Friday , October 18 2019
Breaking News
Home / ଶିକ୍ଷା (page 22)

ଶିକ୍ଷା

କୃପାଜଳ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆଧୁନିକ ସୌରଯାନ ନିର୍ମାଣ

ଭୁବନେଶ୍ୱର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- କୃପାଜଳ ଇଂଜିନିୟରିଂ ଶେଷ ବର୍ଷ ମେକାନିକାଲ ଓ ଇଲେକ୍ଟ୍ରିକାଲ ଛାତ୍ର ଛାତ୍ରୀମାନେ ଏକ ଆଧୁନିକ ସୌର ଯାନ ନିର୍ମାଣ କରିଛନ୍ତି । ଏହି ଇକୋ ଫ୍ରେଣ୍ଡଲି ଯାନକୁ ଟାଟା ଷ୍ଟିଲ ର ମୁଖ୍ୟ ମାନବ ସମ୍ବଳ ବିକାଶ ଅଧିକାରୀ ପାର୍ଥ ସାରଥି ମିଶ୍ର ଉଦଘାଟନ କରିଥିଲେ । ଉଦଘାଟନ ଉତ୍ସବରେ କଲେଜର ଚେୟାରମ୍ୟାନ୍ ଡ଼ଃ ଭବାନୀ ଚରଣ ରଥ ,ଅଧ୍ୟକ୍ଷ ଡ଼ଃ …

Read More »

 ଜଗତସିଂହପୁର ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଚାଉଳ ରେ ମହା ଘୋଟାଲା

ପାଖାପାଖି ୬୧ଲକ୍ଷ ଟଙ୍କା ମୂଲ୍ୟର ଚାଉଳ ହେର୍ଫେର୍- ଅଡିଟ ରିପୋର୍ଟ ଜଗତସିଂହପୁର,୦୫/୦୭/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଚାଲିଥିବା ମଧ୍ୟାହ୍ନ ଭୋଜନ(ଏମ୍ଡିଏମ୍)ରେ ମହା ଘୋଟଲା ହୋଇଥିବା ଅଡିଟି ରିପୋର୍ଟରୁ ଜଣାଯାଇଛି । ତା.୦୧.୦୪.୨୦୧୫ରିଖ ଠାରୁ ତା ୩୧.୧୦.୨୦୧୭ରିଖ ପର୍ଯ୍ୟନ୍ତ ଅଡିଟି ରିପୋର୍ଟରେ ପାଖା ପାଖି ୬୧ ଲକ୍ଷ ତଥା ୬୦ଲକ୍ଷ ୯୩ହଜାର ୩୭୩ଟଙ୍କାର ଚାଉଳ ଉଭାନ ହୋଇ ଯାଇଥିବା ଅଡିଟ ଧରିଅଛି । ଅନ୍ୟ ପକ୍ଷରେ …

Read More »

ନିଯୁକ୍ତି ବେଳେ ଶିକ୍ଷକ ରଖିବେ ସର୍ତ

                  ଦାବି ପୂରଣ ପାଇଁ କରିପାରିବେନି ଆନ୍ଦୋଳନ ଓ ସ୍କୁଲ ବନ୍ଦ ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ଏଣିକି ଧାରଣାରେ ବସି ପାରିବେନି ନୂଆକରି ଚାକିରିକରିବାକୁ ଥିବା ସ୍କୁଲ ଶିକ୍ଷକ । ସେମାନେ ଚାକିରୀରେ ଯୋଗ ଦେବା ପୂର୍ବରୁ ଏଭଳି କେତେକ ସର୍ତରେ ସ୍ୱାକ୍ଷର କରିବେ । ନଚେତ ସେମାନଙ୍କୁ ଚାକିରୀ ହରାଇବାକୁ ପଡ଼ିବ । ସରକାରଙ୍କ ନୂଆ ନିୟମରେଏଭଳି ସର୍ତ ଆରୋପ କରାଯିବ । ବିଭିନ୍ନ ସମୟରେ ଶିକ୍ଷକମାନେ ଦାବି …

Read More »

ଶରଧାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ

ନରସିଂହପୁର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)- ନରସିଂହପୁର ବ୍ଲକ ଶରଧାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନବିଭାଗ ପକ୍ଷରୁ ବନମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଶରଧାପୁର ପଂଚାୟତ ସରପଂଚ ସୁଚିତ୍ରା ସାହୁ ମୁଖ୍ୟଅତିଥିଭାବେ ଏଥିରେ ଯୋଗଦେଇଥିଲେ । ନରସିଂହପୁର ବନାଂଚଳର ଏସିଏଫ ପୂର୍ଣ୍ଣଚନ୍ଦ୍ର ଗୁରୁ, ପଶ୍ଚିମାଂଚଳ ରେଞ୍ଜର ବିଭୂରଞ୍ଜନ ରାୟ, ବନପାଳ ଶାନ୍ତନୁ ମାଝି, ସମିତିସଭ୍ୟା ଚିନ୍ମୟୀ କର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ଉପସ୍ଥିତ …

Read More »

ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବି.ଏଡ୍ ଶିକ୍ଷକ ସଂଘ

ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟରେ ଦିନକୁ ଦିନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି  । କେଉଁଠି କିଏ ସ୍କୁଲ୍ ଘରେ ପଶି ଶିକ୍ଷକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟଣାଘୋଷରା କରି ପିଟିଲାଣି ତ ପୁଣି କିଏ ମାରଣାସ୍ତ୍ର ଧରି ହଣାମରା କଲାଣି  । ଏହାର ସଦ୍ୟ ଉଦାହରଣ ହେଲା କଟକ ଜିଲ୍ଲା ନିଆଳୀ ବ୍ଲକ ଅଧିନସ୍ଥ ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲିଙ୍କୁ ଶ୍ରେଣୀଗୃହରେ ପାଠ ପଢ଼ାଉଥିବା …

Read More »

ସେଂଟ ଜାଭିୟର ବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଓ ଗୁଣାତ୍ମକ ଶିକ୍ଷାନୀତି ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- ସେଂଟ ଜାଭିୟର ଇଂଟରନ୍ୟାସନାଲ ସ୍କୁଲ୍ ପକ୍ଷରୁ ସତ୍ୟନଗର ହୋଟେଲ ରୟାଲ ସୁଟ୍ଠାରେ ଏକାଦଶ ଶ୍ରେଣୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯିବା ସହ ଗୁଣାତ୍ମକ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ବିଦ୍ୟାଳୟର ଅଧ୍ୟକ୍ଷା ଡଃ ଗାୟତ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ମ୍ୟାନେଜିଙ୍ଗ କମିଟିର ଅଧକ୍ଷ ବେଦବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଭାରତବର୍ଷ ସ୍ୱାଧୀନ …

Read More »

ସାନ୍ତସାହି  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବହି ନିଷ୍କ୍ରମଣ ଦିବସ ପାଳିତ

କେନ୍ଦ୍ରାପଡା, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମଙ୍ଗଳବାର ବହି ନଷ୍କ୍ରମଣ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ  ଉମେଶ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ପରିଚାଳନା ସମିତିର ସଭାପତି  ଦୈତାରୀ ପାତ୍ର ଓ ସମ୍ପାଦକ ଡଃ. ସୁବାଷ ଚନ୍ଦ୍ର ମାହାପାତ୍ରଙ୍କ ତତ୍ୱାବୋଧନରେ ଦଶମ ଶ୍ରେଣୀରେ କୃତିତ୍ୱ ସହ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କ ଗହଣରେ ସମ୍ପାଦକଙ୍କ ଶିକ୍ଷା ଓ ଜୀବନ ଦର୍ଶନ …

Read More »

ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ଭୁବନେଶ୍ୱର,୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ଣ ଭୋଜନର ମିଲ୍ ପିଛା ଖର୍ଚ୍ଚ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏହା ଜୁଲାଇରୁ ଲାଗୁ କରାଯାଇଛି । ରାଜ୍ୟରେ ପ୍ରାଥମିକ ସ୍କୁଲରେ ପ୍ରତି ପିଲାଙ୍କ ମିଲ୍ ପିଛା ୧୩ ପଇସା ବୃଦ୍ଧି କରାଯାଇ ୪.୯୩ ପଇସା ହୋଇଛି । ସେହିପରି ଉଚ୍ଚପ୍ରାଥମିକ ସ୍କୁଲରେ ପିଲାଙ୍କ ମିଲ୍ ପିଛା ୨୦ ପଇସା …

Read More »

ମହିପାଳ ପୈାରସଂସ୍ଥା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ବୈଠକ

କେନ୍ଦ୍ରାପଡା, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୈାରସଂସ୍ଥାର ମହିପାଳସ୍ଥିତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଣ୍ଡଳ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ନାୟକ,ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବଳଦେବ ପ୍ରସାଦ ଜେନା ପ୍ରମୁଖ ଯୋଗଦେଇ ସାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ଅଗ୍ରଗତି ନିମନ୍ତେ ଉଜ୍ଜ୍ୱଳ ଓ ଉତଥାନ କାର୍ଯ୍ୟକ୍ରମ, ସମଗ୍ର ଶିକ୍ଷା ଅଭିଯାନ ଓ ମୈାଖିକ ସ୍ଥିତି ଉପରେ ଆଲୋକପାତ  …

Read More »

ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକଙ୍କ ଅନଶନ 

କେନ୍ଦ୍ରାପଡା, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ସ୍କୁଲରେ ଦାୟିତ୍ୱ ନିର୍ବାହ କରୁଥିବା ସମୟରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଜନୈକ ଶିକ୍ଷକ ନ୍ୟାୟ ନପାଇ ଶେଷରେ ଆମରଣ ଅନଶନରେ ବସିରହିଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚଉଦକୁଲାଟସ୍ଥିତ ଦକ୍ଷିଣ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ସନ୍ତୋଷ କୁମାର ଦାସଙ୍କୁ ସେହି ବିଦ୍ୟାଳୟ …

Read More »