Monday , September 16 2019
Breaking News

Recent Posts

ପୋଷାକ ବିତରଣ ଉତ୍ସବ

ଗରଦପୁର,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ପଳସୁଧା ପଂଚାୟତ ଅନ୍ତର୍ଗତ ରାଏସର ଖରିସାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ୬ଷ୍ଠ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୧୫୬ ଜଣ ଛାତ୍ର ଛାତ୍ରୀଙ୍କୁ ୨ ହଳ ପୋଷାକ ଓ ୧ ହଳ ଯୋତା ପ୍ରଦାନ କରାଯାଇଥିଲା । ପଳସୁଧା ପଂଚାୟତର ସରପଂଚ ଅନୁଜ କୁମାର ମହାନ୍ତି, ବିଦ୍ୟାଳୟର ସଭାପତି ସୁଧାଂଶୁ ଶେଖର ମହାନ୍ତି …

Read More »

ଓଡିଶା ଗ୍ରାମପଂଚାୟତ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦୈନିକ ମଜୁରୀ ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ୧୬/୦୯/୨୦୧୯(ଓଡ଼ିଶା ସମାଚାର)-ଓଡିଶା ଗ୍ରାମପଂଚାୟତ କର୍ମଚାରୀ ସଙ୍ଘର କେନ୍ଦ୍ରାପଡା ଶାଖା ପକ୍ଷରୁ ପଂଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଦୈନିକ ମଜୁରୀ ପ୍ରଦାନ ନିମନ୍ତେ ସୋମବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସଙ୍ଘର କେନ୍ଦ୍ରାପଡା ଜିଲ୍ଲାର ୨୪୯ଟି ପଂଚାୟତରେ ଥିବା ପିଅନ,ଝାଡୁଦାର ଓ ରାତ୍ର ଜଗୁଆଳମାନେ ସରକାରଙ୍କର ବିଭିନ୍ନ ଯୋଜନା ସମେତ ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ଭତା …

Read More »

ନୃସିଂହନାଥ ମହିଳା ସ୍ୱୟଂ ସହାୟକ ଗୃପ୍ ପକ୍ଷରୁ ଗ୍ରାମ ସଫେଇ ସ୍ୱଛ ଭାରତ କାର୍ଯ୍ୟକ୍ରମ

ଗରଦପୁର, ୧୬/୦୯/୨୦୧୯(ଓଡ଼ିଶା ସମାଚାର)- ବର୍ତମାନ ବର୍ଷା ଋତୁ ଚାଲିଛି । ଗ୍ରାମରେ ଥିବା ରାସ୍ତା ଘାଟକୁ ପାଶ୍ୱର୍ ଚଛ ଲତା ମାଡ଼ିଯାଇ ରାସ୍ତା ଘାଟ ସଙ୍କୁଚିତ ହୋଇଥିବାବେଳେ ମଶାବଂଶ ବୃଦ୍ଧି ଆଶଙ୍କା ଦେଖାଦେଇଥିଲା । ଏହି ପରିପ୍ରେକ୍ଷିରେ ଗ୍ରାମରେ ଥିବା ନୃସିଂହନାଥ ମହିଳା ସ୍ୱୟଂ ସହାୟକ ଗୃପ୍ ପକ୍ଷରୁ ରବିବାର ଦିନ ଗ୍ରାମ ସଫେଇ ସ୍ୱଛ ଭାରତ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ଓଝା ଓ ସମ୍ପାଦିକା …

Read More »