Friday , October 18 2019
Breaking News
Home / ଶିକ୍ଷା (page 4)

ଶିକ୍ଷା

ଚିତ୍ରୋତ୍ପଳା ମହିଳା ଡିଗ୍ରୀ କଲେଜରେ ଓଡିଆ ବିଭାଗର ସ୍ୱାଗତ ଉତ୍ସବ

ଗରଦପୁର, ୨୫/୦୯/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର କୋରୁଆ ସ୍ଥିତ ଚିତ୍ରୋତ୍ପଳା ମହିଳା ଡିଗ୍ରୀ କଲେଜରେ ଓଡିଆ ବିଭାଗ ସମ୍ମାନ ଶ୍ରେଣୀର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ ବିମ୍ବାଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡଃ. ବସନ୍ତ ବେଦବ୍ରତ, ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ ଅକ୍ଷୟ କୁମାର ଜେନା ଯୋଗଦାନ କରି ଛାତ୍ରୀମାନଙ୍କୁ ଶୃଙ୍ଖଳା ଜ୍ଞାନ, …

Read More »

  ଅଧ୍ୟାପକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା 

ରଘୁନାଥପୁର ,୨୫/୦୯/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ କୁର୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ଜୁନିଅର କଲେଜ ଓଡ଼ିଆ ବିଭାଗର ଅଧ୍ୟାପକ ଶାନ୍ତନୁ କୁମାର ଦାସଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଅବସରକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ  ଡ଼ିଗ୍ରୀ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସର ଏକ ବୋଝ ନୁହେଁ , ଏହା ଚିରନ୍ତନ ଏକ …

Read More »

ମହାସିଂହପୁର ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ୪ଶହ ଥର ଉଠ୍ ବସ୍ କରିବା ଘଟଣା :  ତଦନ୍ତ ପରେ ଶିକ୍ଷୟିତ୍ରୀ ନିଲମ୍ବିତ 

ସାଲେପୁର ,୨୫/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ଶିକ୍ଷାଜିଲ୍ଲା ଅଧିନ ମହାସିଂହପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଗତ ୭ ତାରିଖରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆଲୋକପ୍ରଭା ପଟ୍ଟନାୟକ ରଚନା ଖାତା ନଦେଖେଇ ବାରୁ ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୪ଶହ ଥର ଉଠ୍ ବସ୍ କରିଥିଲେ । ଏହି ଉଠ୍ ବସ୍ ଦଣ୍ଡ ଯୋଗୁ ଜଣେ ଛାତ୍ର ଅଚେତ୍ ହୋଇଯାଇଥିବା ବେଳେ ୯ଜଣ ଅସୁସ୍ଥ ହୋଇପଡ଼ିଥିଲେ । ଏହି ଘଟଣା ଯୋଗୁ  …

Read More »

କେନ୍ଦ୍ରାପଡା ମହାବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ

କେନ୍ଦ୍ରାପଡା,୨୪/୦୯/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର କଳା,ବିଜ୍ଞାନ ଓ ବାଣିଜ୍ୟ ଶୃଙ୍ଖଳାର ବିଭାଗ ପକ୍ଷରୁ ବିଗତ ୩ସପ୍ତାହ ମଧ୍ୟରେ +୩ ତୃତୀୟ ବର୍ଷ,+୩ ଦ୍ୱିତୀୟ ବର୍ଷ ଓ +୩ ପ୍ରଥମବର୍ଷର ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଓ କଲେଜର ଶିକ୍ଷକମାନଙ୍କୁ ନେଇ ଯଥାକ୍ରମେ ସେପ୍ଟେମ୍ବର ୨୧ତାରିଖ,୧୪ତାରିଖ ଓ ୭ତାରିଖରେ ଶୈକ୍ଷୀକ ବାତାବରଣ,ଶିକ୍ଷାର୍ଥୀମାନଙ୍କ ବିଭିନ୍ନ ସୁବିଧା,ଅସୁବିଧା ଓ ନୂତନ ଭାବେ କାର୍ଯ୍ୟକାରି ହୋଇଥିବା ସି.ବି.ସି.ଏସ.ଶିକ୍ଷା ପ୍ରଣାଳି ଉପରେ ସବିଶେଷ ଆଲୋଚନା ହୋଇଯାଇଛି …

Read More »

ନବାଗତ ଏଜୁକେଶନ ଅନର୍ସ ଛାତ୍ର ଛାତ୍ରୀଙ୍କ ସ୍ୱାଗତ ଉତ୍ସବ 

ତାରପୁର,୨୩/୦୯/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟ ଏଜୁକେଶନ ବିଭାଗ ଛାତ୍ର ଛାତ୍ରୀଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଭାଗୀୟ ପ୍ରଧ୍ୟାପିକା ଡ଼ଃ ବିରଓ କୁମାରୀ ନାୟକଙ୍କ ସଭାପତିତ୍ୱରେ  ଆୟୋଜିତ ଏହି ଉତ୍ସବରେ  ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିନିଅର ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ଏହି ଉତ୍ସବାକୁ ପ୍ରସଂଶା କରିବା ସହ ଏହା ,କ ଆତ୍ମିୟତାର ନିଦର୍ଶନ …

Read More »

ପୁରାତନ ଛାତ୍ର ପରିଷଦ ର ଦ୍ୱିତୀୟ ସମାବର୍ତନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ନାଉଗାଁ,୨୨/୦୯/୨୦୧୯ ( ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କୁ ନେଇ ଦ୍ୱିତୀୟ ସମାବର୍ତନ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଯାଇଛି ।ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ନିରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠଳରେ ଗଚ୍ଛବର୍ଷର ଉତ୍ସବର ସମୀକ୍ଷା କରାଯିବା ସହିତ ଦ୍ୱିତୀୟ ସମାବର୍ତନ ଉତ୍ସବ ଉପରେ ଆଲୋଚନା କରାଯାଇଥିଲା । ଆସନ୍ତା ଅକ୍ଟୋବର …

Read More »

ରେଢ଼ୁଆ ବିସି କଲେଜ ପ୍ୟାରେଂଟ ଟିଚର ମିଟ୍ 

ତାରପୁର,୨୨/୦୯/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ  ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ୩ ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କ ଅଭିଭାବକ , ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନେଇ ଟିପିଏମ ଅନୁଷ୍ଠିତ ହୋଇଛି ।  ଉଚ ଶିକ୍ଷା ବିଭାଗର ନିର୍ଦ୍ଧେଶ ଅନୁଯାୟୀ ଆୟୋଜିତ ୩ୟ ପର୍ଯ୍ୟାୟ ବୈଠକରେ କଲେଜର ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ତଥା ସ୍ଥିରିକୃତ ସର୍ବନିମ୍ନ ମାନକୁ …

Read More »

ଏସିଡ ଆକ୍ରମଣ ପୀଡ଼ିତାଙ୍କ ପାଇଁ ଆଇନ ସଚେତନତା ଶିବିର

କେନ୍ଦୁଝର, ୨୧/୦୯/୨୦୧୯(ଓଡ଼ିଶା ସମାଚାର)- ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଏସିଡ ଆକ୍ରମଣ ପୀଡିତା ଯୋଜନା-୨୦୧୬ ଶୀର୍ଷକ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ ସୁଶ୍ରୀ ରେଖା ପ୍ରସାଦଙ୍କ ନିର୍ଦ୍ଧେଶକ୍ରମେ ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ରାମନାଥ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନ ଆଇନାନୁଯାୟୀ ଏସିଡ ଆକ୍ରମଣ ପୀଡିତାଙ୍କୁ କିଭଳି ଭାବେ …

Read More »

ଚିତ୍ରୋତପଳା ମହିଳା କଲେଜରେ ନବାଗତଙ୍କୁ ସ୍ୱାଗତ

ଗରଦପୁର,୨୧/୦୯/୨୦୧୯(ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ସ୍ଥିତ ଚିତ୍ରୋତପଳା ମହିଳା କଲେଜର +୨ ନବାଗତ ଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । ଓଡ଼ିଆ ଅଧ୍ୟାପକ ବିମ୍ବାଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡଃ ବସନ୍ତ ଦେବବ୍ରତ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଦେଶ ମାତୃକା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅତିଥି ଭାବେ ଅଧ୍ୟାପକ ନିର୍ମଳେନ୍ଦ୍ର କୁମାର ମଲ୍ଲିକ, ଅନାଦି ଚରଣ ବେଉରା, …

Read More »

ଜିଲାପାଳଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟରୁ ଖୋଲିଲା ତାଲା

ରାଜନଗର, ୨୦/୦୯/୨୦୧୯(ଓଡ଼ିଶା ସମାଚାର)- ରାଜନଗର ବ୍ଲକ ରାଜପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିବାଦ ଯୋଗୁଁ ଅଭିଭାବକମାନେ ତାଲା ପକାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଟଙ୍କା ନ ଉଠାଇବାରୁ ପୋଷାକ ଓ ଜୋତା ବଂଟନ ବନ୍ଦ ରହିଥିଲା । ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିଲା । ଏହାର ପ୍ରତିବାଦ କରି ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ । ଖବରପାଇ ଜିଲାପାଳ ସମର୍ଥ ବର୍ମା ବ୍ଲକ ଶିକ୍ଷାଧିକାରୀ ରାଜେଶ କୁମାର …

Read More »