Sunday , December 8 2019
Breaking News
Home / ଶିକ୍ଷା (page 5)

ଶିକ୍ଷା

କାଙ୍ଗୁରୁକୋଣ୍ଡା କସ୍ତୁରବା ବିଦ୍ୟାଳୟରଛାତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣା

ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀ କାଲିମେଳା ମେଡିକାଲରୁ ଗାଏବ କାଲିମେଳା, ୨୩/୧୧/୨୦୧୯(ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପଂଚାୟତର କାଙ୍ଗୁରୁକୋଣ୍ଡା କସ୍ତୁରିବା ଗାନ୍ଧି ବାଳିକା ବିଦ୍ୟାଳୟରେ ଅଷ୍ଠମ ଶ୍ରଣୀରେ ଅଧୟନ କରୁଥିବା ଅପୁ ବୈଦ୍ୟ ଛାତ୍ରୀ ଗୁରୁବାର ବିଦ୍ୟାଳୟର ହଷ୍ଟେଲ ଭିତରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ପରେ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଥିଲା । ଯାହାର …

Read More »

ରାଜ୍ୟ ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷାଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

କେନ୍ଦ୍ରାପଡା ୨୩/୧୧/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲା କାଯ୍ୟାଳୟ ସଦଭାବନା ସଭା ଗୃହରେ ରାଜ୍ୟ ସରକାରଙ୍କ ଏକ ଅଭିନବ ଯୋଜନା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ମୋ ସ୍କୁଲ ଅଭିଯାନର ରାଜ୍ୟ ଅଧ୍ୟକ୍ଷା ସଶ୍ମିତା ବାଗଚୀଙ୍କ ଦ୍ୱାରା ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଅଧ୍ୟକ୍ଷା ବାଗଚୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଇନ୍ଦୁପୁର ହାଇସ୍କୁଲ,ଚଉଦକୁଲାଟ ହାଇସ୍କୁଲ ପ୍ରଭୃତି ୪ଟି …

Read More »

ଧୂଆଁ ବାହାରିଲେ ଚାଲିବନି ବାଇକ୍

ଅନୁଗୁଳ, ୨୨/୧୧/୨୦୧୯(ଓଡ଼ିଶା ସମାଚାର)- ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ନେହରୁ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଆୟୁଷ ଆର୍ଯ୍ୟନ୍ ବିଶ୍ୱାଳ ନୂତନ ଯନ୍ତ୍ର ଉଦ୍ଭାବନ କରିଛନ୍ତି । ଏହି ଯନ୍ତ୍ରରେ ଏକ କାଚ ଲାଗିଛି । ବାଇକ୍ରେ ବ୍ୟବହାର ସେଥିରୁ ଅଧିକ ଧୂଆଁ ବାହାରିଲେ କାଚ କଳା ପଡ଼ିଯିବ । କାଚ ଭିତର ଦେଇ ଆଲୋକ ଯାଇପାରିବ ନାହିଁ । ଫଳରେ ଆପେ ଆପେ ବାଇକ୍ ଇଞ୍ଜିନ …

Read More »

ବାର୍ଷିକ ବିଜ୍ଞାନ ମେଳା ଓ ଚାରୁକଳା ପ୍ରଦର୍ଶନୀ

ସାଲେପୁର ୨୧/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ସାଲେପୁର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ବିଜ୍ଞାନମେଳା, ଚାରୁକଳା ପ୍ରଦର୍ଶନୀ ଓ ପୁସ୍ତକ ମେଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସଂପାଦକ ରବିନ୍ଦ୍ରନାଥ କର ଉକ୍ତ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଓ ନୃସିଂହ ଚରଣ ପଣ୍ଡା ଉକ୍ତ ପ୍ରଦର୍ଶନୀରେ ସମୀକ୍ଷକ ଭାବେ ଯୋଗଦେଇ ୧୦୦ ରୁ ଉଦ୍ଧ୍ୱର୍ ପ୍ରକଳ୍ପକୁ …

Read More »

ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷାଙ୍କ ବିଦ୍ୟାଳୟ ପରିଦର୍ଶନ 

ରଘୁନାଥପୁର,୨୦/୧୧/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ବର୍ତୀ ସ୍ଥିତ ହରିକୃଷ୍ଣ ସରକାରୀ ବିଦ୍ୟାପିଠକୁ ମୋ ସ୍କୁଲ ଅଭିଯାନର ରାଜ୍ୟ ଅଧ୍ୟକ୍ଷା ସସ୍ମୀତା ବାଗ୍ଚି ଅଚାନକ ଗସ୍ତ କରିଥିଲେ । ସ୍କୁଲର ପୁରାତନ ଛାତ୍ର ଛାତ୍ରୀମାନେ ସ୍କୁଲକୁ ଆଗେଇ ନେବାପାଇଁ ଏହି ଯୋଜନାରେ ସାମିଲ ହେବାପାଇଁ ଲକ୍ଷ ରଖାଯାଇଛି ବୋଲି ଶ୍ରୀମତୀ ବାଗ୍ଚି ପ୍ରକାଶ କରିଥିଲେ । ସ୍କୁଲକୁ ଏକ ସୁନ୍ଦର ବିଦ୍ୟାଳୟରେ ଗଢିବା ପାଇଁ ମଧ୍ୟ ଆହ୍ୱାନ କରିଥିଲେ । …

Read More »

ଚାଷ ପ୍ରଣାଳୀ ଶିଖିଲେ ଛାତ୍ରଛାତ୍ରୀ

ରାମନାଗୁଡ଼ା, ୨୦/୧୧/୨୦୧୯(ଓଡ଼ିଶା ସମାଚାର)- ଦେଶରେ ଚାଷ ଓ ଚାଷୀଙ୍କ ସ୍ଥିତି ଠିକ୍ ନାହିଁ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ, ଫସଲରେ ରୋଗ ପୋକ ଜନିତ କ୍ଷତି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଉଛି । ଫଳରେ ସମଗ୍ର ଦେଶରେ ଚାଷ ପ୍ରତି ଆଗ୍ରହ କମିବାରେ ଲାଗିଛି । ଦେଶରେ ପାରମ୍ପରିକ ଚାଷକାର୍ଯ୍ୟ ବଦଳରେ ବ୍ୟାପକ ପରିମାଣରେ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ଲୋକ ବିଷଯୁକ୍ତ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି …

Read More »

ଲୋକନାଥ ମହାବିଦ୍ୟାଳୟରେ ସ୍ୱେଛାକୃତ ରକ୍ତଦାନ ଶବିର : ୧୦୩ ୟୁନିଟ ରକ୍ତ ସଂଗୃହୀତ

ଗରଦପୁର, ୧୯/୧୧/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ପରିସରରେ ଆଜି ସ୍ୱେଛାକୃତ ରକ୍ତଦାନ ଶବିର ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ଆମ ଓଡ଼ିଶା , ଲୋକନାଥ ମହାବିଦ୍ୟାଳୟ ର ଏନସିସି , ଏନଏସଏସ , ୟୁଥ ରେଡ଼କ୍ରସ ୟୁନିଟ ଓ ଏଚଡ଼ିଏଫସି ବ୍ୟାଙ୍କ ର ମିଳିତ ଆନୁକୂଳ୍ୟରେ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ୧୦୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ …

Read More »

ବାଳିକା ଆତ୍ମସୁରକ୍ଷା ଶିବିର ଉଦଘାଟିତ

ରଘୁନାଥପୁର,୧୯/୧୧/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ କୁର୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ କଲେଜ ପକ୍ଷରୁ ଯୁକ୍ତ ୩ ପ୍ରଥମ ବର୍ଷର ୪୪ ଜଣ ଛାତ୍ରୀଙ୍କୁ ନେଇ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ସଂଯୋଜିକା ଶୁଭ୍ରସଲିଲା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ମାଷ୍ଟର ଟ୍ରେନର ଭାବେ ରଶ୍ମିତା ବିଶ୍ୱାଳ ଛାତ୍ରୀ ମାନଙ୍କୁ ଏହି କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ଦିଲିପ କୁମାର ମହାନ୍ତି ମୁଖ୍ୟ ଅତିଥି …

Read More »

ମା’କାଳୀ ବିଦ୍ୟାପୀଠରେ ପରିଚାଳନା କମିଟି ଗଠନ ନେଇ ଆମରଣ ଅନଶନ

ସାଲେପୁର, ୧୮/୧୧/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା): ସାଲେପୁର ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁରଠାରେ ଥିବା ମା’କାଳୀ ବିଦ୍ୟାପୀଠର ପରିଚାଳନା କମିଟି ଗଠନ ନେଇ ଦୁଇଦିନ ତଳେ ଧାରଣାରେ ବସିଥିବା ସମାଜସେବୀ ବିବେକାନନ୍ଦ ଦାସଙ୍କ ଦାବିପ୍ରତି ପ୍ରଶାସନ କର୍ଣ୍ଣପାତ ନକରିବାରୁ ଆଜି ଠାରୁ ସେ ଆମରଣ ଅନଶନରେ ବସିଥିବା ଜଣାଯାଇଛି । ଅପର ପକ୍ଷରେ ମା’କାଳୀ ବିଦ୍ୟାପୀଠରେ ଦୀର୍ଘବର୍ଷ ଧରି ପରିଚାଳନା କମିଟି ଗଠନ କରାଯାଇନଥିବାରୁ ଏ ସଂପର୍କରେ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ମାମଲା …

Read More »

ଜିଲ୍ଲାପାଳଙ୍କ ତରାପୁର ଜାଗୁଳେଇ ବିଦ୍ୟାପୀଠ ପରିଦର୍ଶନ

କେନ୍ଦ୍ରାପଡ.୧୮/୧୧/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁରସ୍ଥିତ ଜାଗୁଳେଇ ବିଦ୍ୟାପୀଠକୁ ପରିଦର୍ଶନ କରି ସ୍କୁଲର ଭିତିଭୂମି ଅନୁଧ୍ୟାନ କରିଥିବା ଦେଖାଯାଇଛି । ୧୯୮୪ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଗଠନକୁ ଦୀର୍ଘ ୩୫ବର୍ଷ ବିତିଯାଇଥିଲେ ମଧ୍ୟ ସ୍କୁଲର ଭିତିଭୂମିର ଆବଶ୍ୟକ ପରିବର୍ତନ ହୋଇନଥିବା ବେଳେ ସ୍କୁଲର କବାଟ,ଝରକା,ପଙ୍ଖା ନଥିବା ଅସୁରକ୍ଷିତ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ପରିର୍ଦନ ସମୟରେ ଦେଖି ଜିଲ୍ଲାପାଳ ଶ୍ରୀ …

Read More »