Thursday , November 14 2019
Breaking News
Home / ଶିକ୍ଷା (page 25)

ଶିକ୍ଷା

ପାରାଦ୍ୱୀପ ମହାବିଦ୍ୟାଳୟରେ ବନମହୋତ୍ସବ ଉଦ୍ଯାପିତ

ପାରାଦ୍ୱୀପ ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ମହାବିଦ୍ୟାଳୟ ପକ୍ଷରୁ ପାଳନ କରାଯାଉଥିବା ବନମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ପବିତ୍ର ରଥଯାତ୍ରା ଅବସରରେ ପାରାଦ୍ୱୀପ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବନମହୋତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସୁପ୍ରିମା କାନୁନ୍ଗୋ, ଏନ୍ସିସି ଅଫିସର ଲେପଟ୍ନାଂଟ କମାଣ୍ଡାର ଅକ୍ଷୟ ଚନ୍ଦ୍ର ମିଶ୍ର, ରୋଟାରୀ କ୍ଳବ୍ ପାରାଦ୍ୱୀପର ସଭାପତି ଡଃ ଦୁର୍ଗାପ୍ରସାଦ ସେଠୀ, ଡଃ.କୈଳାଶ ଚନ୍ଦ୍ର ମହାରଣା, ରେଡ୍କ୍ରସ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ବିଶ୍ୱାଳ, ପରିବେଶବିତ୍ ଇଂ …

Read More »

ସାଲେପୁର କଲେଜର ୫୬ତମ ପ୍ରତିଷ୍ଠା ଦିବସ ବାତିଲ , କଲେଜ ଫାଟକରେ ତାଲା

ସାଲେପୁର, ୧୦/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା)- ରାଜନୈତିକ ଛକାପନଝା କରାଣରୁ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ହୋଇପାରିନାହିଁ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଛୁଟିରେ ଯାଇଥିବା ବେଳେ ସମଗ୍ର ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଶିକ୍ଷାଅନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନକୁ ନେଇ ରାଜନୀତି କରାଯାଉଥିବାରୁ ଏହି ଅଂଚଳର ବହୁ ଶିକ୍ଷାବିତ୍ ଏ ଘଟଣାକୁ ନାପସନ୍ଦ କରିଛନ୍ତି । ପ୍ରକାଶ …

Read More »

ଶିକ୍ଷକ ନିଯୁକ୍ତି ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ମହିଳା

କେନ୍ଦ୍ରାପଡା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ କଳପଡା ପଂଚାୟତ ଟୁବିହୁଡା ଗ୍ରାମର ମହିଳାମାନେ ଜିଲାପାଳଙ୍କୁ ଭେଟି ଶିକ୍ଷକ ନିଯୁକ୍ତି ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି  । ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ୩୫ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ୭ମାସହେବ ଜଣେ ଶିକ୍ଷୟିତ୍ରୀ ସେମାନଙ୍କୁ ପାଠ ପଢାଉଛନ୍ତି । ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି ସ୍କୁଲରେ ଆଉ ଜଣେ ଶିକ୍ଷକ ନିଯୁକ୍ତିପାଇଁ …

Read More »

ହାଇସ୍କୁଲ ପାଚେରୀ ଭାଙ୍ଗିଲେ ଅସାମାଜୀକ ଦୁର୍ବୃତ

ଗରଦପୁର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ଠାରେ ଥିବା ଫଜଲହକ୍ ହାଇସ୍କୁଲ ଟି ଅଂଚଳର ଏକ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ । ଏହାର ପ୍ରତିଷ୍ଠାର ୭୫ ବର୍ଷ ପୁର୍ତି ଉପଲକ୍ଷେ ଦୀର୍ଘ ଏକ ବର୍ଷ ଧରି ପ୍ଲଟିନମ ଜୁବୁଲି ପାଳନ କରାଯାଉଥିଲା । ନିକଟରେ ଏହାର ଉଦଯାପନ ଉତ୍ସବରେ ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟ ର ପ୍ରାଚୀର ଠାରୁ ଆରମ୍ଭ କରି …

Read More »

ସାଲେପୁର କଲେଜର ବିକାଶ ପାଇଁ କେନିଆ ସାଂସଦ ଦେଇଥିବା ୫ଲକ୍ଷ ଟଙ୍କା କଲେଜ   ଆକାଉଂଟରେ ଡ଼ିପୋଜିଟ୍ ହୋଇନାହିଁ

ସାଲେପୁର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା)- ସାଲେପୁର ମହାବିଦ୍ୟାଳୟର ବିକାଶ ଓ ଉନ୍ନତି ଦିଗରେ କେନିଆ ସାଂସଦ ଦେଇଥିବା ୫ଲକ୍ଷ ଟଙ୍କା ମହାବିଦ୍ୟାଳୟର ଆକାଉଣ୍ଟରେ ଜମା କରାନଯାଇ ନଥିବାରୁ  ପୁରାତନ ଛାତ୍ର ସଂସଦ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ କରିବା ସହ  ଶତାଧିକ ପୁରାତନ ଛାତ୍ର ମାନେ ଏ ନେଇ କଲେଜ ଅଧ୍ୟଙ୍କୁ ଏକ ପ୍ରକାର ଘେରୋଉ କରିବା ନେଇ କଲେଜ ପରିସରରେ ତିବ୍ର ଉତେଜନା ପ୍ରକାଶ …

Read More »

ସମସ୍ତ ସ୍କୁଲ ପାଠାଗାରର ଅଡ଼ିଟ୍ ହେବ 

                                             – ୨ମାସ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ) –  ରାଜ୍ୟରେ  ସମଗ୍ର ଶିକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ବ୍ୟବସ୍ଥାକୁ ଯାଂଚ କରାଯିବ । ଏହି ବ୍ୟବସ୍ଥାରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ …

Read More »

ଏସଭିଏମ୍ କଲେଜ ଦାୟିତ୍ୱରେ ଏବେ ଅମରେନ୍ଦ୍ରଙ୍କ ସ୍ଥାନରେ ସମ୍ବିତ ଦାୟିତ୍ୱ ନେଲେ

ଜଗତସିଂହପୁର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର ଲିଲନପ୍ରଭା ପାଢ଼ୀ)-  ଜଗତସିଂହପୁର ଏସଭିଏମ୍ କଲେଜରେ ଦିର୍ଘଦିନ ହେବ ବିଜେଡି ଯୁବନେତା ଅମରେନ୍ଦ୍ର ଦାସ ଦାୟୀତ୍ୱରେ ଥିବା ସମୟରେ ଏବେ କଲେଜ ପରିଚାଳନା କମିଟି ସଭାପତି ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସ ଏକ ପତ୍ରରେ ଉଲ୍ଲେଖ କରି କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି ଯେ ବର୍ତମାନ ଯୁବ ବିଜେଡି ର ଯୁବ ନେତା ଇଂ.ସମ୍ବିତ କୁମାର ଲେଙ୍କା ଙ୍କୁ କଲେଜ ର ସମସ୍ତ …

Read More »

ଏଣିକି ସରକାରୀ ସ୍କୁଲରେ ମାସିକିଆ ଟେଷ୍ଟ

ଭୁବନେଶ୍ୱର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ଏଣିକି ଘରୋଇ ସ୍କୁଲ ପରି ସରକାରୀ ସ୍କୁଲରେ ମଧ୍ୟ ମାସିକିଆ ପରୀକ୍ଷା କରାଯିବ । ପିଲାମାନଙ୍କର ଦକ୍ଷତା ମାପିବା ସହିତ ପାଠପଢ଼ାର ମାନ ପରୀକ୍ଷା କରିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତି ଗ୍ରହଣ କରାଯାଇଛି । ପୂର୍ବରୁ ସରକାରୀ ସ୍କୁଲଗୁଡ଼ିକରେ ଷାଣ୍ମାସିକ ଏବଂ ବାର୍ଷିକ ପରୀକ୍ଷା କରାଯାଉଥିବା ବେଳେ ଏବେ ଏହି ତାଲିକାରେ ମାସିକ ପରୀକ୍ଷା ଯୋଡ଼ି ହୋଇଯାଇଛି …

Read More »

ଆଜିଠାରୁ ମେଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା

କଟକ, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- – ସୋମବାର ଠାରୁ ମ୍ୟାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଆରମ୍ଭ ହେଉଛି । ଏହି ପରୀକ୍ଷାକୁ ସଫଳତାର ସହ କରାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର …

Read More »

କୁତାମଚଣ୍ଡୀ ବିଦ୍ୟାପୀଠ ରେ ବନମହୋତ୍ସବ

ଜଗତସିଂହପୁର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ସଦରବ୍ଲକର ଓଡିଶୋ ସ୍ଥିତ କୁତାମଚଣ୍ଡୀ ବିଦ୍ୟାପୀଠରେ ଜଗତସିଂହପୁର ବନାଂଚଳପକ୍ଷରୁ ବିଦ୍ୟାଳୟର ଇକୋ କ୍ଲବ,ସ୍କାଉଟ୍ ଗାଇଡ୍ ସଙ୍ଗଠନ ଏବଂ ଜୁନିୟର ରେଡକ୍ରସ ସଂଗଠନ ସହାୟତାରେ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଗତସିଂହପୁର ବନାଂଚଳ ବନପାଳ ରାଜେନ୍ଦ୍ର କୁମାର ସାମନ୍ତରାୟ,ବନବିଭାଗ କର୍ମଚାରୀ ସସ୍ମିତା ସାମଲ …

Read More »