣ ଓ ଲୁଟ ଭଳି ୫୦ ରୁ ଅଧିକ ମାମଲାରେ ସମ୍ପୃକ୍ତ ଦୁର୍ଦ୍ଧାନ୍ତ ଅପରାଧୀ ହାଡ଼ପା ଶିବା ପୋଲିସ୍ ର ଏନକାଉଂଟରରେ ଆହତ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଦୁର୍ଦ୍ଧାନ୍ତ ଅପରାଧୀ ଶିବାକୁ ଧରିବା ପାଇଁ ଟାଉନ ଥାନା ପୋଲିସ୍ ଉଦ୍ୟମ କରିବା ବେଳେ ଶିବାର ଗୁଳିରେ ଏଏସଆଇ ରିଗାନ କିଣ୍ଡୋ ଓ ହାବିଲଦାର ଦିଲିପ ହୋତା (ଦୁଇ ଜଣ ପୁଲିସ୍ ) …

Read More »

ସଂକ୍ଷେପରେ ତାଜା ଖବର : ମାଓବାଦୀ ନାମରେ ଦାଦାବଟି ପାଇଁ ଧମକ ଦେଉଥିବା ୫ ନକଲି ମାଓବାଦୀ ଗିରଫ 

 ମାଲକାନାଗିରି ,୨୫/୧୧/୨୦୧୯(ଓଡ଼ିଶା ସମାଚାର)-   ମାଓବାଦୀ ନାମରେ ଦାଦାବଟି ପାଇଁ ଧମକ ଦେଉଥିବା ୫ ନକଲି ମାଓବାଦୀଙ୍କୁ ପୁଲିସ୍  ଗିରଫ  କରିଛି । ମିଳିଥିବା ତାଜା ସୂଚନା ଅନୁସାରେ ମୋଟୁ ଥାନା ଅନ୍ତର୍ଗତ ପେଟା ଅଂଚଳର ସି ଭେଣୁଗୋପାଳ ଜଣେ ଗ୍ରାନାଇଟ ଖଣି (ମାଇନ୍ସ) ମାଲିକ ଓ ତାଙ୍କ କର୍ମଚାରୀଙ୍କୁ ବାରମ୍ବାର ୮୭୬୩୫୦୩୯୮୭ ନମ୍ବର ମୋବାଇଲ ଫୋନ୍ ରୁ ନିଜକୁ ମାଓବାଦୀ ଭାବରେ ପରିଚୟ ଦେଇ ୫୦ ଲକ୍ଷ ଟଙ୍କା ଦାଦାବଟି …

Read More »

ସଂକ୍ଷେପରେ ତାଜା ଖବର : ସ୍କୁଟି ଉପରେ ଚଢ଼ିଗଲା ବସ୍ , ୩ ଫୁଟବଲ ଖେଳାଳି ମୃତ

ରାଜଗାଙ୍ଗପୁର,୨୫/୧୧/୨୦୧୯(ଓଡ଼ିଶା ସମାଚାର)- ଫୁଟବଲ ଖେଳିସିରି ସ୍କୁଟିରେ ଫେରୁଥିବାବେଳେ ଏକ ଯାତ୍ରୀବାହି ବସ ସ୍କୁଟି ଉପରେ ଚଢ଼ିଯିବାରୁ ଦୁର୍ଘଟଣାସ୍ଥଳରେ ହିଁ ତିନି ଜଣ ଫୁଟବଲ ଖେଳାଳିଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ଜଣେ ଖେଳାଳି ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷ ର ଜ୍ଞାନପାଲୀ ଠାରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ସେଠାରେ ଉତେଜନା ପ୍ରକାଶ ପାଇଥିଲା …

Read More »

ସଂକ୍ଷେପରେ ତାଜା ଖବର : ଇସକନ ମନ୍ଦିର ରୁ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର,୨୪/୧୧/୨୦୧୯(ଓଡ଼ିଶା ସମାଚାର)- ଭୁବନେଶ୍ୱର ଇସକନ ମନ୍ଦିର ରୁ ଜଣେ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଆସ୍କା ଶେରଗଡ଼ ଅଂଚଳର ବାବୁ ସାହୁ ଇସକନ ମନ୍ଦିରର ଭୋଜନାଳୟରେ ଦୀର୍ଘ ୧୬ / ୧୭ ବର୍ଷ ହେଲା କାମ କରୁଥିଲେ । ସେ ଛୁଟିରେ ଘରକୁ ଯାଇଥିଲେ । କିନ୍ତୁ ଆସି ସକାଳୁ ମନ୍ଦିରର ସର୍ବସାଧାରଣଙ୍କ ପାଇଁ ଥିବା ଶୌଚାଳୟରୁ ଝୁଲନ୍ତା ଅବସ୍ଥାରେ ତାଙ୍କର …

Read More »

ଶକ୍ତି ବସ ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ଆହତ

ଭୁବନ ୨୩/୧୧/୨୦୧୯(ଓଡ଼ିଶା ସମାଚାର)-ଢେଙ୍କାନାଳ ରୁ ଭୁବନ କୁ ଆସୁଥିବା ଶକ୍ତି ବସ ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ୫୩ ନମ୍ବର ଜାତୀୟ ରାଜପଥ ର ବାଲିଝାଟି ନିକଟରେ ଦୁର୍ଘଟଣା ଘଟି ୧୩ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ଓଆର ୦୬ ଜି-୩୯୯୦ ନମ୍ବର ଶକ୍ତି ବସ ଟି ନିର୍ଦ୍ଧାରିତ ସମୟ ସକାଳ ୯.୧୫ ମିନିଟରେ ଢେଙ୍କାନାଳ ଷ୍ଟାଣ୍ଡରୁ ବାହାରି …

Read More »