Wednesday , December 11 2019
Home / ତାଜା ଖବର (page 2)

ତାଜା ଖବର

ତାଜା ଖବର : ଯୁବତୀଙ୍କୁ ପୋଲିସ କର୍ମଚାରୀଙ୍କ ଗଣ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- ପୁରୀରେ ଆଉ ଏକ ଲଜ୍ଜା । ଜଣେ ଯୁବତୀଙ୍କର ଅଭିଯୋଗ ଅତ୍ୟନ୍ତ ଚାଂଚଲ୍ୟକର । ସମ୍ପୃକ୍ତ ଯୁବତୀଙ୍କୁ ପୋଲିସ କର୍ମଚାରୀ ର ପରିଚୟ ଦେଇ ବିଶ୍ୱାସ ଜନ୍ମାଇ କାର ରେ ଲିଫ୍ଟ ଦେଇ ପୁରୀରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ପିଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ସେ ନିମାପଡ଼ା ବସ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ । ଏକ ଜଳଖିଆ ଦୋକାନରେ ଜଳଖିଆ …

Read More »

ନକଲି ସାର୍ଟିଫିକେଟରେ ଚାକିରୀ, ଧରା ପଡିଲେ ୨ ଶିକ୍ଷକ

କେନ୍ଦ୍ରାପଡା ୦୨/୧୨/୨୦୧୯(ଓଡ଼ିଶା ସମାଚାର)-ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ୨ ଜଣ ଶିକ୍ଷକ ଧରା ପଡିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ  ଜିଲ୍ଲାର ରାଜକନିକା ବ୍ଲକର ସୁବ୍ରତ ପାଣ୍ଡବ ଏବଂ ରାଜନଗର ବ୍ଲକର ହିମାଂଶୁ ଶେଖର ପ୍ରଧାନ ନାମକ ୨ ଜଣ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଶିକ୍ଷା ସହାୟକ ବାବେ ଚାକିରି ପାଇଥିଲେ । ଅଭିଯୋଗ ହେବାପରେ ସେମାନଙ୍କ  ସାର୍ଟିଫିକେଟ ଗୁଡିକ ବିଭାଗ ପକ୍ଷରୁ  ଯାଂଚ କରାଯିବାରେ  …

Read More »

ଗୋରୁ ବୋଝେଇ ଗାଡି ଜବତ ୮ଟି ଗୋରୁ ଉଦ୍ଧାର, ଡ୍ରାଇଭର ଓ ମାଲିକ ଗିରଫ

କେନ୍ଦ୍ରାପଡା ୦୨/୧୨/୨୦୧୯(ଓଡ଼ିଶା ସମାଚାର)-ସଦର ଥାନା ପୋଲିସ ଦ୍ୱାରା ଏକ ଗୋରୁ ବୋଝେଇ ଗାଡି ଜବତ ହେବା ସହିତ ୮ଟି ଗୋରୁ ଉଦ୍ଧାର ହୋଇଥିବା ଜଣାପଡିଛି । ଗାଡିର ଡ୍ରାଇଭର ଏବଂ ମାଲିକଙ୍କୁ ସଦର ଥାନା ପୋଲିସ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଆୟବା ଅଂଚଳରୁ ଏକ ବୋଲେରୋ ଗାଡି (ନଂ-ଓଡି-୨୯-୨୧୯୪ )ରେ ପ୍ରାୟ ୮ଟି ଗୋରଙ୍କୁ ବୋଝେଇ କରି ଅତି ଦୟନୀୟ …

Read More »

ପୋଡିହୋଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ,କାରଣ ଅସ୍ପଷ୍ଟ

କେନ୍ଦ୍ରାପଡା ୦୨/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଖଡିଅଙ୍ଗ ଗ୍ରାମର ସୁରେନ୍ଦ୍ର ସିଂଙ୍କ ପତ୍ନୀ ଅନୁସୟା ସିଂ(୫୨) ସୋମବାର ସକାଳ ପ୍ରାୟ ସାଢେ୯ଟା ସମୟରେ ଘରେ କେହି ନଥିବାର ସୁଯୋଗରେ ଘର ଭିତରୁ କବାଟ ଦେଇ ନିଜ ଉପରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ । ତାଙ୍କ ଘରୁ ଧୁଆଁ ବାହାରିବାରୁ ନିକଟସ୍ଥ ଲୋକଙ୍କ ଖବର ପାଇ ଅଗ୍ନିଶମ ବିଭାଗ ଗାଡି ଘଟଣା ସ୍ଥଳରେ ପହଁଚି ଘରର …

Read More »

      ୱାରେଂଟି  ଗିରଫ

  ଗରଦପୁର ୦୨/୧୨/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ପୁଲିସ ଜଣେ ୱାରେଂଟିକୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ,ଏହି ଥାନା ଅନ୍ତର୍ଗତ ତାଳସଙ୍ଗା ଗ୍ରାମର ସର୍ବେଶ୍ୱର ବେହେରାଙ୍କ (୪୫)ନାମରେ ଗତ ଫେବୃଆରୀ ମାସ ୨୫ ତାରିଖରେ ଚେକ୍ ବାଉନ୍ସ ମାମଲା ରହିଥିଲା । ଏହି ଅଭିଯୋଗରେ ପାଟକୁରା ପୁଲିସ ୱାରେଂଟ ବଳରେ ସର୍ବେଶ୍ୱରଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି …

Read More »

ସଂକ୍ଷେପରେ ତାଜା ଖବର : ଘର ମଧ୍ୟରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର

କେନ୍ଦ୍ରାପଡ଼ା ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗାଁ ର ଏକ ଘର ମଧ୍ୟରୁ ଅନୁସୟା ସିଂ ନାମକ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି । ଘରେ ତାଙ୍କ ସ୍ୱାମୀ ଓ ପିଲା ନଥିଲେ । ତାଙ୍କ ମାନସିକ ଅବସ୍ଥା ଗତ କିଛି ମାସ ହେଲା ଠିକ୍ ନଥିଲା । ସେ ୟାଡ଼େ ସ୍ୟାଡ଼େ ପଳାଇଯାଉଥିଲେ । ପଡ଼ୋସୀ ଦେଖି ଦମକଳ …

Read More »

ସଂକ୍ଷେପରେ ତାଜା ଖବର : ଗ୍ୟାସ ଟାଙ୍କି ବିଷ୍ଫୋରଣରେ ଦମ୍ପତି ଗୁରୁତର ଆହତ

ଭୁବନେଶ୍ୱର ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- ଗତକାଲି ରାତିରେ ଜଣେ ମହିଳା ଗ୍ୟାସ ଚୁଲାରେ ପାଣି ଗରମ କରୁଥିବାବେଳେ ଗ୍ୟାସ ଟାଙ୍କି ବିଷ୍ଫୋରଣ ଘଟି ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ପତ୍ନୀ ଗ୍ୟାସ ଚୁଲାରେ ପାଣି ଗରମ କରୁଥିବାବେଳେ ଗ୍ୟାସ ଟାଙ୍କି ବିଷ୍ଫୋରଣ ଘଟି ଥିଲା । ପତ୍ନୀ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ବଂଚାଇବାକୁ ଯାଇ ସ୍ୱାମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । …

Read More »

ସଂକ୍ଷେପରେ ତାଜା ଖବର : ଘର ମଧ୍ୟରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର

କେନ୍ଦ୍ରାପଡ଼ା ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗାଁ ର ଏକ ଘର ମଧ୍ୟରୁ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି । ଟାଉନଥାନା ପୋଲିସ୍ ଘଙ୍କରାର ତଦନ୍ତ କରୁଛି । ଓଡ଼ିଶା ସମାଚାର

Read More »

ଭରତି ପାହାଡରେ ହାତୀପଲ,ଭୁବନ ରେ ଆତଙ୍କ

ଭୁବନ ୦୨/୧୨/୨୦୧୯(ଓଡ଼ିଶା ସମାଚାର)- ଭୁବନ ସହର ଉପକଣ୍ଠସ୍ଥ ଭରତି ପାହାଡ ରେ ଗତକାଲି ରାତିରୁ ୧୦ ରୁ ଉଦ୍ଧ୍ୱର୍ ହାତୀ ନିକଟସ୍ଥ ଶାମଳ ଜଙ୍ଗଲରୁ ଆସି ରହିଛନ୍ତି । ବଣୁଆ ହାତୀ ପଲ ଙ୍କ ଯୋଗୁ ଭୁବନରେ ଆତଙ୍କ ସ୍ୃଷ୍ଟି ହୋଇଛି । ପ୍ରତିବର୍ଷ ଏହି ସିଜିନରେ ଧାନ ଅମଳ ସମୟରେ ବ୍ରାହ୍ମଣୀ ନଦୀ ର ଦକ୍ଷିଣ ପଟ ଦଲାର ଜଙ୍ଗଲରୁ ହାତୀମାନେ ନଦୀପାର ହୋଇ ଭୁବନ ବ୍ଲକର ଭୂଷଳ, …

Read More »

ସଂକ୍ଷେପରେ ତାଜା ଖବର : ଅଗ୍ନୀକାଣ୍ଡ ଘଟି ୩ ବଖରା ଗୁହାଳ ଘର ଜଳିଗଲା ଓ ୭ ଗୋରୁ ଜୀବନ୍ତ ଦଗ୍ଧ

ବାସୁଦେବପୁର ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- ଅଗ୍ନୀକାଣ୍ଡ ଘଟି ୩ ବଖରା ଗୁହାଳ ଘର ଜଳିପୋଡ଼ି ପାଉଁଶ ହୋଇଯିବା ସହ ୭ ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମିଳିଥିବା ତାଜା ସୁଚନା ଅନୁସାରେ ବିନୋବାଭାବେ ନଗର ପଂଚାୟତ ଅନ୍ତର୍ଗତ ବିଦେଇପୁର ନିକଟ ଗଦି ଗାଁ ରେ ଅଗ୍ନୀକାଣ୍ଡ ଘଟି ଏଭଳି ଦୁଃଖଦ ଘଟଣା ଘଟିଯାଇଛି । ରାତିରେ ଲୋକମାନେ ଶୋଇଥିବାବେଳେ ଗୁହାଳରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଥିବା …

Read More »