Wednesday , December 11 2019
Home / ତାଜା ଖବର (page 20)

ତାଜା ଖବର

କଳାବୁଦା ଦୂର୍ଗାପୂଜା ଶାନ୍ତି କମିଟି ବୈଠକ

ଗରଦପୁର,୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ  ୯ ଟି ସ୍ଥାନରେ  ଦୁର୍ଗତୀ ନାଶିନୀ ମା ଦୂର୍ଗାଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହେଉଅଛି । ଏହି ପୂଜା ଓ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମାହିତ କରିବା ପାଇଁ  ଗତକାଲି କଳାବୁଦା ପଂଚାୟତ  କାର୍ଯ୍ୟାଳୟରେ  ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  କଳାବୁଦା ସରପଂଚ …

Read More »

ପରିବାରର ଏକ ମାତ୍ର ପୁତ୍ର ର ବିଦ୍ୟୁତ୍ ଆଘାତରେ ମୃତ୍ୟୁ, ସହାୟତା ପାଇଁ ଗ୍ରାମବାସୀଙ୍କ ଆକୁଳ ନିବେଦନ

ନାଉଗାଁ ୦୩/୧୦/୨୦୧୯ (ଓଡ଼ିଶା ସମାଚାର)- ନାଉଗାଁ ବ୍ଲକ ବଛାଳୋ ପଂଚାୟତର ବଛାଳୋ (ବିଲସାହି) ଗ୍ରାମରେ ଏକ ଅଭାବନିୟ ଦୁଃଖଦ ଘଟଣା ଘଟିଯାଇଛି । ଉକ୍ତ ଗ୍ରାମର ଉପେନ୍ଦ୍ର ବିଶ୍ୱାଳଙ୍କର ଏକମାତ୍ର ୧୭ ବର୍ଷର ପୁଅ ସୁଦର୍ଶନ ବିଶ୍ୱାଳ ନିଜ ଘରେ ଝୁଲୁଥିବା ଛିଣ୍ଡା ତାର ରିପ୍ୟାରିଙ୍ଗ୍ କରୁଥିବା ସମୟରେ ବିଦ୍ୟୁୁତ୍ ଆଘାତରେ ଗୁରୁତର ଆହତ ହୋଇ ନାଉଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯଅଇଥିଲା । ହସପିଟାଲରେ ଡାକ୍ତର ତାଙ୍କୁ ମୃତ …

Read More »

୫ ଡକାୟତ ଗିରଫ – ନଗଦ ୮୦୦୦ ଟଙ୍କା, ଗୋଟିଏ ମୋବାଇଲ ଫୋନ, ଗୋଟିଏ ମୋବାଇଲ ଟ୍ୟାବ ଜବତ

ଜୟପୁର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)-ପୁଲିସକୁ ମିଳିଛି ବଡ଼ ସଫଳତା । ୫ଡକାୟତଙ୍କୁ ଗିରଫ କରିଛି ପୁଲିସ । ଗତ ୧୮ ତାରିଖରେ ଦେଅଗୁଡାରେ ଭାରତ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧୬୦୦୦ ଟଙ୍କା ଲୁଟ ଘଟଣାର ପର୍ଦ୍ଧାଫାସ କରିଛି ପୁଲିସ । ଏହି ଲୁଟ ଘଟଣା ପରେ ଜୟପୁର ସଦର ଥାନା ପୁଲିସ ୧୬୧/୧୯ ନମ୍ବରରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ କୁନ୍ଦାରୀଗୁଡାର କିରଣ …

Read More »

ଜୁଆ ଆଡ୍ଡା ଉପରେ ଚଢ଼ଉ : ୧ ଲକ୍ଷ ଟଙ୍କା ସହ ୬ ଜୁଆଡି ଗିରଫ

ଜୟପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇ ୬ଜଣ ଜୁଆଡିଙ୍କୁ ପୁଲିସ ଗିରଫ କରିଛି । ପାର୍ବଣ ଋତୁ ଚାଲିଥିବାରୁ କୋରାପୁଟ ଆରକ୍ଷୀ ଅଧିକ୍ଷକ ଏବଂ ଜୟପୁର ଉପଖଣ୍ଡ ପୁଲିସ ଅଧିକାରୀଙ୍କ ନିର୍ଦେଶକ୍ରମେ ଏହି ଚଢ଼ଉ କରାଯାଇଥିଲା । ଜୁଆଡିଙ୍କ ଠାରୁ ନଗଦ ୧୫୬୩୦୦ ଟଙ୍କା, ୮ଟି ମୋବାଇଲ ଫୋନ ସହ ଅନ୍ୟାନ୍ୟ ଜୁଆ ସାମଗ୍ରୀକୁ ପୁଲିସ ଜବତ କରିଛି । ସହରରେ ଅବାଧ ଜୁଆ ଆଡ୍ଡା …

Read More »

ରାମଚଣ୍ଡୀ ସେତୁ ଆପ୍ରୋଚ୍ ରାସ୍ତା ଦବିଲା

ମହାକାଳପଡା, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)-ପ୍ରଭାକରପୁର- ଖରିନାସୀ ରାସ୍ତାର ରାମଚଣ୍ଡୀ ସେତୁର ଉଭୟ ପଟର ସଂଯୋଗୀ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସେତୁ ନିର୍ମାଣର ମାତ୍ର ୬ ମାସ ପରେ ଉଭୟ ପଟର ସଂଯୋଗୀକରଣ ରାସ୍ତା ଫାଟିଗଲାଣି । ଅତଡ଼ା ଖସିବା ଭଳି ପରିସ୍ଥିତି ଦେଖାଦେଇଛି । ପୂର୍ତବିଭାଗ ବାରମ୍ବାର ପ୍ୟାଚ୍ ପକାଇ ଦୁର୍ବଳତାକୁ ଘୋଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ଏହା ପୁଣି ପଦାକୁ ଆସୁଛି । ସରକାର ପୂର୍ତ ବିଭାଗ …

Read More »

ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନାରୁ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଯାତ୍ରୀ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ଏକ ବସ୍ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବାବେଳେ ଗାଡ଼ିଟି ଦୁର୍ଘଟଣାଗସ୍ତ ହୋଇଥିଲା । ଅଳ୍ପକେ ବହୁ ଲୋକ ନିଶ୍ଚିନ୍ତ ଦୁର୍ଘଟଣାରୁ ବର୍ତି ଯାଇଥିଲେ । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ନାନ୍ଦୋଳଗଡ଼ା ନିକଟରେ ଉତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ଖବରରୁ ପ୍ରକାଶ ଯେ ଆଜି …

Read More »

ମାଛୁଆତି ଗ୍ରାମରୁ ଗ୍ରୀଲ୍ ଭାଙ୍ଗି ମୋଟରସାଇକେଲ୍ ଓ ମୋବାଇଲ୍ ଚୋରୀ

ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ଗତକାଲି ବିଳମ୍ବିତ ରାତ୍ରିରେ ମାଛୁଆତି ଗ୍ରାମର କମଳାକାନ୍ତ ବିଶ୍ୱାଳଙ୍କ ଘରେ ଭଡ଼ା ସୂତ୍ରରେ ରହିଆସୁଥିବା ମହାନଦୀ ମହାବିଦ୍ୟାଳୟର ଅଧ୍ୟାପକ ପ୍ରମୋଦ କୁମାର ମଲ୍ଲିକଙ୍କ ଘର ଗ୍ରୀଲ୍ ଭାଙ୍ଗି କେହି ଦୁର୍ବୃତ ବାରଣ୍ଡାରେ ରଖାଯାଇଥିବା ଓ.ଆର.୦୨ବିବି ୨୫୪୧ ନମ୍ବର ବିଶିଷ୍ଟ ଏକ ଡିସକଭରୀ ମୋଟରସାଇକେଲ୍ ନେବା ସହ ଏକ ମୋବାଇଲ୍କୁ ଚୋରି କରି ନେଇଯାଇଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତମାନେ …

Read More »

ବନ ବିଭାଗ ପକ୍ଷରୁ କାଠ ଗୋଦାମ ଉପରେ ଚଢାଉ

ଭଦ୍ରକ, ୦୧/୧୦/୨୦୧୯ (ଓଡ଼ିଶା ସମାଚାର)- ବନ ବିଭାଗ ପକ୍ଷରୁ ଭଦ୍ରକ ଜିଲାର ବନ୍ତ ଠାରେ ଏକ ଚୋରା କାଠ ଗୋଦାମ ଉପରେ ଚଢାଉ କରାଯାଇ ବିପୁଳ ପରିମାଣର ବେଆଇନ୍ ମହଜୁଦ କାଠକୁ ଜବତ କରାଯାଇଛି । ଏହି ବ୍ଲକ୍ର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ହେବ ବେଆଇନ୍ କାଠଗୋଲା ଖୋଲାଯାଇ ଦିନ ଦ୍ୱିପ୍ରହରରେ ବ୍ୟବସାୟ ଚାଲିଆସୁଥିଲାବେଳେ ବନ ବିଭାଗର ନିଦ ଭାଙ୍ଗିନଥିଲା । ମାସିକିଆ ଚାନ୍ଦା ନେଇ ବନ ବିଭାଗର କର୍ମଚାରୀମାନେ …

Read More »

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ

ଜଟଣୀ,୦୧/୧୦/୨୦୧୯(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ପ୍ରଧାନସାହି ପାଂଚ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି  । ତେବେ  ଘଟଣାରେ ପୁଲିସ କାହାରିକୁ ଗିରଫ କରି ନଥିବା ଜଣାପଡିଛି । ସୂଚନାନୁସାରେ, ଜଟଣୀ ବ୍ଲକ ଅଧିନସ୍ଥ ଏୟାରଫିଲ୍ଡ ଥାନା …

Read More »

ଗୁଣିଗାରେଡିକୁ ନେଇ ହତ୍ୟା

ଆନନ୍ଦପୁର, ୩୦/୦୯/୨୦୧୯ (ଓଡ଼ିଶା ସମାଚାର)- ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ପଂଚାୟତର କନ୍ତଳା ଗ୍ରାମରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ହତ୍ୟାକାଣ୍ଡ । ଗୁଣିଗାରେଡିକୁ କେନ୍ଦ୍ରକରି ଗ୍ରାମର ଅଙ୍କୁର ବିରୁଆ(୨୮)ନାମକ ଯୁବକ, ସେହି ଗ୍ରାମର ୫୫ବର୍ଷିୟ ମହିଳା ବିରାଙ୍ଗି ପୁର୍ତିକୁ ଏକ କଟୁରୀ ସାହାଯ୍ୟରେ ହତ୍ୟା କରିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି । ଖବରପାଇ ଆନନ୍ଦପୁର ପୁଲିସ ସବ୍-ଇନିସପେକ୍ଟର ସୁଶାନ୍ତ କୁମାର ଖୁଂଟିଆ ଘଟଣାସ୍ଥଳରେ ପହଂଚିି ଉଭୟ …

Read More »