Friday , September 20 2019
Breaking News
Home / ତାଜା ଖବର

ତାଜା ଖବର

ସଂକ୍ଷେପରେ ଖବର :   ବେଆଇନ କରତକଳ ସିଲ , ମାରୁତି ଭ୍ୟାନ୍ ଓ କାଠ , ଯନ୍ତ୍ରାଂଶ ଜବତ     

ଭଂଜନଗର,୨୦/୦୯/୨୦୧୯(ଓଡ଼ିଶା ସମାଚାର)-ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବଡ଼ଗଡ଼ ଓ ସୋରଡ଼ା ରେଂଜରେ କାଠ ମାଫିଆମାନେ ଜଙ୍ଗଲ ଧ୍ୱଂଶ କରୁଛନ୍ତି । ମାଓ ଉପଦୃତ ଅଂଚଳରେ କାଠ ମାଫିଆମାନେ ଜଙ୍ଗଲ କ୍ଷୟ କରି ଚାଲିଛନ୍ତି । ଡ଼ିଏଫଓ ସତ୍ୟନାରାୟଣ ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଗୋଟିଏ ବେଆଇନ୍ କରତକଳ,ଏକ ମାରୁତି ଭ୍ୟାନ୍ ,ବିପୁଳ ପରିମବାଣର କାଠ ଗଣ୍ଡି ଜବତ କରାଯାଇଛି । ସୋରଡ଼ା ବନାଂଚଳର ଗାଜଲବାଡ଼ି ନିକଟରେ ଏକ କରତ କଳ …

Read More »

ସଂକ୍ଷେପରେ ତାଜା ଖବର : କୁଲେଇଲୋ ହାଡ଼ ଭଙ୍ଗା ଚିକିତ୍ସାଳୟ ଉପରେ ସିରିଜ ବୋମା ମାଡ଼

ଆଠଗଡ଼,୨୦/୦୯/୨୦୧୯(ଓଡ଼ିଶା ସମାଚାର)- କୁଲେଇଲୋ ଠାରେ ଥିବା ହାଡ଼ ଭଙ୍ଗା ଚିକିତ୍ସରଳୟ ଉପରେ ସିରିଜ ବୋମା ମାଡ଼ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୨ ଟାରୁ ୩ ଟା ମଧ୍ୟରେ କୁଲେଇଲୋ ଠାରେ ଥିବା ହାଡ଼ ଭଙ୍ଗା ଚିକିତ୍ସରଳୟ ଅସ୍ଥି ଶଲ୍ୟ ସେବା ସଦନ ଉପରକୁ ସିରିଜ ବୋମା ମାଡ଼ ହୋଇଛି । ଏହି ଘଯଣା ପରେ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନେ ଭୟଭିତ …

Read More »

ସଂକ୍ଷେପରେ ତାଜା ଖବର : ପରିତ୍ୟକ୍ତ ଘର ମଧ୍ୟରୁ ଚେତାଶୂନ୍ୟ ମଳିଳା ଉଦ୍ଧାର

ରଘୁନାଥପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର)- କଟକ – ପରାଦୀପ ରାସ୍ତାର ସୋମପୁର ଠାରେ ଏକ ପରିତ୍ୟକ୍ତ ଘର ମଧ୍ୟରୁ ଜଣେ ଚେତାଶୂନ୍ୟ ମଳିଳାଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ଜଣେ ଚେତାଶୂନ୍ୟ ମଳିଳାଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଓ ସ୍ଥାନୀୟ ଲୋକ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସମ୍ପୃକ୍ତ ମହିଳାଙ୍କର ଚେତା ନଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ …

Read More »

ସଂକ୍ଷେପରେ ତାଜା ଖବର : ମୋଷ୍ଟ ୱାନଟେଡ଼୍ପିଏଲଏଫଆଇ ଏରିଆ କମାଣ୍ଡର ସୁଦାମା ସିଂହଗିରଫ  

ରାଉରକେଲା,୧୯/୦୯/୨୦୧୯(ଓଡ଼ିଶା ସମାଚାର)-ମୋଷ୍ଟ ୱାନଟେଡ଼୍ ପିଏଲଏଫଆଇ ଏରିଆ କମାଣ୍ଡର ସୁଦାମା ସିଂହ ଗିରଫ  । ବିସ୍ରା ରୁ ତାକୁ ଗିରଫ କରାଯାଇଛି । ପଶତଚିମାଂଚଳ ଡ଼ିଆଇଜି କବିତା ଜାଲନ ଏହାକୁ ସ୍ୱିକାର କରିଛନ୍ତି । ଓଡ଼ିଶା ସମାଚାର

Read More »

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଆଜି ତାକୁ ଫାସି ଦଣ୍ଡାଦେଶ  ମିଳିଛି । ପ୍ରକାଶ ଯେ ଗତ  ୨୦୧୮ମସିହା ଏପ୍ରିଲ ୨୧ ତାରିଖ ରାତିରେ ଜଗନ୍ନାଥପୁର ଗ୍ରାମର ଜଣେ ୬ବର୍ଷର ନାବାଳିକା ନିକଟସ୍ଥ ଦୋକାନକୁ ସଉଦା ଆଣିବାକୁ ଯାଇଥିବାବେଳେ ସେହି ଗ୍ରାମର ମହମ୍ମଦ ମୁସ୍ତାକ୍ ସମ୍ପୃକ୍ତ ନାବାଳିକାକୁ ଚକୋଲେଟ …

Read More »

ସଂକ୍ଷେପରେ ତାଜା ଖବର : ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା

କଟକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା । ଆଜି ବଢ଼ି ଭୋର ସମୟରୁ ସିବିଆଇ ପକ୍ଷରୁ ବାରବାଟୀ ଷ୍ଟାଡ଼ିଅମ ନିକଟରେ ଥିବା ତାଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଶ୍ରୀ ବେହେରାଙ୍କୁ ସିବିଆଇ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା ଖବର ଅନୁସାରେ ଅର୍ଥତତ୍ୱ ଚିଟଫଣ୍ଡ ଳିଙ୍କରେ ପୂର୍ବରୁ ସିବିଆଇ ପକ୍ଷରୁ ତାଙ୍କୁ ଜେରା କରାଯାଇଥିଲା । ବର୍ତମାନ …

Read More »

ସଂକ୍ଷେପରେ ତାଜା ଖବର : ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା

ପଟ୍ଟାମୁଣ୍ଡାଇ,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ହାଜତ ମୃତ୍ୟୁକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଥାନା ରେ ଉତେଜନା ପ୍ରକାଶ ପାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଚୋରାମଦ ବିକୁଥିବା ଅଭିଯୋଗରେ ପଟ୍ଟାମୁଣ୍ଡାଇ ଥାନା ପୋଲିସ୍ ଅରଡ଼ପଲୀର ସୁଶାନ୍ତ ବେହେରା କୁ ଉଠାଇ ଆଣିଥିଲା । ତେବେ ସେ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ହସପିଟାଲ , ପରେ କେନ୍ଦ୍ରାପଡ଼ା ଜିଲା ହସପିଟାଲ ଓ ପରେ ପୁଣି କଟକ ବଡ଼ ଡ଼ାକ୍ତରଖାକାକୁ ସ୍ଥାନାନ୍ତରିତ …

Read More »

ସଂକ୍ଷେପରେ ତାଜା ଖବର : ଦୁର୍ବୃତଙ୍କ ଗୁଳିମାଡ଼ରେ ଔଷଧ ଦୋକାନୀ ମୃତ

କେନ୍ଦ୍ରାପଡ଼ା, ୧୮/୦୯/୨୦୧୯(ଓଡ଼ିଶା ସମାଚାର)- ବୁଧବାର ସ୍ପଷ୍ଟ ଦିବାଲୋକରେ ଦୁର୍ବୃତଙ୍କ ଗୁଳିମାଡ଼ରେ ଜଣେ ଔଷଧ ଦୋକାନୀ ଙ୍କର ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ମାର୍ଶାଘାଇ ଥାନା ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମର ଗଗନ ସାହୁ ଏକ ବାଇକ୍ ରେ ତାଙ୍କ ଔଷଧ ଦୋକାନକୁ ଯାଉଥିବାବେଳେ ହାତିଆ ଗାଁ ନିକଟରେ ଏକ ବାଇକ୍ ରେ ଦୁଇ ଜଣ ଦୁର୍ବୃତ ଆସି ଗଗନ ଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ଼ କରି …

Read More »

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

  ପୁରୀ, ୧୮/୦୯/୨୦୧୯(ଓଡ଼ିଶା ସମାଚାର)- ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ଅଧିକାରୀ  । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ନିମାପଡ଼ା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି  । ସୂଚନା ମୁତାବକ, ପୁରୀ ଜିଲ୍ଲା ନିମାପଡ଼ା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ କରିଛି  । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ …

Read More »

ଆଠଗଡ଼ ବନଖତ୍ପରେ କଲରାପତରିଆର ମୃତ୍ୟୁ

କଟକ, ୧୮/୦୯/୨୦୧୯(ଓଡ଼ିଶା ସମାଚାର)- କଟକ ଆଠଗଡ଼ ବନଖଣ୍ଡ ହରିଡ଼ାପଶି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି  । ତିଗିରିଆ ନିଜିଗଡ଼ର ଫରେଷ୍ଟ ଅଫିସରେ କଲରାପତରିଆର ମୃତୁଦେହ ରଖାଯାଇଛି  । ବନବିଭାଗ ମୃତ କଲରାପତରିଆ ବାଘର ମୃତ୍ୟୁର କାରଣ ସ୍ପଷ୍ଟ କରିନାହିଁ । କିନ୍ତୁ ଶିକାରୀ ବସାଇଥିବା ବିଦ୍ୟୁତ ତାର ଲାଗି କଲରାପତରିଆର ମୃତ୍ୟୁ ହୋଇଥିବା ବନବିଭାଗ ସୂଚନା ଦେଇଛି  । ଓଡ଼ିଶା ସମାଚାର

Read More »