Thursday , November 14 2019
Breaking News
Home / ଶିକ୍ଷା (page 7)

ଶିକ୍ଷା

ଶିକ୍ଷକ ଦେଶର ଭବିଷ୍ୟତମାନଙ୍କୁ ନିର୍ମାଣ କରିଥାନ୍ତି

 ରଘୁନାଥପୁର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ସମାଜର ସବୁଠାରୁ ଅଧିକ ସମ୍ମାନର ଅଧିକାରୀ ଶିକ୍ଷକ ବୋଲି ରଘୁନାଥପୁର ବ୍ଲକ ବରାଗୋଳ ପଞ୍ଚାୟତ ସାନତିହଡା ଗ୍ରାମରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାନୁବତୀ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉସôବରେ ବ୍ଲକ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ କହିଛନ୍ତି  । ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲା ପରିଷଦ ସଭ୍ୟ ସରୋକକାନ୍ତ ସ୍ୱାଇଁ କହିଲେ, ସମାଜର ଦର୍ପଣ ଶିକ୍ଷକ ଏବଂ ଦେଶର ଶ୍ରେଷ୍ଠ …

Read More »

ସାଲେପୁର ହାଇସ୍କୁଲର ହିନ୍ଦୀ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ସାଲେପୁର ହାଇସ୍କୁଲ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସୁଜୟ କୁମାର ବିଶ୍ୱାଳ ଅବସର ଗ୍ରହଣ କରିବା ଅବସରରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ ସରଳା ନାୟକ, ବରିଷ୍ଠ ଶିକ୍ଷକ ଦତ୍ତକୃଷ୍ଣ ବେହେରା, ବନ୍ଦନା ଜେନା, ଚିନ୍ମୟୀ …

Read More »

ଛାଣିପୁର ହାଇସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଗଣଧାରଣା

ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ଛାଣିପୁର ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ନେଇ ଆଜି ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀମାନେ ଗଣଧାରଣାରେ ବସିଛନ୍ତି । ଖବରରୁ ପ୍ରକାଶ ଯେ ଛାଣିପୁର ହାଇସ୍କୁଲର ପରିଚାଳନା କମିଟିର ସଭାପତି ଓ ସଭ୍ୟମାନେ ଏହି ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା, ଶିକ୍ଷାଦାନରେ ଅବହେଳା, ଦୀର୍ଘଦିନ ଧରି ପ୍ରଧାନଶିକ୍ଷକ ତଥା ୩ଗୋଟି ଶିକ୍ଷକ ପଦବୀ ୪/୫ବର୍ଷଧରି ଖାଲିପଡିବା ନେଇ ବିଭାଗୀୟ …

Read More »

ଜାଗୁଳେଇ ବିଦ୍ୟାପୀଠର ଅସୁରକ୍ଷିତ ଶ୍ରେଣୀ ଓ ଅଫିସ ଗୃହ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ନିବେଦନ

କେନ୍ଦ୍ରାପଡା ୦୧/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁରସ୍ଥିତ ଜାଗୁଳେଇ ବିଦ୍ୟାପୀଠର ଶ୍ରେଣୀଗୃହ ଅଫିସ ଗୃହ ଅତ୍ୟନ୍ତ ଅସୁରକ୍ଷିତ ହୋଇପଡିଥିବା ସମ୍ପର୍କରେ ମଙ୍ଗଳବାର ଅପରାହ୍ନରେ ଗ୍ରାମବାସୀ,ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ କରାଯିବା ସହ ଏହାର ପ୍ରତିକାର କରାଯିବାକୁ ନିବେଦନ କରାଯାଇଛି । ୧୯୮୪ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ବିଦ୍ୟାପୀଠ ୧୯୮୬ମସିହାରେ ଅନୁମତି ଏବଂ ୧୯୮୭ମସିହାରେ ସରକାରୀ ସ୍ୱିକୃତୀ ପ୍ରାପ୍ତ ଶିକ୍ଷାନୁଷ୍ଠାନ …

Read More »

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୩୦/୦୯/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଅଯୋଧ୍ୟାନଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପଲତା ନାୟକଙ୍କୁ ସୋମବାର ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୨୦୦୫ ମସିହାରୁ ଅଯୋଧ୍ୟାନଗର ପ୍ରାଥମିକ ବିଦ୍ୟାଳୟରେ ଯୋଗଦେବା ପରେ ପୁଷ୍ପଲତା ଏଠାରେ ଶିକ୍ଷା କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନେଇ ନୀରକ୍ଷରତା ହାରକୁ ହ୍ରାସ କରିବା ସହିତ ବହୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଥିଲେ । ଶ୍ରୀମତୀ ନାୟକ ଜଣେ ଛାତ୍ରବସôଳ ଶିକ୍ଷୟତ୍ରୀ ଭାବେ …

Read More »

୧୦ରୁ ଊଦ୍ଧ୍ୱର୍ ଅଧ୍ୟାପକ ପଦ ଖାଲି

ମାର୍ଶାଘାଇ, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ ଅନ୍ତେଇ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଅନେକ ସମସ୍ୟା ଦେଇ ଗତିକରୁଥିବା ବେଳେ ମୁଖ୍ୟତଃ ୨୦ସ୍ଥାୟୀ ଅଧ୍ୟାପକ ମଧ୍ୟରୁ ୧୦ରୁ ଊଦ୍ଧ୍ୱର୍ ପଦ ଖାଲିରହିଛି । ଅତ୍ୟନ୍ତ ପରିତାପର ବିଷୟ ଗଣିତ ଓ ସମାଜ ବିଜ୍ଞାନ ବିଭାଗରେ ୨ସ୍ଥାୟୀ ଅଧ୍ୟାପକ ପଦ ସମ୍ପୂର୍ଣ୍ଣ ଖାଲି ପଡ଼ିଛି । ଏହି ଦୁଇ ବିଭାଗରେ ୨ଅଧ୍ୟାପକ ଜଣେ ବଦଳି ଓ ଅନ୍ୟଜଣଙ୍କ ଅବସର ଗ୍ରହଣ କରିବା …

Read More »

ତିର୍ତୋଲ କଲେଜରେ ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକ ସମାରୋହ

              ‘ଜାତୀୟ ସେବା ଯୋଜନାର ଆଦର୍ଶ ହିଁ ଗାନ୍ଧିଜୀ’ ତିର୍ତୋଲ, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)-ତିର୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ଓ ଗାନ୍ଧିଜୀଙ୍କର ୧୫୦ତମ ଜନ୍ମ ବାର୍ଷିକ ସମାରୋହ ଅଧ୍ୟକ୍ଷ କ୍ୟାପଟେନ ପ୍ର.ଜ୍ଞାନଜ କୁମାର ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଅର୍ଥନୀତି ବିଭାଗର ମୁଖ୍ୟ ପ୍ର.ବିରଂଚି ନାରାୟଣ ମହାପାତ୍ର …

Read More »

ମହାତ୍ମା ଗାନ୍ଧିଙ୍କ ୧୫୦ତ ମ ଜନ୍ମ ବାର୍ଷିକୀ ଉପଲକ୍ଷେ ବ୍ଲକସ୍ତରୀୟ ପ୍ରତିଯୋଗିତା

ମହାକାଳପଡା, ୨୯/୦୯/୨୦୧୯ ( ଓଡ଼ିଶା ସମାଚାର)- ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତ ମ ଜନ୍ମ ବାର୍ଷିକୀ ଉପଲକ୍ଷେ ବୁଧବାର ବ୍ଲକସ୍ତରୀୟ ବକ୍ତୃତା, କୁଇଜ, ଚିତ୍ରାଙ୍କନ ଓ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୨୦ଟି ସିଆରସିସି କ୍ଲଷ୍ଟରରୁ ୧୦୮ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଚଢ଼ାଇଗୁଆଁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏହି ବ୍ଲକସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଏ ଶ୍ରେଣୀରେ ପ୍ରଥମରୁ ଅଷ୍ଟମ, …

Read More »

ଓଡ଼ିଶା ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘର ନୂତନ କର୍ମକର୍ତା ମନୋନୟନ

ଭୁବନେଶ୍ୱର,୨୮/୦୯/୨୦୧୯ ( ଓଡ଼ିଶା ସମାଚାର)-ଓଡ଼ିଶା ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟକାରିଣୀର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରଠାରେ ବିଦାୟୀ ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକରୁ ଶତାଧିକ ଶିକ୍ଷକନେତା ଯୋଗଦେଇ ସରକାରଙ୍କ ବି.ଏଡ୍ ଶିକ୍ଷକ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ପରେ ପରେ ରାଜ୍ୟ ସଂଘର କର୍ମକର୍ତାମାନେ ନିୟମିତ ହୋଇଥିବା …

Read More »

ମଠକରଗୋଳା ମହାବିଦ୍ୟାଳୟ ବିଜ୍ଞାନ ବିଭାଗର ସ୍ୱାଗତ ଉତ୍ସବ ଅନୁଷ୍ଠିତ

ଭୁବନ,୨୮/୦୯/୨୦୧୯ ( ଓଡ଼ିଶା ସମାଚାର /ସୁଶାନ୍ତ କୁମାର ପେରାଥାଳ)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ  ପ୍ରଫେସର ଚିତରଂଜନ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ଚିନ୍ତାଧାରାରେ ଉଦବୃତ ହୋଇ ନିଜସ୍ୱ ପ୍ରତିଭାର ପାରଦର୍ଶୀତା ଦେଖାଇ ସମାଜରେ ଜଣେ ସୁ ନାଗରିକ ହେବା ପାଇଁ ମତବ୍ୟକ୍ତ କରିଥିଲେ ।  …

Read More »