Friday , October 18 2019
Breaking News
Home / ବ୍ୟବସାୟ ବାଣିଜ୍ୟ (page 2)

ବ୍ୟବସାୟ ବାଣିଜ୍ୟ

ରନ୍ଧନ ତୈଳର କୁପ୍ରଭାବ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ସମୂହ ସଚେତନତା ଅଭିଯାନ

ଭୁବନେଶ୍ୱର,୦୨/୧୦/୨୦୧୯ ( ଓଡ଼ିଶା ସମାଚାର)- ରନ୍ଧନ ତୈଳର କୁପ୍ରଭାବ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ସମୂହ ସଚେତନତା ଅଭିଯାନ ରୁକୋ(ରିପରପୋଜଡ ଇୟୁଜ ଅଫ କୁକିଙ୍ଗ ଅଏଲ) କାର୍ୟ୍ୟକ୍ରମ ଆରମ୍ଭ ହୋଇଛି ଯାହା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ତତ୍ୱାବଧାନରେ କାର୍ୟ୍ୟକାରୀ କରାଯିବ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷକୀ ୨ ଅକ୍ଟୋବର ୨୦୧୯କୁ ଅଙ୍କିତ କରି ଏହି ଅଭିଜାନର ଶୁଭାରମ୍ଭ ଆଜି …

Read More »

ଓପୋଲଫେଡର ନୂଆ ମାଂସ ଦୋକାନ ଉଦଘାଟିତ

ଜୟପୁର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)-ଜୟପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ସରକାର ଏବଂ ଘରୋଇ ଭାଗିଦାରୀ ବା ପିପିପି ମୋଡରେ ଓଫୋଲଫେଡ ଚିକେନ ଫ୍ରେସକୁ ଉଦଘାଟନ କରାଯାଇଛି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏହାକୁ ଉଦଘାଟନ କରିଛନ୍ତି । ମହିଳା ଉଦ୍ୟୋଗୀ ସୟଦ ରେଶମାଙ୍କ ଦ୍ୱାରା ଖୋଲାଯାଇଥିବା ଏହି ଓପୋଲଫେଡ ଚିକେନ ଫ୍ରେସରେ ଦୈନିକ ଦୁଇ ହଜାର କୁକୁଡା ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରାଯାଇପାରିବ । ଏହାଫଳରେ ସ୍ଥନୀୟ ଖାଉଟି …

Read More »

ଉପଯୁକ୍ତ ବେତନ ନିର୍ଦ୍ଧାରଣ ଦାବିରେ କର୍ମଚାରୀଙ୍କ ଧାରଣା ନିଷ୍ପତି

ସୁନାବେଡା, ୦୧/୧୦/୨୦୧୯ (ଓଡ଼ିଶା ସମାଚାର)- ଉପଯୁକ୍ତ ବେତନ ନିର୍ଦ୍ଧାରଣ ଦାବିରେ କୋରାପୁଟ ପ୍ରଭାଗର ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା ନିଷ୍ପତି ହୋଇଛି । ବିଜୁ ଏରୋନଟିକ୍ସ ଏମ୍ପ୍ଲଇଜ୍ ୟୁନିୟନ ସହ ଅନ୍ୟଦୁଇ ଶ୍ରମିକ ସଂଗଠନ ହିନ୍ଦୁସ୍ଥାନ ଏରୋନଟିକ୍ସ ଏମ୍ପ୍ଲଇଜ୍ ଆସୋସିଏସନ, ହିନ୍ଦୁସ୍ଥାନ ଏରୋନଟିକ୍ସ ମଜଦୁର ସଂଘ ଆସନ୍ତା ୧୪ରେ ହେବାକୁ ଥିବା ଅନିଶ୍ଚିତତା ଧାରଣାରେ ଯିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହିତ ଏକ ଗେଟ ମିଟିଙ୍ଗର …

Read More »

ରାଉରକେଲାକୁ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର କରିବା ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା,୦୧/୧୦/୨୦୧୯(ଓଡ଼ିଶା ସମାଚାର)- ରାଉରକେଲାରେ ଗୋଟିଏ ଅତ୍ୟାଧୁନିକ ଷ୍ଟିଲ୍ କ୍ଲଷ୍ଟର ବନାଇବାର ମଧ୍ୟ ଲକ୍ଷ୍ୟ ରହିଛି । ରାଉରକେଲା ଇସ୍ପାତ୍ କାରଖାନାକୁ ସଂପ୍ରସାରଣ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି । ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକ ମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସେଲ୍ କୁ ପରାମର୍ଶ ଦିଆଯାଇଛି । ରାଉରକେଲାର ସ୍ଥାନୀୟ ଖଣିଜ ଦ୍ରବ୍ୟକୁ କଂଚାମାଲ ଭାବେ ଉପଯୋଗ କରି ରାଉରକେଲାର ଅର୍ଥନୀତିକୁ ଦୁଇଗୁଣା କରିବାର ଆବଶ୍ୟକତା ରହିଛି । …

Read More »

ବେଦାନ୍ତ ଲାଞ୍ଜିଗଡ଼କୁ ୨୦୧୯ରେ ଶକ୍ତି ପରିଚାଳନା କ୍ଷେତ୍ରରେ ଉକ୍ରର୍ଷର୍ତା ପାଇଁ ସିଆଇଆଇ ନ୍ୟାସନାଲ୍ଟ ଆୱାର୍ଡ ପ୍ରଦାନ

• ୨୦୧୯ ଆର୍ଥିକ ବର୍ଷରେ ପରିଚାଳନା କ୍ଷେତ୍ରରେ ଏହା କମ୍ ଶକ୍ତି ବ୍ୟବହାର କରି ବିଶୋଧନାଗାର ଇତିହାସରେ ନୂଆ ରେକର୍ଡ କରିଛି । • ଏହା ସର୍ବର୍ନିମ୍ନ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଲାଞ୍ଜିଗଡ଼ ୟୁନିଟ୍ ପାଇଁ ବିଶ୍ୱସ୍ତରୀୟ ଗୌରବ ଆଣିପାରିଛି । ଲାଞ୍ଜିଗଡ଼, ୨୬/୦୯/୨୦୧୯ ( ଓଡ଼ିଶା ସମାଚାର)-ବେଦାନ୍ତ ଲମିଟେଡ୍ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ଲାଞ୍ଜିଗଡ଼ ୟୁନିଟ୍କୁ ୨୦୧୯ରେ ଶକ୍ତି ପରିଚାଳନା କ୍ଷେତ୍ରରେ ଉକ୍ରର୍ଷର୍ତା ପାଇଁ ୨୦ତମ …

Read More »

ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାଇଲେ ଦୁର୍ଘଟଣା କମିବା ସହିତ ଜୀବନ ସୁରକ୍ଷିତ ରହିପାରିବ

ସାଲେପୁର ,୨୫/୦୯/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା): ଟ୍ରାଫିକ୍ ନିୟମମାନି ଗାଡ଼ିୁଚଳାଇବା ଜଣେ ସଚେତନ ଗାଡ଼ିଚାଳକର ପ୍ରଥମ ଓ ପରମ କର୍ତବ୍ୟ ବୋଲି ସାଲେପୁର ଷ୍ଟେଟ୍ ବ୍ୟାଙ୍କ୍ ଶାଖାର ଚିଫ୍ ମ୍ୟାନେଜର ଗୋକୁଳକୃଷ୍ଣ ମିଶ୍ର ପ୍ରକାଶ କରିଛନ୍ତି ।  ଅପରାହ୍ନରେ ସାଲେପୁର ସହର ଉପକଣ୍ଠ ମାଛୁଆତି ଠାରେ ସ୍କାଏ ଅଟୋର ଏଠାରେ ଥିବା ଏକ ଶାଖାରେ କମ୍ପାନୀର ଅଲଟୋ ଇଲାଇଟ୍ କାର୍ ର ଅନାଭରଣ  କାର୍ଯ୍ୟକ୍ରମରେ ଚିଫ୍ ମ୍ୟାନେଜର ଶ୍ରୀ …

Read More »

ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ଶିକ୍ଷାର୍ଥୀଙ୍କ ପାଇଁ ଦ୍ୱିତୀୟ କେବିକେ ଆନ୍ତଜିଲ୍ଲା ତୀରନ୍ଦାଜ ପ୍ରତିଯୋଗିତା ଆୟୋଜିତ

–           ଏହି ପ୍ରତିଯୋଗୀତା ରେ ମାଲକାନଗିରି, ବଲାଙ୍ଗୀର, ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲା ମାନଙ୍କରୁ ୪୪ ଜଣ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । –           ଝିଅମାନଙ୍କୁ ତୀରନ୍ଦାଜରେ ପ୍ରୋସôାହିତ କରିବା ପାଇଁ ପ୍ରଥମ ଥର ଝିଅ ମାନଙ୍କ ପାଇଁ ଏକ ମ୍ୟାଚର ଆୟୋଜନ କରାଯାଇଥିଲା । ଲାଞ୍ଜିଗଡ, କଳାହାଣ୍ଡି ୨୪/୦୯/୨୦୧୯ ( ଓଡ଼ିଶା ସମାଚାର)- ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ ୟୁନିଟ ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ …

Read More »

ସିମେଂଟ ଉଦ୍ୟୋଗରେ ସର୍ବବୃହତ କାର୍ବନ କ୍ୟାପଚର ପ୍ଲାଂଟ ପାଇଁ ଡାଲମିଆ ସିମେଂଟ ଓ କାର୍ବନ କ୍ଲିନ ସଲ୍ୟୁସନ୍ ସହବନ୍ଧିତ

ନୂଆଦିଲ୍ଲୀ / ଭୁବନେଶ୍ୱର ,୨୧/୦୯/୨୦୧୯(ଓଡ଼ିଶା ସମାଚାର)-:ଭାରତର ଅଗ୍ରଣୀ ସିମେଂଟ କମ୍ପାନୀ ଡାଲମିଆ ସିମେଂଟ ପକ୍ଷରୁ ତାମିଲନାଡୁ ସ୍ଥିତ ସିମେଂଟ ପ୍ଲାଂଟରେ ବାର୍ଷିକ ୫୦୦,୦୦୦ ଟନ କ୍ଷମତାର କାର୍ବନ କ୍ୟାପଚର ପ୍ଲାଂଟ ନିର୍ମାଣ କରିବାକୁ ଘୋଷଣା କରାଯାଇଛି । ଏଥିପାଇଁ କମ୍ପାନୀ ବ୍ରିଟେନର କାର୍ବନ କ୍ଲିନ ସଲ୍ୟୁସନ୍ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । କାର୍ବନ  ବ୍ୟବହାର କରି ସ୍ୱଳ୍ପ ମୁଲ୍ୟରେ କାର୍ବନ ଡାଇଅକ୍ସାଇଡ (ଉଙ୨) ଅଲଗା କରିବା ପ୍ରଯୁକ୍ତି …

Read More »

ଜେଏସପିଏଲ ଦ୍ୱାରା ଇଞ୍ଜିନିୟର୍ସ ଦିବସ ପାଳିତ

ଅନୁଗୋଳ, ୧୮/୦୯/୨୦୧୯(ଓଡ଼ିଶା ସମାଚାର)- ଜେଏସପିଏଲ ପରିସରରେ ଇଂଜିନିୟର୍ସ ଦିବସ – ୨୦୧୯, ଯାହାକି ଭାରତ ରତ୍ନ ତଥା ପ୍ରଖ୍ୟାତ ଇଂଜିନିୟର ଡଃ. ମୋକ୍ଷଗୁଣ୍ଡମ ବିଶ୍ଚେସ୍ୱରେୟାଙ୍କ ଜନ୍ମ ବାର୍ଷିକୀ ଅବସରରେ ପାଳିତ ହୋଇଯାଇଅଛି  । ଏହି ଅବସରରେ ଶତାଧିକ ଇଂଜିନିୟର ସେମାନଙ୍କର ନୂତନ ଇଂଜିନିୟରିଙ୍ଗ କଳା କୌଶଳ ତଥା ନୂତନ ଚିନ୍ତାଧାରା ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଇଂଜିନିୟର୍ସ ଦିବସ -୨୦୧୯ରେ ପ୍ରଦର୍ଶିତ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଜେଏସପିଏଲର …

Read More »

କୋଲକାତା ପେଟ୍ରୋକେମ୍ରେ ଓଡ଼ିଶା ପ୍ରତିନିଧି ଦଳ

ପୁଞ୍ଜିନିବେଶ ପାଇଁ ଶିଳ୍ପସଂସ୍ଥାଙ୍କୁ ଆମନ୍ତ୍ରଣnଭୁବନେଶ୍ୱର ,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ପ୍ରତିନିଧି ଦଳ କୋଲକାତାଠାରେ ଅନୁଷ୍ଠିତ ପେଟ୍ରୋକେମ୍-୨୦୧୯ରେ ଯୋଗଦେଇ ରାଜ୍ୟରେ ପୁଞ୍ଜିନିବେଶ ନିମନ୍ତେ ସିଏଟ୍, ହାରସ୍ପେଟ୍, ଗ୍ଲେନ୍ ଆଦି ପ୍ରମୁଖ ଶିଳ୍ପ ସଂସ୍ଥାଙ୍କୁ ଆମନ୍ତ୍ରଣ କରିଛନ୍ତି । ଭାରତୀୟ ବାଣିଜ୍ୟ ସଂଘ ତରଫରୁ ଆୟୋଜିତ ‘ଆଗାମୀ ଭବିଷ୍ୟତରେ ପେଟ୍ରୋକେମିକାଲ ବ୍ୟବସାୟ ଅଭିବୃଦ୍ଧି’ ଶୀର୍ଷକ ପେଟ୍ରୋକେମ୍-୨୦୧୯ରେ ଇପିକଲର ପରିଚାଳନା ନିର୍ଦ୍ଦେଶକ ତଥା ଶିଳ୍ପବିଭାଗର ସ୍ୱତନ୍ତ୍ର ସଚିବ ଡ. ନୀତେନ ଭାନୁଦାସ ଜୱାଲେଙ୍କ ନେତୃତ୍ୱରେ …

Read More »