Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ (page 9)

ବ୍ୟବସାୟ ବାଣିଜ୍ୟ

ବଜେଟ୍ ବିକାଶ ଆଣିବ: ନାଲ୍କୋ ଅଧ୍ୟକ୍ଷ

ଭୁବନେଶ୍ୱର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)-ଏହି ବଜେଟ୍ ନୂତନ ଭାରତର ଗଠନ ପାଇଁ ପଥ ଉନ୍ମୁକ୍ତ କରିବ । ଭିତିଭୂମି ପ୍ରକଳ୍ପର ବୃଦ୍ଧି ତଥା ଏମ୍ଏସ୍ଏମ୍ଇଗୁଡ଼ିକୁ ପ୍ରୋତ୍ସାହନ ଦେବା ସହ ଏହି ବଜେଟ୍ଟି ଏକ ପୁଞ୍ଜିନିବେଶକ-ଆଧାରିତ ବଜେଟ୍ ଅଟେ, ଯାହା କି ଆଗାମୀ ଦିନରେ ଦେଶର ଅର୍ଥନୀତିକୁ ସୁଦୃଢ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ଏବଂ ଆଞ୍ଜେଲ୍ ଟ୍ୟାକ୍ସ ଭଳି ଇନ୍ସେଂଟିଭ୍ ଏବଂ ଷ୍ଟାର୍ଟ୍- ଅପ୍ଗୁଡ଼ିକ …

Read More »

ରଥଯାତ୍ରାରୁ ଡାଲମିଆ ସିମେଂଟର ଓଡ଼ିଶାର ପୁନଃ ନିର୍ମାଣରେ ସହଯୋଗର ଶୁଭାରମ୍ଭ

ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ସାତ ଦଶନ୍ଧିରୁ ଭାରତର ଏକ ଅଗ୍ରଣୀ ସିମେଂଟ କମ୍ପାନୀ ଭାବେ ଖ୍ୟାତିଲାଭ କରିଥିବା ଡାଲମିଆ ସିମେଂଟ (ଭାରତ) ଲିମିଟେଡ, ଚଳିତ ରଥଯାତ୍ରାରେ  ‘ରିସର୍ଜେଂଟ ଓଡ଼ିଶା’ ବିଷୟବସ୍ତୁକୁ ଉପସ୍ଥାପନ କରିଛି । ପୁରୀ ବେଳାଭୁମିରେ ନିର୍ମିତ ଏକ ଅଭିନବ ସ୍ଥାପନା ମାଧ୍ୟମରେ କମ୍ପାନୀ ପ୍ରଳୟଙ୍କାରୀ ବାତ୍ୟା ‘ଫନୀ’ର ବିଭିଷିକା ପରେ ଅଂଚଳର ପୁନଃନିର୍ମାଣ ପାଇଁ ଡାଲମିଆ ସିମେଂଟ ଲିମିଟେଡ ଏବଂ ଓଡ଼ିଶାବାସୀ କିଭଳି ହାତକୁ ହାତ ମିଳାଇ …

Read More »

କଂଠ ଶିଳ୍ପୀ ଭିକାରୀ ମହମ୍ମଦ ଓ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ରୁଚି ଶିଳ୍ପୋଦ୍ୟୋଗର ୪୪ତମ ସ୍ୱନକ୍ଷତ୍ର କଟକ, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ରୁଚି ଉଦ୍ୟୋଗର ସଫଳତା ଓ ଉକ୍ରର୍ଷତା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ । ଏହି ଅନୁଷ୍ଠାନର ସାମାଜିକ ଓ ଲୋକକଲ୍ୟାଣ ଅଭିମୁଖୀ କାର୍ଯ୍ୟକ୍ରମ ସବୁବେଳେ ଅନ୍ୟମାନଙ୍କୁ ପ୍ରେରଣା ଦେଇ ଆସିଛି ବୋଲି ମୁଖ୍ୟଅତିଥି ଭାବେ ଚୌଦ୍ୱାର- କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଏକ ଗୌରବମୟ ସ୍ଥାନ ଅଧିକାର କରିଥିବା ରୁଚି …

Read More »

ବେଦାନ୍ତ ଲାଞ୍ଜିଗଡ଼ ଦ୍ୱାରା “ଜାତୀୟ ଡ଼ାକ୍ତର ଦିବସ” ଉପଲକ୍ଷେ “ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ”ର ଶୁଭାରମ୍ଭ

ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)-ଉତ୍ସର୍ଗୀକୃତ ସେବାରେ ଅଳଂକୃତ ଡ଼ାକ୍ତରମାନଙ୍କ ପ୍ରତିଷ୍ଠିତତାକୁ ସମ୍ମାନ ଜଣାଇ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ହସ୍ପିଟାଲଠାରେ “ଜାତୀୟ ଡ଼ାକ୍ତର ଦିବସ” ପାଳନ କରାଯାଇଛି । ଚିକିତ୍ସା କ୍ଷେତ୍ରରେ ସାମିଲ ତଥା ଗୋଷ୍ଠୀ ବିଶେଷମାନଙ୍କ ସହଯୋଗିତାରେ ଏକ କୋଡ଼ିଏଜଣିଆ ବରିଷ୍ଠ ଡ଼ାକ୍ତରଙ୍କୁ ନେଇ ଗତ ସୋମବାର ଦିନ କଳାହାଣ୍ଡି ତଥା ରାୟଗଡ଼ା ଜିଲ୍ଲାରେ ବେଦାନ୍ତ କମ୍ପାନୀ ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ …

Read More »

ଲୁଇସ୍ ରୋଡ୍୍ରେ ଖୋଲିବ ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ସିଟି ସେଂଟର୍

                କାର୍ଯ୍ୟରତ ଜନସାଧାରଣଙ୍କୁ ଯୋଗାଇବ ସେବା ଭୁବନେଶ୍ୱର,୦୩/୦୭/୨୦୧୯ (ଓଡ଼ିଶା ସମାଚାର)-ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଏନ୍.ଏ.ବି.ଏଚ୍ ସ୍ୱୀକୃତିପ୍ରାପ୍ତ ମିଠୁ ତୁଲ୍୍ସୀ ଚନ୍୍ରାଇ ପରିସର ପକ୍ଷରୁ ଚିକିତ୍ସାର୍ଥୀମାନଙ୍କୁ ବ୍ୟାପକ ସେବା ଚିକିତ୍ସା ସମ୍ପର୍କିତ ଗବେଷଣା, ଦୃଷ୍ଟିଶକ୍ତି ଅଭିବୃଦ୍ଧି, ପୁନର୍ବାସ ସେବା, ଗୋଷ୍ଠୀଗତ ଚକ୍ଷୁ ସ୍ୱାସ୍ଥ୍ୟ ଯତ୍ନ ଓ ଚକ୍ଷୁଗତ ଶିକ୍ଷା କାର୍ଯ୍ୟକ୍ରମ ଆଦି ହାତକୁ ନିଆଯାଇଛି । ସହରରେ କାର୍ଯ୍ୟରତ ବୃତିିଧାରୀ ଜନସାଧାରଣଙ୍କ ପରିକଳ୍ପେ ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ପକ୍ଷରୁ ସିଟି ସେଂଟର …

Read More »

ବରପୁଟ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ସରିବ କେବେ?

ବାଙ୍କୀ, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ବାଙ୍କୀ ବ୍ଲକ ଅଧିନସ୍ଥ ବରପୁଟ ହାଟଠାରେ ଆଜକୁ ୧୦ବର୍ଷ ହେଲା ଏକ ମାର୍କେଟ କମ୍ପେ୍ଲକ୍ସ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି । ବର୍ଷ ବର୍ଷ ଧରି ଅର୍ଦ୍ଧନିର୍ମାଣ ଅବସ୍ଥାରେ ପଡିରହିବା ହେତୁ ଗତଦିନରେ ଯେଉଁ କାମ ହୋଇଥିଲା ତାହା ଏବେ ଭାଙ୍ଗିବା ଆରମ୍ଭ ହେଲାଣି । ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଯେଉଁ ଅନୁଦାନ ମଞ୍ଜୁର ହୋଇଥିଲା ସେଥିରୁ ୮୦ ପ୍ରତିଶତ ଅର୍ଥ ଉଠାଇ ନିଆଯାଇଥିବା …

Read More »

ଶ୍ରୀଅଚ୍ୟୁତ ରୁରାଲ ମାର୍ଟ ଉଦଘାଟିତ

ନିଶ୍ଚିନ୍ତକୋଇଲି ,୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ବିକ୍ରୟ ପାଇଁ ନାବାର୍ଡ ସହାୟତାରେ ତିନିମୁହାଣି ବଜାରରେ ଶ୍ରୀଅଚ୍ୟୁତ ରୁରାଲ ମାର୍ଟର ଶୁଭ ଉଦଘାଟିତ ହୋଇଯାଇଛି । ନାବାର୍ଡ କଟକ ଜିଲା ଏଜିଏମ୍ ସିଦ୍ଧାର୍ଥଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ନାବାର୍ଡ ଡିଜିଏମ୍ ଶ୍ରୀମତୀ ପ୍ରତିମା ମିଶ୍ର ଯୋଗଦେଇ ଅନୁଷ୍ଠାନିକ ଭାବେ ମାର୍ଟର ଉଦ୍ଘାଟନ କରିଥିଲେ । ମା’ବାସୁଳେଇ ସ୍ୱୟଂ ସହାୟକ …

Read More »

ବେଦାନ୍ତ ଲାଞ୍ଜିଗଡ଼ ଏହାର ସ୍ୱଚ୍ଛତା ପ୍ରୋଜେକ୍ଟ ପାଇଁ “ସିଏସଆର ହେଲ୍ଥ ଇମ୍ପାକ୍ଟ ଆୱାର୍ଡ ୨୦୧୯” ଦ୍ୱାରା ସମ୍ମାନୀତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୬ଟି ଗ୍ରାମପଂଚାୟତ ବସନ୍ତପଡ଼ା, ବାତେଲିମା, ଜଗନ୍ନାଥପୁର, ଲାଞ୍ଜିଗଡ଼, ଛତ୍ରପୁର, ଚମ୍ପାଦେଈପୁର ଇତ୍ୟାଦିରେ ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହୋଇଛି  ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା , ୨୯/୬/୨୦୧୯ ( ଓଡ଼ିଶା ସମାଚାର )-    ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ ରିଫାଇନାରୀ ୟୁନିଟ୍ ଏହାର ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଇଁ “ସିଏସ୍ଆର ହେଲ୍ଥ ଇମ୍ପାକ୍ଟ ଆୱାର୍ଡ଼ ୨୦୧୯” ଦ୍ୱାରା ସମ୍ମାନୀତ ଯାହାକି ନୂଆଦିଲ୍ଲୀସ୍ଥିତ ଆଇଏଚଡ଼ବ୍ଲୁ କାଉନସିଲଠାରେ ପ୍ରଦାନ କରାଯାଇଛି । ପ୍ରଫେସର …

Read More »

ଆଇଟିସି ମଙ୍ଗଳଦୀପ୍ ପକ୍ଷରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ସୁଗନ୍ଧିତ ଅଗରବତୀ ପ୍ୟାକ୍ର ବଜାର ପ୍ରବେଶ

ଭୁବନେଶ୍ୱର,୨୯/୦୬/୨୦୧୯ (ଓଡ଼ିଶା ସମାଚାର )-ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ଆଇଟିସିର ଅଗରବତୀ ବ୍ରାଣ୍ଡ୍ ମଙ୍ଗଳଦୀପ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ଓରମାସ୍ ଏବଂ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ମିଳିତ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ସୁଗନ୍ଧିତ ଅଗରବତୀ ପ୍ୟାକ୍ର ବଜାର ପ୍ରବେଶ  କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପୁରୀରେ ଏସମ୍ପର୍କିତ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । …

Read More »

ଜନଡିଅର ଟ୍ରାକ୍ଟର କମ୍ପାନୀ ପକ୍ଷରୁ ମେଗା ଫ୍ରି ସର୍ଭିସିଂ କ୍ୟାମ୍ପ

କେନ୍ଦ୍ରାପଡା, ୨୮/୦୬/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କନିକା ରାଜପ୍ୟାଲେସ ପଡିଆରେ ଜନଡିଅର ଟ୍ରାକ୍ଟର କମ୍ପାନୀ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ବିତରକ ସମୀର ଟ୍ରାକ୍ଟରର୍ସ ଆନୁକୁଲ୍ୟରେ ଏକ ମେଗା ଫ୍ରି ସର୍ଭିସିଂ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି ଫ୍ରି ସର୍ଭିସିଂ କ୍ୟାମ୍ପରେ ୪୦ରୁ ଉଦ୍ଧ୍ୱର୍ ଟ୍ରାକ୍ଟର ଗୁଡିକୁ ଫ୍ରି ସର୍ଭିସିଂ କରାଯାଇଥିଲା ।  ଜନଡିଅର ଟ୍ରାକ୍ଟର କମ୍ପାନୀର ସେଲସ ଅଫିସର ବୀରେନ ନାୟକ,ସର୍ଭିସ ଅଫିସର ଦୀପ୍ତି …

Read More »