Wednesday , December 11 2019
Breaking News
Home / ତାଜା ଖବର (page 30)

ତାଜା ଖବର

ପୁରୀ ରେ ଡ଼ବଲ ଏନକାଉଂଟର – ଦୁଇ ଦୁର୍ଦ୍ଧାନ୍ତ ଅପରାଧୀ ଆହତ

ପୁରୀ, ୧୦/୦୯/୨୦୧୯(ଓଡ଼ିଶା ସମାଚାର)- ପୁରୀ ରେ ଡ଼ବଲ ଏନକାଉଂଟର । ବାସେଳିସାହି ଥାନା ଅଂଚଳରେ ହୋଇଥିବା ଏହି ଏନକାଉଂଟରରେ ଦୁଇ ଦୁର୍ଦ୍ଧାନ୍ତ ଅପରାଧୀ ଆହତ ହୋଇଛନ୍ତି । ଏହି ଦୁଇ ଦୁର୍ଦ୍ଧାନ୍ତ ଅପରାଧୀ ହେଉଛନ୍ତି ବାସେଳିସାହିର ଟିକି ଖାଁ ଓ ତାଳବଣିଆ ର ବିଶ୍ୱରଂଜନ ସାହୁ (ବିଷୁ) । ଗତକାଲି ବିଳମ୍ବିତ ରାତିରେ ଏହି ଏନକାଉଂଟର ହୋଇଛି । ଆହତ ଦୁଇ ଅପରାଧୀଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ …

Read More »

ସମ୍ବଲପୁର ରେ ଏନକାଉଂଟର

ସମ୍ବଲପୁର, ୧୦/୦୯/୨୦୧୯(ଓଡ଼ିଶା ସମାଚାର)- ସମ୍ବଲପୁର ରେ ଏନକାଉଂଟର । ଦୁର୍ଦ୍ଧାନ୍ତ ଅପରାଧୀ ତ୍ରିଦେବ ବାଗ୍ ଆହତ ।  ମିଳିଥିବା ତାଜା ସୂଚନା ଅନୁସାରେ କୁଲୁଥକାନି – ଧନକଉଡ଼ା ରାସ୍ତାରେ ଭୋର ସାଢ଼େ ୫ ଟା ବେଳେ ଏହି ଏନକାଉଂଟର ହୋଇଛି ।  ତ୍ରିଦେବ ଓ ତାର ସହଯୋଗୀମାନେ ଏକ ଡ଼କାୟତି ଯୋଜନା କରୁଥିବା ଖବର ପାଇ ଧନୁପାଲୀ ଥାନା ପୋଲିସ୍ ଓ ସ୍ପୋଷାଲ  ସ୍କ୍ୱାର୍ଡ଼ ମିଳିତ ଭାବେ ଚଢ଼ାଉ କରିଥିଲେ …

Read More »

ସାଲେପୁର ଅଂଚଳରେ ଅଚିହ୍ନା ରୋଗରେ ବହୁ ଗୋରୁଗାଈ ଆକ୍ରାନ୍ତ, ୧ମୃତ

ସାଲେପୁର, ୦୯/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା )- ସାଲେପୁର ଅଂଚଳରେ ଏହି କିଛି ଦିନ ହେବ ବହୁ ଗୋରୁଗାଈ ଅଚିହ୍ନା ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟମୁଖରେ ପଡୁଥିବାବେଳେ ସାଲେପୁର ପ୍ରାଣୀସଂପଦ ବିଭାଗ ପକ୍ଷରୁ ରୋଗ ନିରାକରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ପଶୁପାଳକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗରୁ ପ୍ରକାଶ ଯେ ଗତ କିଛିଦିନ ତଳେ ରାମେଶ୍ୱର ଅଂଚଳରେ ଏହି ଅଚିହ୍ନା ରୋଗରେ ଏକାଧିକ …

Read More »

ଘର ଭିତରୁ ଦିଅର ଭାଉଜଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

ସୁନ୍ଦରଗଡ, ୦୯/୦୯/୨୦୧୯(ଓଡ଼ିଶା ସମାଚାର)-ସୁନ୍ଦରଗଡ଼ ରିଉ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।ଏକ ଘର ଭିତରୁ ଦିଅର ଭାଉଜଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ଭାଉଜକୁ ମାରିବା ପରେ ଦିଅର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଥାନା ରିଉ ଗାଁରେ ଘଟିିଛି ଏହି ଅଭାବନୀୟ ଘଟଣା । ଏକ ଘର ଭିତରୁ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଠାବ …

Read More »

  ଦୁଇ  ନାବାଳକ ପୁଅଙ୍କୁ ହତ୍ୟାକରି ମା ର ଅତ୍ମହତ୍ୟା ସଂଦେହ

କଳାହାଣ୍ଡି, ୦୯/୦୯/୨୦୧୯(ଓଡ଼ିଶା ସମାଚାର/ ସଂଜୟସିଂହ)-  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଜ ଜନ୍ମକଲା ଦୁଇ ପୁଅକୁ ସ୍ୱାମୀର ଅନୁପସ୍ଥିତିରେ ଗଳାକାଟି ହତ୍ୟା କରିବା ପରେ ନିଜେ ମା ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଦୁଇ ପୁଅ ରବିନ୍ଦ୍ରମାଝୀ (୪) ଓ ଦୁଷ୍ମନ୍ତ ମାଝୀ (୬) ଏବଂ ମୃତ ମା ବିମଳା ମାଝୀ …

Read More »

ନଦୀରୁ  ଯୁବକର ମୃତୁ୍ୟଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

କେନ୍ଦ୍ରାପଡା, ୦୮/୦୯/୨୦୧୯(ଓଡ଼ିଶା ସମାଚାର)- ସଦରଥାନା ଅନ୍ତର୍ଗତ କୁଶିଆପାଳ ଗ୍ରାମନିକଟ  ଗୋବରୀନଦୀ ପାଣିରୁ ଶନିବାର ରାତିରୁ  ଘରୁ ନିଖୋଜ ଥିବା ସେହି ଗ୍ରାମର ପ୍ରସନ୍ନ ନାୟକ(୩୮)ଙ୍କ ମୃତ ଦେହ   ରବିବାର ଉଦ୍ଧାର କରାଯାଇଛି ।  ମୃତକର ସ୍ତ୍ରୀ ସୁଜାତା ନାୟକ ରବିବାର  ସଦରଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ରସନ୍ନକୁ ହତ୍ୟା କରାଯାଇଛି ବୋଲି ।  ସଦରଥାନା ପୋଲିସ ଏ ସମ୍ପର୍କରେ ୩୦/୨୦୧୯ରେ  ଏକ ଅପମୃତୁ୍ୟ ମାମଲା ରୁଜୁକରି ଘଟଣାର …

Read More »

ବିପୁଳ ପରିମାଣର ମଦ ଜବତ,୧ଗିରଫ 

କେନ୍ଦ୍ରାପଡା ୦୮/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଶେଷଦେବ ଦାସଙ୍କ ନିର୍ଦେଶ କ୍ରମେ ଅବକାରୀ ଇନିସପେକ୍ଟର ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ  ମହାକାଳପଡା ବ୍ଲକ ଅନ୍ତର୍ଗତ ଖରନାସୀ ବଜାର(ହରିଆବାଙ୍କ)ର  ଏକ ଚୋରାମଦ ବେପାରୀହରିପଦ ସାମନ୍ତଙ୍କ ଉପରେ ଚଢାଉ କରାଯାଇ ୧୪ପେଟି (୭୦ଲିଟର) ଦେଶୀମଦ ଜବତ କରାଯିବା ସହିତ ଚୋରା ମଦବେପାରୀ ବତୀଘର ଗ୍ରାମର ହରିପଦ ସାମନ୍ତ(୩୫)ଙ୍କୁ ଗିରଫ କରାଯିବା ସହିତ ଏକ ବାଇକ ମଧ୍ୟ ତାଙ୍କ ଠାରୁ ଜବତ କରାଯାଇଛି …

Read More »

ଦଶ ହଜାର ଟଙ୍କା ଲାଂଚ ନେବା ସମୟରେ ଗୋଲାମୁଣ୍ଡା ଥାନା ପୋଲିସ ଏଏସ୍ଆଇ ଭିଜଲାନ୍ସ ଦ୍ୱାରା ଗିରଫ

କଳାହାଣ୍ଡି,୦୮/୦୯/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଏଏସ୍ଆଇ ରାଜକପୁର ବେହେରା ଲାଂଚ ନେବା ସମୟରେ ଭିଜଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି । ଏକ ଜମିବାଡି ସମ୍ବନ୍ଧୀୟ କେଶ ପାଇଁ ଡୁଡକେଲା ଗ୍ରାମର ତ୍ରିନାଥ ନାଏକଙ୍କୁ ୧୦ ହଜାର ଟଙ୍କା ଲାଂଚ ମାଗିଥିଲେ । ତ୍ରିନାଥ ନାଏକ ଭିଜଲାନ୍ସର ଦ୍ୱାରସ୍ଥ ହେବାପରେ ଆଜି ପ୍ଳାନ ମୁତାବକ ୧୦ ହଜାର ଟଙ୍କା ନେଇ ଏଏସ୍ଆଇ ରାଜକପୁର …

Read More »

ସ୍ତ୍ରୀ, ଶାଶୁ ଓ ପିଲାଙ୍କୁ ରାସ୍ତାରେ ଠେଲି ଦେଇ ଯୁବକ ଫେରାର, ଶାଶୁ ଓ ସ୍ତ୍ରୀ ଗୁରୁତର

ସାଲେପୁର, ୦୮/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) – ପାରିବାରିକ ଅଶାନ୍ତି କାରଣରୁ  ଦ୍ୱିପାଂଚଳର ଜଣେ ବ୍ୟକ୍ତି ନିଜ ସ୍ତ୍ରୀ, ଶାଶୁ ଓ ୨ପିଲାଙ୍କୁ ମୋଟର ସାଇକେଲରୁ ଠେଲିଦେଇ ଗୋଟିଏ ପୁତ୍ରକୁ ଧରି ଫେରାର ହୋଇଯାଇଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ କିଶୋରନଗର ଥାନାରେ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ କିଶୋରନଗର ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମର ଗୋଲଖ ସାମଲ ନିଜ ପତ୍ନୀ ଲିଜା ସାମଲ, ଶାଶୁ  …

Read More »

ଗଛରୁ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସାଲେପୁର୦୮/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା)- ବୋଦାମୁଣ୍ଡାଇ ରାସ୍ତାକଡ଼ରେ ଥିବା ଏକ ଓଉ ଗଛରୁ ଜଣେ ମାଛ ବ୍ୟବସାୟୀଙ୍କ ମୃତ ଦେହକୁ ସାଲେପୁର ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବା ଜଣାଯାଇଛି । କେହି ସଂପୃକ୍ତ ଯୁବକକୁ ହତ୍ୟାକରି ଏଠାରେ ଗଛରେ ଝୁଲାଇଦେଇଥିବା ଯୁବକର ପରିବାର ଲୋକ ସନ୍ଦେହ କରି ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବରରୁ ପ୍ରକାଶ ଯେ ବରାଦ ଗ୍ରାମର କୁନ ସେଠୀଙ୍କ ପୁତ୍ର …

Read More »