Tuesday , July 16 2019
Home / ବ୍ୟବସାୟ ବାଣିଜ୍ୟ

ବ୍ୟବସାୟ ବାଣିଜ୍ୟ

ପାରାଦ୍ୱୀପ ଗଡ ବିଜୁପଟ୍ଟନାୟକ ମାକେଟ ପରିଷରରେ ପାରାଦ୍ୱୀପ ତୈଳ ବିଶୋଧନାଗାରର ସ୍ୱଚ୍ଛତା ଅଭିଯାନ

ପାରାଦ୍ୱୀପ ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ତୈଳ ବିଶୋଧନଗାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟି.ଡି.ଭି.ଏସ୍ ଗୋପାଳକିଷ୍ଣଙ୍କ ତତ୍ୱାବଧାନରେ ବିଷୋଧନାଗାର ଅଧିକାରୀଙ୍କ ଦ୍ୱାରା  ପାରାଦ୍ୱୀପ ଗଡର ବିଜୁ ପଟ୍ଟନାୟକ ମାର୍କେଟ କମ୍ପେକ୍ସ ଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ରାଷ୍ଟୀୟ ମିଶନ ଭାବେ ପରିଗଣୀତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ସରପଂଚ ଯୋଗଦେଇଥିଲେ । ସ୍ୱଚ୍ଛତା ପଖୱାଡା ୨୦୧୯ କାର୍ଯ୍ୟକ୍ରମରେ ପାରାଦ୍ୱୀପ ତୈଳ ବିଶୋଧନାଗାର ପକ୍ଷରୁ …

Read More »

ପାରାଦ୍ୱୀପ ବନ୍ଦରରେ ଓଡିଶାର ପ୍ରଥମ ଲବଣ ମୁକ୍ତ ପାନୀୟ ଜଳ ପ୍ରକଳ୍ପର ଏମ୍ଓୟୁ ସ୍ୱାକ୍ଷର

ପାରାଦ୍ୱୀପ ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଓଡିଶାର ପ୍ରଥମ ୧୦ ଏମ୍.ଏଲ୍.ଡି (ମିଲିୟନ ଲିଟରସ୍ ପର୍ଡେ) କ୍ଷମତା ସମ୍ପର୍ଣ୍ଣ  ଏକ ଲବଣ ଅପସାରଣ ପାନୀୟ ଜଳ ପ୍ରକଳ୍ପ ର ପ୍ରତିଷ୍ଠା ହେବାକୁ ଯାଉଅଛି । ଏହି ପରିପ୍ରେକ୍ଷୀରେ  ଜୁଲାଇ ୧୫ ତାରିଖ ସୋମବାର ଦିନ ପାରାଦ୍ୱୀପ ବନ୍ଦର ଓ ଚେନାଇସ୍ଥିତ  (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସେନ  ଟେକ୍ନୋଲୋଜି) ଭାରତ ସରକାର ପୃଥିବୀ ବିଜ୍ଞାନ ମଧ୍ୟରେ ଏକ ବୁଝାମଣା ବା ଏମ୍ଓୟୁ ସ୍ୱାକ୍ଷରିତ …

Read More »

ପାରାଦ୍ୱୀପ ବନ୍ଦରରେ “ପିସିଏସ୍ ୧ଏକ୍ସ” ରୋଡ୍ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରାଦ୍ୱୀପ ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ସାମୁଦ୍ରିକ  ବାଣିଜ୍ୟ, ସହଜ ବ୍ୟବସାୟ ତଥା ବ୍ୟବସାୟ ସଂସ୍ଥା ମାନଙ୍କୁ ବନ୍ଦରରେ ବ୍ୟବସାୟ କରିବା ପାଇଁ ଆକୃଷ୍ଠ କରିବା ଲକ୍ଷ୍ୟରେ ପାରାଦ୍ୱୀପ ବନ୍ଦର, ଇଣ୍ଡିଆନ ପୋର୍ଟସ ଆସୋସିଏସନ (ଆଇପିଏ) ଏବଂ ପୋର୍ଟାଲ ଇନ୍ଫେସିଷ୍ଟମ୍ ପ୍ରା.ଲି ମିଳିତ ଆନୁକୁଲ୍ୟରେ ପୋର୍ଟ କମ୍ୟୁନିଟି ସିଷ୍ଟମ୍ (ପିସିଏସ୍) “ପିସିଏସ୍ ୧ଏକ୍ସ” ରୋଡ ସୋ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ସଦନ ଠାରେ ବୁଧବାର ଦିନ ଅନୁଷ୍ଠିତ …

Read More »

ବେଦାନ୍ତ ଲାଞ୍ଜିଗଡ ରିଫାଇନାରି ନବୀକରଣ  ତଥା ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ସାରା ଅଂଚଳର ଉନ୍ନତି କରିପାରିଛି

ଶତ ପ୍ରତିଶତ ଫ୍ଲାଏ ଆସ ର ବ୍ୟବହାର । ବାହ୍ୟ ବସ୍ତୁକୁ ବ୍ୟବହାର କରି  ବେଦାନ୍ତର ‘ୱେଷ୍ଟ ଟୁ ୱେଲଥ’ ପ୍ରୋଗ୍ରାମ ମାଧ୍ୟମରେ ନୂତନ ନିଯୁକ୍ତି, ଉଦ୍ୟୋଗକାରି ଏବଂ ଉଦ୍ୟୋଗ  ସୃଷ୍ଟି କରିବା ଲକ୍ଷ ଅଟେ । ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ନୂତନ ଭାବନା ହେଉଛି ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡର ସଫଳତାର  ମୂଳଦୁଆ ଅଟେ । ଭାରତୀୟ ଆଲୁମିନିୟମ କ୍ଷେତ୍ରରେ  ନିଜର କାର୍ଯ୍ୟ ଆରମ୍ଭ କରିବା …

Read More »

ରୟାଲ ପାମ ଭିଲେଜ୍ : ସାତଶଙ୍ଖ ଠାରେ ଏସ ଜେ ଡେଭଲପର୍ସର ବିଳାସପୂର୍ଣ୍ଣ ଭ୍ୟାକେସନ୍ ହୋମ୍ ଏବଂ ରିସୋର୍ଟ 

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)-  ଓଡିଶାର ଅଗ୍ରଣୀ ରିୟଲଇଷ୍ଟେଟ୍ ସଂସ୍ଥା ଏସ ଜେ ଡେଭଲପର୍ସ ନିଜର ବିଶ୍ୱସ୍ତରୀୟ ବିଳାସପୂର୍ଣ୍ଣ ଭ୍ୟାକେସନ୍ ହୋମ୍ ଓ ରିସୋର୍ଟ ପ୍ରୋଜେକ୍ଟ ‘ରୟାଲ ପାମ୍ ଭିଲେଜ୍’ ଆରମ୍ଭ ବିଷୟ ଘୋଷଣା କରିଛି । ଏସ ଜେ ଡେଭଲପର୍ସର ଏହି ପ୍ରକଳ୍ପ ସାତଶଙ୍ଖ ପୁରୀଠାରେ ୧୮.୫ଏକର ଜାଗାରେ ଏବଂ ସବୁଜ ପରିବେଶ ମଧ୍ୟରେ ପରିବ୍ୟାପ୍ତ । ଏହି ଅବସରରେ ଏସ ଜେ ଡେଭଲପର ସ ପକ୍ଷରୁ ରୟାଲ …

Read More »

କେଂଟକୋ କମ୍ପାନୀର ଶ୍ରମିକ ମାରଣ ନୀତି

    ୩୬୦ଶ୍ରମିକ ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ପାରାଦ୍ୱୀପ ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପରେ ଶିଳ୍ପ ଉପରେ ଶିଳ୍ପମାନ ଗଢି ଚାଲିଛି ସତ ଶିଳ୍ପରେ କାର୍ଯ୍ୟରତ ଶ୍ରମିକ ମାରଣ ନୀତି ମଧ୍ୟ ବଢି ଚାଲିଛି । ଶେଷରେ ନିଜର ହକ୍ ପାଇଁ ଆନ୍ଦୋଳନକୁ ଓହ୍ଳାଇଛନ୍ତି ଶ୍ରମିକମାନେ । ପାରାଦ୍ୱୀପରେ ଥିବା ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି କାର୍ଯ୍ୟରତ ଶ୍ରମିକମାନେ । ପାରାଦ୍ୱୀପରେ ଥିବା …

Read More »

ବେଦାନ୍ତ ଦୁର୍ଘଟଣା ର ତଦନ୍ତ କରାଯିବ

ଭୁବନେଶ୍ୱର,୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମ୍ କାରଖାନାରେ ଦୁର୍ଘଟଣା ର ତଦନ୍ତ କରାଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସାମ୍ବାଦିକଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଏହା କହିଛନ୍ତି । ପ୍ରକାଶ ଥାଉ କି, ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ବେଦାନ୍ତର ୨ ନଂ ପ୍ଲାଂଟରେ ଦୁର୍ଘଟଣା ଘଟିଥିଲା । ଏଥିରେ ଜଣେ ମେସିନ ଅପରେଟରଙ୍କ ସମେତ ମୋଟ୍ ୭ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ …

Read More »

ଇମ୍ଫା ପକ୍ଷରୁ ବିଶ୍ୱ ପରିବେଶ ଦିବସ

କାଳିଆପାଣି, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)-  ସୁକିନ୍ଦା ଖଣି ଅଚଂଳରେ ଇମ୍ଫା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷ ବିଶ୍ୱ ପରିବେଶ ଦିବସର ବାର୍ତା ‘ବାୟୁ ପ୍ରଦୂଷଣ ରୋକିବା’ ଉପରେ ଧ୍ୟାନ ଦିଆଯାଇଛି । ଅଂଚଳର ୮ଟି ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ଚାରାରୋପଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ ଆଦି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଏକ …

Read More »

ଆରଏସପିର ବୃକ୍ଷରୋପଣ ଉତ୍ସବ – ୬୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ଯୋଗଦାନ

ରାଉରକେଲା, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)-  ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସେକ୍ଟର ୪ ନର୍ସରୀ ନିକଟରେ ଜୁଲାଇ ୫ ତାରିଖରେ ଆୟୋଜିତ ଗଣ ପରିବେଶ ସଚେତନତା ଓ ବୃକ୍ଷରୋପଣ ଉତ୍ସବ ଇସ୍ପାତ ସହରର ବିଭିନ୍ନ ବିଦ୍ୟାଳୟର ୬୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଉତ୍ସାହ ସହକାରେ ଭାଗ ନେଇଥିଲେ । ଏହି ଉତ୍ସବରେ ଆରଏସପିର ସିଇଓ ଶ୍ରୀ ଦୀପକ ଚଟ୍ଟରାଜ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । …

Read More »

ଏନ୍.ଟି.ପି.ସି କଣିହାଁରେ ରଥଯାତ୍ରା ପାଳିତ

ତାଳଚେର, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)- ଏନ୍.ଟି.ପି.ସି ତାଳଚେର କଣିହାଁଠାରେ ଧର୍ମୀୟ ଭାବନା ତଥା ଆନନ୍ଦ ଉଲ୍ଲାସ ସହକାରେ ପବିତ୍ର ରଥଯାତ୍ରା ଗୁରୁବାର ଦିନ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରଦ୍ଧାଳୁମାନେ ତିନି ଠାକୁର ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ବିଗ୍ରହଙ୍କୁ ପହଣ୍ଡି ଯାତ୍ରାରେ ମନ୍ଦିରରୁ ରଥକୁ ନେଇଥିଲେ । ପରମ୍ପରା ଅନୁସାରେ ପ୍ରକଳ୍ପ ମୁଖ୍ୟ ରମେଶ ବାବୁ ଭି. ରଥ ପରିସରରେ ଛେରାପହଁରା କାର୍ଯ୍ୟ ସମ୍ପାଦନା …

Read More »